Advertisement

ଭାଇଜାନ୍‌ ହେଲେ ଟ୍ରୋଲ୍‌ : ଆଉ କାହା ପାଇଁ ନୁହେଁ ରାଖୀ ସାଓ୍ବନ୍ତଙ୍କ ଲାଗି

କିଛି ସପ୍ତାହ ପୂର୍ବରୁ ରାକ୍ଷୀ ବିଗ୍‌ ବସ୍‌ରେ ରୁବିନା ଦିଲାଇକ୍‌ଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଳାଙ୍କ ସହ ପ୍ରେମ ଆରମ୍ଭ କରିଥିଲେ। ଯାହାକୁ ଅଭିନବ ଏବଂ ରୁବିନା ପସନ୍ଦ କରନ୍ତି ନାହିଁ। ନିକଟରେ ଅଭିନବ ରାଖୀଙ୍କ ଉପରେ ଏତେ ରାଗିଯାଇଥିଲେ ଯେ, ଅଭିନବ କାନ୍ଦି ଘରକୁ ଯିବାକୁ କହିିଥିଲେ। ଏଥିସହିତ ସଲମାନ ତାଙ୍କୁ ମନାଇବା ପରିବର୍ତ୍ତେ ରାଖୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ଏସବୁ ପରେ ସଲମାନ ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଅନେକ ଟିଭି ଷ୍ଟାରଙ୍କ ସମେତ ବିଗ୍‌ବସ ପ୍ରତିଯୋଗୀମାନେ ମଧ୍ୟ ରାଖୀଙ୍କୁ ସମର୍ଥନ କରବା ଯୋଗୁ ସଲମାନଙ୍କ ଉପରେ କ୍ରୋଧିତ ହୋଇଛନ୍ତି। ଶ୍ରୀଷ୍ଟି ରୋଡେ ଠାରୁ ରାହୁଲ ମହାଜନ ପର୍ଯ୍ୟନ୍ତ ଅନେକ ଷ୍ଟାର୍‌ ସଲମାନଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ଯେଉଁଥିରେ ସେ ଅଭିନବଙ୍କୁ କହିଥିଲେ ଯେ, ରାଖୀ ହେଉଛନ୍ତି ଶୋ’ର ସବୁଠୁ ବଡ଼ ମନୋରଞ୍ଜନକାରୀ ଏବଂ ସେ ଯାହା କରୁଛନ୍ତି, ଅଭିନବ ଏଥିରୁ ଉପକୃତ ହେଉଛନ୍ତି।’ ଅନେକ ଟିଭି ଷ୍ଟାର କହିଛନ୍ତି ଯେ,ସଲମାନ ରାଖୀଙ୍କୁ ଠିକ୍‌ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ

ମୁମ୍ବାଇ,୨୪।୫: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ ବୁଧବାରକୁ ଆସିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବାରୁ ହୋଇଥିବା ନେଇ...

ସଲମାନଙ୍କ ଏହି ଅଭିନେତ୍ରୀ ଏବେ ୩ ପିଲାର ମା’, ଆଜି ବି କମିନି ଗ୍ଲାମର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ, ଯିଏ କି ରମ୍ଭା ନାମରେ ବେଶ୍‌ ଜଣାଶୁଣା ସେ ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ଫିଲ୍ମରେ ଅଭିନୟ...

ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…

ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ...

କେବଳ ମା’ଙ୍କ ଯୋଗୁ ଭାଙ୍ଗିଯାଇଥିଲା ଅଭିଷେକ-କରିସ୍ମାଙ୍କ ବିବାହ

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ...

ଏହି ଲୋକପ୍ରିୟ ଅଭିନେତ୍ରୀ କାହିଁକି ଏତେ କଞ୍ଜୁସ? କାରଣ ଜାଣିଲେ…

ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ନିକଟରେ...

୨୦ କିଲୋ ଓଜନ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଏହି ବୋଲ୍ଡ ଅଭିନେତ୍ରୀ

ଭୋଜପୁରୀର ହଟ୍‌ ଏବଂ ବୋଲ୍ଡ ଅଭିନେତ୍ରୀ ରାନୀ ଚାଟାର୍ଜୀ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସିନେମାରେ ସଫଳ ହେବା...

ଖୁବ୍‌ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍‌ ହେବାପରେ ଏବେ ‘ଆର୍‌ଆର୍‌ଆର୍‌’...

Advertisement
Archives

Model This Week