୧୩ ଅକ୍ଟୋବରରେ ମହାକାଶରେ ଦେଖାଯିବ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ
ଆଉ ୩ ଦିନ ପରେ ଅର୍ଥାତ୍ ୧୩ ଅକ୍ଟୋବରରେ ମହାକାଶରେ ଏପରି କିଛି ହେବ ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହିଦିନ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ। ଜ୍ୟୋତିର୍ବିଜ୍ଞାନୀ ଏବଂ…
୩୫ ବଲରେ ଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ
ଲାହୋର, ୧୦।୧୦: ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ଖୁସ୍ଦିଲ୍ ଶାହ ଟି୨୦ କ୍ରିକେଟ୍ରେ ନିଜ ଦେଶ ପକ୍ଷରୁ ଦ୍ରୁତତ୍ତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ୨୫ ବର୍ଷୀୟ ଖୁସ୍ଦିଲ ମାତ୍ର ୩୫ ବଲରୁ ଶତକ ହାସଲ କରି ରେକର୍ଡ ବୁକ୍ରେ ନିଜ…
୮ ବର୍ଷ ଝିଅର ବେଷ୍ଟ ଫ୍ରେଣ୍ଡ୍ ୧୧ ଫୁଟ ଲମ୍ବର ଅଜଗର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ବନ୍ଧୁତା ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ମାତ୍ର ଏମିତି ଜଣେ ଝିଅ ଅଛନ୍ତି, ଯାହାଙ୍କ ବନ୍ଧୁ କୌଣସି ଝିଅ କି ପୁଅ ନୁହନ୍ତି। ଏକ ବିଷଧର ସାପ। ସାଧାରଣତଃ ସାପକୁ କିଏ ବା ନ ଡରେ। କିନ୍ତୁ ଇସ୍ରାଏଲରେ…
ବିସ୍କୁଟ ବିଜ୍ଞାପନକୁ ନେଇ ପାକିସ୍ତାନରେ ବିବାଦ, ଜାଣନ୍ତୁ କାହିଁକି
ଇସଲାମାବାଦ,୧୦ା୧୦: ଏକ ବିସ୍କୁଟର ବିଜ୍ଞାପନକୁ ନେଇ ପାକିସ୍ତାନରେ ଅନେକ ବିବାଦ ଦେଖାଦେଇଛି। ବିଜ୍ଞାପନରେ ମଡେଲଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ଘୋର ବିରୋଧ କରାଯାଇଛି। ଏପରିକି ଗୋଟିଏ ଦଳ ଏହାକୁ ବିରୋଧ କରୁଥିବା ବେଳେ ଇମ୍ରାନ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। କିଛି…
କଟକ ସହରରୁ ୯୨ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୧୦।୧୦-କଟକ ସହରରୁ ଶନିବାର ମୋଟ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୦ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…
୪୫ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୩ ମୃତ
ଲକ୍ଷ୍ନୌ,୧୦।୧୦-ଦିଲ୍ଲୀରୁ କାନପୁର ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଶନିବାର ଆଲିଗଡଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ…
ମନ୍ଦିରରେ ଟଙ୍କା ଦାନ କରୁଥିବା ଲୋକଙ୍କ ଘରେ ରହେ ନାହିଁ ଦାରିଦ୍ର୍ୟ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ଅର୍ଥ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ତାଙ୍କ କହିବାନୁସାରେ, ଟଙ୍କା ରୋଜଗାର କରିବା କଷ୍ଟକର, ଏହାକୁ ସଠିକ ଭାବରେ ଖର୍ଚ୍ଚ କରିବା କଷ୍ଟକର। ସଚେତନ ସହକାରେ ଖର୍ଚ୍ଚ କରିବା ଦ୍ୱାରା ଟଙ୍କା ନଷ୍ଟ ହେବା ସମ୍ଭାବନା କମ୍ଥାଏ।…
ବିଶ୍ୱର ସବୁଠୁ ଦାମୀ ଭ୍ୟାନିଟି, ଜାଣନ୍ତୁ ଏତିକି ଟଙ୍କାରେ ହୋଇଥିଲା ନିଲାମ
ବିଶ୍ୱରେ ଆଜିକାଲି ପ୍ରତ୍ୟେକ ଜିନିଷ ନିଲାମ ହେଉଛି। ସେଥିମଧ୍ୟରୁ ଏମିତି କିଛି ଜିନିଷ ନିଲାମ ହୁଏ, ଯାହାର ଦାମ୍କୁ ନେଇ ପୂରା ଦୁନିଆରେ ଚର୍ଚ୍ଚା ହୋଇଥାଏ। ସେମିତି ଏକ ଜିନିଷ ଲଣ୍ଡନରେ ନିଲାମ ହୋଇଥିଲା। ଯାହା ୧ କୋଟିରୁ ଅଧିକ ଟଙ୍କାରେ…
ଜୁନାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ୨ ଦିନ ଘରକୁ ଘର ବୁଲି କୋଭିଡ ପରୀକ୍ଷା
ଜୁନାଗଡ଼,୧୦।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଓ ଏନ୍ଏସିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ୨ ଦିନ…
ନଦୀପଠାରେ ଯୁବତୀଙ୍କୁ ହତ୍ୟା ମାମଲା: ଭାଜପା ପକ୍ଷରୁ କେ. ନୂଆଗାଁ ଥାନା ଘେରାଉ
ଦିଗପହଣ୍ଡି/ଚିକିଟି,୧୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଛି। ଏ ନେଇ ଭାଜପା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଶନିବାର କେ. ନୂଆଗାଁ ଥାନା ଘେରାଉ କରାଯାଇଛି। ଭାଜପା ଗଞ୍ଜାମ…
ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି
ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର ୟୁରୋ ଅର୍ଥାତ୍ ୪୩ ଲକ୍ଷରୁ ଅଧିକ ଜ୍ୟାକ୍ପଟ ଲଟେରି ଲାଗିଛି। ୩୦ ବର୍ଷୀୟ ୪…
‘ପୃଥ୍ୱିରାଜ’ରେ ଡେବ୍ୟୁ କରିବେ ମାନୁଷି
ମୁମ୍ବାଇ: ପୂର୍ବତନ ମିସ୍ ୱାର୍ଲଡ ମାନୁଷି ଛିଲର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱିରାଜ’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚନ୍ଦ୍ରପ୍ରକାଶ ଦ୍ୱିବେଦିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୃଥ୍ୱିରାଜଙ୍କ…
Archives


