Posted inଫୁରସତ

ଏହି ଫୁଲକୁ ଭାରତରେ ପ୍ରତିଦିନ ପସନ୍ଦ କରୁଛନ୍ତି ୯୦ ଲକ୍ଷରୁ ଅଧିକ ଲୋକ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ଏମିତି ଏକ ଫୁଲ ଅଛି, ଯାହାକୁ ଲୋକେ ଆଜିକାଲି ବହୁତ ପସନ୍ଦ କରୁଛନ୍ତି। ବିଶେଷକରି ଭାରତରେ ଏହି ଫୁଲକୁ ପ୍ରତିଦିନ ପ୍ରାୟ ୯୦ ଲକ୍ଷ ଲୋକ ପସନ୍ଦ କରୁଛନ୍ତି। ନ୍ୟୁୟର୍କ ଏଷ୍ଟରର ଓ୍ବିକିପିଡିଆ ଫଟୋ ଭାରତୀୟକୁ ବହୁତ ପସନ୍ଦ ଆସୁଛି। ଏହା ଏକ ବାଇଗଣୀ ରଙ୍ଗର ଫୁଲ ଅଟେ। ଯାହା ଉତ୍ତରପୂର୍ବ ଆମେରିକା ଅଞ୍ଚଳରେ ଦେଖିବାକୁ ମିଳେ।

ଉଇକିପିଡଆର ମେଶିନ ଲର୍ନିଂ ନିର୍ଦ୍ଦେଶକ କ୍ରିସ୍‌ ଆଲବନ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। ଏହି ଫୁଲ ଦେଖିବା ପାଇଁ ଓ୍ବିକିପିଡିଆରେ ଟ୍ରାଫିକ୍‌ ଖୁବ୍‌ ବଢ଼ିଛି। ସେ ଲେଖିଛନ୍ତି, ଏହାର ରହସ୍ୟ ବିଷୟରେ ଏହି ପ୍ରକୃତ ଲାଇଭ୍‌ ଟିକେଟ୍‌ ଯାଞ୍ଚ କରନ୍ତୁ। ମିଡିଆ ପାଇଁ ଆମର ଗୋଟିଏ ଡାଟା ସେଣ୍ଟରରୁ ସମସ୍ତ ଅନୁରୋଧର ୨୦% ହେଉଛି ଫୁଲର ଏହି ପ୍ରତିଛବି ପାଇଁ। ଆଲବିନ୍‌ କହିଛନ୍ତି, କେହି ଜାଣନ୍ତି କି କାହିଁକି?

ଏହି ପୋଷ୍ଟର ଏତେ ଟ୍ରାଫିକ ବୃଦ୍ଧି ପାଇଛି ଯେ, ଯାହା ଅତ୍ୟନ୍ତ ଅଜବ। କାରଣ ଏହା କ୍ରମାଗତ ଭିନ୍ନ ଭିନ୍ନ ଆଇପିରୁ ଆସିଥାଏ। ପ୍ରତିଦିନର ଟ୍ରାଫିକୁ ଅନୁସରଣ କରେ। ତେଣୁ ଆମେ ଅନୁମାନ କରୁଛୁ ଯେ, ଭାରତୀୟମାନେ କେତେକ ମୋବାଇଲ ଆପ୍‌ ମୁଖ୍ୟତଃ ହଟ୍‌ଲିଙ୍କ୍‌ସ ବ୍ୟବହାର କରନ୍ତି। ଯାହାର ଉଦହାରଣ ଏହି ଫୁଲର ଫଟୋ।

ବାଇଗଣୀ ରଙ୍ଗର ଏହି ଫୁଲର ରହସ୍ୟ ଅନୁସନ୍ଧାନ କରୁଥିବା ଲୋକମାନେ ଅନୁମାନ କରିଥିଲେ ଯେ, ଟିକ୍‌ଟକ ପ୍ରତିବନ୍ଧକ ପରେ ଡିଜାଇନ୍‌ ହୋଇଥିବା ବିଭିନ୍ନ ଆପ୍‌ ମଧ୍ୟରୁ ଗୋଟିଏ ଭାରତରେ ବହୁଳମାତ୍ରାରେ ବ୍ୟବହୃତ ହେଉଛି। ପରେ ଆଲବନ କହିଛନ୍ତି, ଏହି ଟ୍ରାଫିକ୍‌ କେବଳ ଭାରତର ଏକ ଲୋକପ୍ରିୟ ଆପ୍‌ରୁ ହିଁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri