କରୋନାରେ ୧୭ ଜୀବନ ଗଲା
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୭…
ମୁଁ ରୋଗଗ୍ରସ୍ତ ନୁହେଁ: ସଞ୍ଜୟ ଦତ୍ତ
ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ଗତ ଅଗଷ୍ଟ ମାସରେ କ୍ୟାନସରରେ ପୀଡ଼ିତ ହୋଇଥିବା ସୂଚନା ମିଳିଥିଲା । ଫୋର୍ଥ ଷ୍ଟେଜ୍ କ୍ୟାନସରରେ ପୀଡ଼ିତ ହେବାପରେ ତାଙ୍କର ମୁମ୍ବାଇରେ ଚିକିତ୍ସା ମଧ୍ୟ ଚାଲିଥିଲା । ଏବେ ସେ ସୁସ୍ଥ ଅଛନ୍ତି ।…
‘ସମସ୍ତଙ୍କ ପାଇଁ ହାତର ସ୍ବଚ୍ଛତା’
୨୦୦୮ ମସିହାଠାରୁ ପ୍ରତିବର୍ଷ ଅକ୍ଟୋବର ୧୫ରେ ପାଳିତ ହେଉଛି ବିଶ୍ୱ ହାତଧୁଆ ଦିବସ। ହାତଧୁଆକୁ ବିଶେଷ ଗୁରୁତ୍ୱ ଦିଆଯିବା ସହ ବିଶ୍ୱବ୍ୟାପୀ ଏହାର ସଚେତନତାକୁ ବ୍ୟାପକ କରାଯାଉଛି। କୋଭିଡ-୧୯ ମହାମାରୀ ଏହି ହାତ ଧୁଆର ଗୁରୁତ୍ୱକୁ ଆହୁରି ବଢାଇଛି। ତେବେ ଚଳିତ…
ଧୋନୀଙ୍କ ପାଇଁ ଏମିତି କିଛି କରି ଦେଖାଇଲେ ବଡ ପ୍ରଶଂସକ
ଚେନ୍ନାଇ,୧୫।୧୦:ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ(ସିଏସ୍କେ)କୁ ପାଓ୍ବାର ହାଉସ୍ କୁହାଯାଏ। ଏହି ଟୁର୍ନାମେଣ୍ଟରେ ଦଳ ତିନିଥର ଟାଇଟେଲ୍ ଜିତିଛି। ସିଏସ୍କେ ପ୍ରତ୍ୟେକଥର ପ୍ଲେ ଅଫରେ ପହଞ୍ଚି। କିନ୍ତୁ ଏଥର ଦଳ ସେତେଟା ଭଲ ପ୍ରଦର୍ଶନ କରିପାରି ନାହିଁ। ୮ଟି ମ୍ୟାଚ ଖେଳି ମାତ୍ର…
୫ ଆର୍ପିଏଫ୍ ଅଧିକାରୀଙ୍କୁ ପ୍ରଶଂସା
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍-୧୯ ଲକଡାଉନ୍ ବେଳେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥର ୫ ଆରପିଏଫ୍ ଅଧିକାରୀ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି। ସେମାନେ ହେଲେ ପୁରୀ ଆରପିଏଫ୍ ପୋଷ୍ଟ ଇନ୍ସିପେକ୍ଟର ଅନୀଲ କୁମାର ସିଂ, କଟକ ଆରପିଏଫ୍ ପୋଷ୍ଟ…
ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜଣେ ଅଟକ
କଟକ ଅଫିସ/ତିର୍ତ୍ତୋଲ (ଡି.ଏନ.ଏ),୧୫ା୧୦: ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେ ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀ ତଥା ସମ୍ପୃକ୍ତ ଚିକେନ୍ ସେଣ୍ଟରର ମାଲିକ ବୋଲି ଜଣାପଡ଼ିଛି। ତେବେ ମୁଖ୍ୟ ଅଭିଯୁକ୍ତ…
ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ୍ ହେଉଛନ୍ତି କଲାମ୍ଙ୍କର ୩ ପୁଅ…
ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍ କଲାମ୍ଙ୍କର ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। କଲାମ ଅବିବାହିତ ହୋଇ ମଧ୍ୟ ତାଙ୍କର ୩ ଜଣ ପୁଅ ଥିଲେ। ଏକ ସାକ୍ଷାତ୍କାରରେ କଲାମ୍ ଜଣେ ଗଣମାଧ୍ୟମ…
ପ୍ରକଳ୍ପ ପ୍ରଭାବିତ ୪ ମୌଜାବାସୀ ରଖିଲେ ମତ
ପୁରୀ ଅଫିସ,୧୫ା୧୦:ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିଲାଗି ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏଥିମଧ୍ୟରେ ଶ୍ରୀସେତୁ ଏକ ମେଗା ପ୍ରକଳ୍ପ। ରାଜ୍ୟର ଏହି ପ୍ରଥମ ଟ୍ରମ୍ପେଟ ସେତୁ ପୁରୀରେ ତିଆରି ହେବ। ଏହାର…
ପୂଜା ପାଇଁ ଚାନ୍ଦା ବନ୍ଦ, ବଣ୍ଟାଯିବ ମାସ୍କ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ):କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ଭକ୍ତଶୂନ୍ୟ ନିରାଡ଼ମ୍ବର ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥିତିରେ ଚଳିତବର୍ଷ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ କୋଭିଡ୍ କଟକଣା ଭିତରେ ନିଆରା ଢଙ୍ଗରେ ପୂଜା ସମ୍ପନ୍ନ କରିବାକୁ ନିଷ୍ପତ୍ତି…
ଶ୍ମଶାନ କର୍ମଚାରୀଙ୍କୁ ‘କରୋନା ଯୋଦ୍ଧା’ ସମ୍ମାନ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ):କରୋନା ମୃତକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ନିୟୋଜିତ ଥିବା ୨୦ଜଣ ଶ୍ମଶାନ କର୍ମଚାରୀଙ୍କୁ ବୁଧବାର ଜୟ ଓଡ଼ିଶା ପକ୍ଷରୁ ‘କରୋନା ଯୋଦ୍ଧା’ ଭାବେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଏମାନେ ୬ମାସ ଧରି କରୋନା ସଂକ୍ରମିତ ମୃତକଙ୍କ ସମେତ…
ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଦେଶ
ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍ କଲାମଙ୍କ ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ଏହି ଅବସରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି କଳାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କଲାମ୍ଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଦେଶ ତାଙ୍କର…
ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ରାୟଗଡା ଜିଲାର…
Archives


