Home Left

ଟିଆର୍‌ପି ଦୁର୍ନୀତି: ୧୨ ସପ୍ତାହ ପାଇଁ ରେଟିଙ୍ଗ୍ସ୍‌ ଜାରି ବନ୍ଦ କଲା ବାର୍କ

ନୂଆଦିଲ୍ଲୀ, ୧୫।୧୦: ଟିଆର୍‌ପି ଦୁର୍ନୀତି ନେଇ ଦେଶରେ ଛକାପଞ୍ଝା ଜାରି ରହିଛି। ଏପରିସ୍ଥଳେ ବ୍ରୋଡ୍‌କାଷ୍ଟ୍‌ ଅଡିଆନ୍ସ୍‌ ରିସର୍ଚ୍ଚ କାଉନସିଲ୍‌(ବାର୍କ) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୨ ସପ୍ତାହ ପାଇଁ ସାପ୍ତାହିକ ରେଟିଙ୍ଗ୍ସ୍‌କୁ ବନ୍ଦ କରିବା ଲାଗି ବାର୍କ ପକ୍ଷରୁ ସୂଚନା…

ଖାଦ୍ୟ ବିଷାକ୍ତରୁ ୩ ଭାଇଭଉଣୀଙ୍କ ଜୀବନ ଗଲା, ଦୁଇ ଗୁରୁତର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ ବିଷାକ୍ତରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଜଣେ ଭାଇ ରହିଛନ୍ତି। ଗୁରୁତର…

କରୋନାର ଦ୍ୱିତୀୟ ଟିକା ପ୍ରସ୍ତୁତ କରିଥିବା ଦାବି କଲା ରୁଷିଆ

ମସ୍କୋ,୧୫ ।୧୦: ଗୋଟିଏ ପଟେ କରୋନା ମହାମାରୀ ସହ ସାରା ବିଶ୍ୱ ଲଢି ଚାଲିଥିବା ବେଳେ ଅନ୍ୟପଟେ ଏବେ ରୁଷିଆ କରୋନାର ଦ୍ୱିତୀୟ ଟିକା ବିକଶିତ କରିଥିବା ଦାବି କରିଛି । ଏହି ଘୋଷଣା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର…

ବାଇଡେନ୍‌ଙ୍କ ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ କୋଟିଏରୁ ଅଧିକ ପ୍ରବାସୀଙ୍କୁ ମିଳିବ ନାଗରିକତ୍ୱ

ଓ୍ବାଶିଂଟନ, ୧୫।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କ ହାତେଇବା ପାଇଁ ଡେମୋକ୍ରାର୍ଟିକ୍‌ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ୍‌ ଲୋଭନୀୟ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ବାଇଡେନ୍‌ କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ…

ବଗଲା ଜମି ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ/ପୁରୀ ଅଫିସ,୧୫ା୧୦: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ବଗଲା ଧର୍ମଶାଳା ଜମିରେ ଜଗନ୍ନାଥଙ୍କ ସତ୍ତ୍ୱ ନେଇ ହାଇକୋର୍ଟ ଏହି ଜବାବ ମାଗିଛନ୍ତି। ଆସନ୍ତା ନଭେମ୍ବର ୨ରେ…

ବୃତ୍ତି ଚିହ୍ନେନା ଝିଅପୁଅ ଫରକ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ହାତରେ ଅଛି ତାଙ୍କର ନିଖୁଣ କାରିଗରିର ଯାଦୁ। ମୂର୍ତ୍ତିକୁ ଜୀବନ୍ତ ରୂପ ଦେବାର କଳା ତାଙ୍କୁ ବେଶ୍‌ ଭଲଭାବେ ଜଣା। ଝିଅ ହୋଇ ବି କିଛି ଅସାଧାରଣ କରିବାର ଜିଜ୍ଞାସା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। କଟକ କାଠଗଡ଼ାସାହିର…

ବଡ଼ ବିଦ୍ୟୁତ୍‌ ବିଭ୍ରାଟ୍‌ ‘ବ୍ଲାକ୍‌ ଆଉଟ୍‌’

ଭାରତ ଭଳି ବିଶାଳକାୟ ଦେଶରେ ବିଦ୍ୟୁତ୍‌ ଯୋଗାଣ କେତେ ଭରସାଯୋଗ୍ୟ ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଗତ ସୋମବାର ମୁମ୍ବାଇ ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ‘ବ୍ଲାକ୍‌ ଆଉଟ୍‌’ ଏହି ପ୍ରସଙ୍ଗ ବିଷୟରେ ଭାବିବାକୁ ବାଧ୍ୟ କରିଛି।…

ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମ ପାଣି ଘେରରେ

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଋଷୁକୁଲ୍ୟା ନଦୀରେ ବନ୍ୟା ଜଳ ପ୍ରଭାହିତ…

ପିଲିବନ୍ଧର ଗାର୍ଡଓ୍ବାଲ ଧସିଲା

ଛତ୍ରପୁର,୧୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ଥିବା ବ୍ରିଟିଶ ଅମଳର ପିଲିବନ୍ଧର ଗାର୍ଡୱାଲ ଗୁରୁବାର ଧସିଯାଇଛି। ବର୍ଷକ ତଳେ ନୂଆ କରି ଉକ୍ତ ଗାର୍ଡଓ୍ବାଲ ନିର୍ମାଣ କରାଯାଇଥିଲା ା ନିମ୍ନମାନର କାମ ଯୋଗୁ ନିର୍ମାଣର ବର୍ଷକ ପରେ ଉକ୍ତ ଗାର୍ଡଓ୍ବାଲ ଧସିଯାଇଛି…

ଚହଲଙ୍କ ପାଇଁ ପୁଣି ପଡିଆକୁ ଫେରିବେ ଯୁବରାଜ ସିଂ, ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ପାଇଁ ପ୍ରଥମେ ଏବି ଡି ଭିଲିୟର୍ସ ଧୂଅଁାଧାର ବ୍ୟାଟିଂ ଏବଂ ପରେ ବୋଲରଙ୍କ ଭଲ ବୋଲିଂ ବଳରେ…

ଲଦାଖରେ ୧୬ ହଜାର ଫୁଟ ଉଚ୍ଚରେ ପ୍ରବଳ ଥଣ୍ଡାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଛି !

ଲେହ, ୧୫।୧୦: ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉଚ୍ଚରେ ୫ ହଜାର ଚାଇନା ସୈନ୍ୟ ମୁତୟନ ହୋଇଛନ୍ତି। ତେବେ ପ୍ରବଳ ଥଣ୍ଡାଯୋଗୁ ଏଠାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ପୋଙ୍ଗାଙ୍ଗ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଚାଇନା…

କରୋନାରେ ଆଖିବୁଜିଲେ ପ୍ରଧାନଶିକ୍ଷକ; ଶୋକପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୫।୧୦(ଡି.ଏନ.ଏ.) ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ସରକାରୀ ହାଇସ୍କୁଲର ନବନିଯୁକ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri