ତିନି ନମ୍ବର ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ରେଣୁକା

ମୁମ୍ବାଇ: ବଲିଉଡ୍ ମୁଭି ‘ହମ୍ ଆପକେ ହୈ କୌନ’ରେ ସଲମାନ ଖାଁଙ୍କ ଭାଉଜ ଭୂମିକାରେ ନଜର ଆସିଥିବା ରେଣୁକା ସାହାଣେ ଦର୍ଶକଙ୍କ ନିକଟରେ ବେଶ୍ ପରିଚିତ । ୨୦୦୯ରେ ଏହି ଅଭିନେତ୍ରୀ ନିର୍ଦ୍ଦେଶନା ଦୁନିଆରେ ପାଦ ରଖିଥିଲେ । ଏବେ ସେ ନିର୍ଦ୍ଦେଶିକ ଭାବେ ତାଙ୍କର ତୃତୀୟ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା କଥା କହିଛନ୍ତି । ତେବେ ସେ ତୃତୀୟ ଫିଲ୍ମ ଭାବେ ଡାର୍କ କମେଡି ନିର୍ଦ୍ଦେଶନା ପାଇଁ ଯୋଜନା କରୁଥିବା ପ୍ରକାଶ କରିଛନ୍ତି । ସେ ତାଙ୍କ ମା’ଙ୍କ ଉପନ୍ୟାସ ‘ରିତା ୱେଲେଂଗକର’ ଉପରେ ଆଧାରିତ ‘ରି୍‌ତା’ରୁୁ ୨୦୦୯ମସିହାରେ ନିର୍ଦ୍ଦେଶନା ଦୁନିଆରେ ପାଦ ରଖିଥିଲେ । ନିର୍ଦ୍ଦେଶିକା ଭାବେ ଦ୍ୱିତୀୟ ଫିଲ୍ମ ତ୍ରିଭଙ୍ଗା: ତେଢି ମେଢି କ୍ରେଜି ପାଇଁ ସେ କାମ କରିଥିଲେ । ଯାହା ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଏବେ ସେ କହିଛନ୍ତି ନିର୍ଦ୍ଦେଶନା ଜାରି ରଖିବା ସହ ପଟ୍ଟକଥା ଉପରେ କାମ କରୁଛନ୍ତି । ମୋତେ କମେଡି ପସନ୍ଦ ଥିବାରୁ ମୋର ଆଗାମୀ ପ୍ରୋଜେକ୍ଟ ଡାର୍କ କମେଡି ହେବ ବୋଲି ରେଣୁକା କହିଛନ୍ତି । ପିଲାଦିନରୁ ମାତାପିତା ଅଲଗା ହୋଇ ଯାଇଥିବାରୁ ଏହାର ପ୍ରଭାବ ତାଙ୍କ ଉପରେ ଖୁବ୍ ପଡିଥିଲା ବୋଲି ନିକଟରେ ସେ ଏକ ସାକ୍ଷାତ୍‌କାରରେ ପ୍ରକାଶ କହିଥିଲେ । ଏବେ କିନ୍ତୁ ସେ ସଫଳ ବୋଲି ମନେ କରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାଘଣ୍ଟା କାନ୍ଦିଥିଲେ ସଲମାନ…

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪...

ଦିବ୍ୟାଙ୍ଗ ପାଦରେ ଆଙ୍କିଲେ ବିଗ୍‌ ବି ଅମିତାଭଙ୍କ ପେଣ୍ଟିଂ: କେବିସିର ସିଜିନ୍‌-୧୨ରେ ହେବେ ଅତିଥି

ମୁମ୍ବାଇ: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଦିବ୍ୟାଙ୍ଗ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପେଣ୍ଟିଂ ପାଦରେ ଆଙ୍କିଛନ୍ତି। ଖବର ବିଗ୍‌ ବିଙ୍କ ପାଖରେ ପହଞ୍ଚିବା ପରେ ସେ...

ଯେଉଁଠି ରହୁଥିଲେ ସଞ୍ଜୟ ଦତ୍ତ ସେଇଠି ରାତି କାଟିବେ ଆର୍ଯ୍ୟନ

ମୁମ୍ବାଇ: ବଢିଯାଇଛି ବଲିଉଡର କିଙ୍ଗ ଖାନ୍ ଆର୍ଯ୍ୟନଙ୍କ ସମସ୍ୟା । ବେଳକୁ ବେଳ ତାଙ୍କର ଅଡୁଆ ବଢିବାରେ ଲାଗିଛି । କ୍ରୁଜ ଶିପରେ ଡ୍ରଗ୍‌ସ ପାର୍ଟିରେ...

ଖୁବ୍‌ଶ୍ରୀଘ୍ର ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି...

ବୟଫ୍ରେଣ୍ଡଙ୍କ ଅଭିନୟ ଦେଖି ଏମିତି ରିଆକ୍ସନ ଦେଲେ ମଲାଇକା

ମୁମ୍ବାଇ: ବଲିଉଡ କୁଇନ୍ ମଲାଇକା ଆରୋରା ନିକଟରେ ମୁଭି ‘ଭୁତ ପୋଲିସ’ ଦେଖି ସୋସିଆଲ ମିଡିଆରେ ତାଙ୍କର ରିଆକ୍ସନ ଶେୟାର କରିଛନ୍ତି । ଫିଲ୍ମଟି ଦେଖିବା...

୩୩ ବର୍ଷ ବୟସରେ ଲତା ମଞ୍ଜେସକରଙ୍କୁ ଦିଆଯାଇଥିଲା ବିଷ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ...

କ୍ୟାଟ୍ରିନାଙ୍କ ୱିଣ୍ଟର ଲୁକ୍‌

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ୟାଟ୍ରିନା କୈଫ । ସୁନ୍ଦର ଓ ଷ୍ଟାଇଲିସ ଅନ୍ଦାଜରେ କ୍ୟାଟ୍ରିନାଙ୍କୁ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ...

ପୁଣି ଚର୍ଚ୍ଚାରେ କିଆରାଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନିଙ୍କ ଯୋଡିକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରିଛି । ବଲିଉଡ ଗପସପ ଗଳିର ଏହି...

Advertisement
Archives

Model This Week