Posted inଜାତୀୟ

ହେଲିକପ୍ଟରେ ବସି ଚେନ୍ନାଇ ଟେଷ୍ଟ ମ୍ୟାଚ୍‌ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି

ଚେନ୍ନାଇ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଚେନ୍ନାଇ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ ପାଖ ଦେଇ ଯିବାବେଳେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ନଜାରା ଦେଖାଯାଉଥିଲା। ପ୍ରଧାନମନ୍ତ୍ରୀ ଚେନ୍ନାଇରେ ପହଞ୍ଚିବା ପରେ ହେଲିକପ୍ଟରେ ବସିଥିବାବେଳେ ଷ୍ଟାଡିୟମର ଦୃଶ୍ୟ ନିଜ ଟୁଇଟରରେ ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ ଲେଖିଛନ୍ତି, ଆକାଶରୁ ଏହି ରୋମାଞ୍ଚକ ମୁକାବିଲାର ଦୃଶ୍ୟ ଦେଖିଲି। ସୂଚନାଯୋଗ୍ୟ, ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚାଲିଛି। ଏହି ମ୍ୟାଚ୍‌ରେ ଭାରତର ସ୍ଥିତି ମଜଭୁତ ରହିଛି। ଭାରତ ଏହି ଟେଷ୍ଟରେ ୨୪୯ ରନ୍‌ରେ ଆଗୁଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ ମିର୍ଜା

ଲକ୍ଷ୍ନୌ,୨୩।୧୨: ଯଦି କିଛି କରିବାକୁ ମନରେ ଆଗ୍ରହ ଅଛି, ତେବେ ଦୁନିଆରେ କିଛି ଅସମ୍ଭବ ନୁହେଁ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲାର ଏକ ଛୋଟ ଗାଁର ବାସିନ୍ଦା...

କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦେଶର ଆର୍ଥିକ ସ୍ଥିତି...

ନାଗାଲାଣ୍ଡ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିବେ ନଡ୍ଡା

ନୂଆଦିଲ୍ଲୀ,୧୪।୨: ଆସନ୍ତା ଫେବୃୟାରୀ ୨୭ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସବୁ ଦଳଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ...

ଶାହାଙ୍କୁ ଘେରିଲେ ବିରୋଧୀ: ପ୍ରସାରଣ ବନ୍ଦ କଲା ଆର୍‌ଏସ ଟିଭି

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ରାଜ୍ୟ ସଭାରେ ନାଗରିକତ୍ୱ (ସଂଶୋଧନ) ବିଲ୍‌ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିବାରୁ ଗୃହର ଅଧ୍ୟକ୍ଷ ଏମ୍‌....

ଆଦିବାସୀଙ୍କ ପାଇଁ ଦ୍ରୌପଦୀ କ’ଣ କରିଛନ୍ତି

ନୂଆଦିଲ୍ଲୀ,୨୪ା୬:ଆଦିବାସୀଙ୍କ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ତୁଳନାରେ ମୋ ଅବଦାନ ଅଧିକ। କେନ୍ଦ୍ରମନ୍ତ୍ରୀ ଥିବାବେଳେ ମୁଁ ଆଦିବାସୀଙ୍କ ମଙ୍ଗଳ ପାଇଁ...

ଶାହରୁଖ ଖାନ୍‌ଙ୍କ ପୁଅ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା

ମୁମ୍ବାଇ,୧୯।୧୦: କ୍ରୁଜ ଡ୍ରଗ୍ସ ପାର୍ଟିରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ଆର୍ଯ୍ୟନଙ୍କ ମୌଳିକ ଅଧିକାରର ସୁରକ୍ଷା ଦାବିରେ ଶିବସେନା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ...

ଫଡ଼ନାଭିସ ଜଣେ ବେକାର ମନ୍ତ୍ରୀ: ଉଦ୍ଧବ…

ମୁମ୍ବାଇ,୪।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ କହିଛନ୍ତି ଫଡ଼ନାଭିସ ରାଜ୍ୟର ଜଣେ...

ମିଛ ଗଣବଳାତ୍କାର ମାମଲାରେ ମହିଳାଙ୍କୁ ୧୦ ବର୍ଷ ଜେଲ୍‌

ଭୋପାଳ,୨୮।୧୦: ୪ ଜଣ ପଡୋଶୀଙ୍କ ବିରୋଧରେ ମିଥ୍ୟା ଗଣବଳାତ୍କାର ମାମଲା ଆଣିଥିଲେ। ଏହାକୁ ପ୍ରମାଣିତ କରିବା ପାଇଁ ଜାଲ୍‌ ତଥ୍ୟ ପ୍ରସ୍ତୁତ କରିଥିବା ମଧ୍ୟପ୍ରଦେଶର ଜଣେ...

Advertisement
Archives

Model This Week