Posted inଖେଳ

ମାତ୍ର ୧ ଟଙ୍କା ଦେଇ ପେଟ ପୂରା ଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୨: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟ କରୁଛନ୍ତି। ନିକଟରେ ସେ ନିଜ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ଜନ ରସୋଇ କ୍ୟାଣ୍ଟିନ୍‌ ଆରମ୍ଭ କରିଛନ୍ତି। ଏଠାରେ ମାତ୍ର ଏକ ଟଙ୍କା ଦେଇ ପେଟ ପୂରା ଖାଦ୍ୟ ମିଳୁଛି। ଏହି କ୍ୟାଣ୍ଟିନ୍‌ଟି ଗରିବ ଲୋକଙ୍କ ପାଇଁ ଖୋଲିଛି। ନିକଟରେ ଏହି କ୍ୟାଣ୍ଟିନକୁ ବୁଲିବାକୁ ଆସିଥିଲେ ଭାରତୀୟ କ୍ରିକେଟର୍‌ ପରବିନ୍ଦା ଆଓ୍ବାନା। ଦିଲ୍ଲୀର ନ୍ୟୁ ଅଶୋକ ନଗରରେ ଖୋଲିଥିବା ଏହି କ୍ୟାଣ୍ଟିରେ ସେ ପେଟ ପୂରା ଖାଦ୍ୟ ଖାଇଥିଲେ। ପରେ ସେ ଟୁଇଟର୍‌ରେ ଏହାର ଫଟୋ ମଧ୍ୟ ଶେୟାର କରିଥିଲେ। ଲୋକଙ୍କ ପାଇଁ ଏଭଳି କାର୍ଯ୍ୟକୁ ସେ କରୁତତ୍ବାରୁ ସେ ଗମ୍ଭୀରଙ୍କ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ. ପରବିନ୍ଦର ଭାରତ ପାଇଁ ୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୧୨ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓରେ ଦିନିକିଆ ଜିମ୍ନାଷ୍ଟିକ୍‌ ମିଟ୍‌

ଟୋକିଓ: ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ ଜାପାନରେ ରବିବାର ଏକ ପ୍ରଦର୍ଶନୀ ଜିମ୍ନାଷ୍ଟିକ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୁଷିଆ, ଚାଇନା ଓ ଯୁକ୍ତରାଷ୍ଟ୍ର...

ପିଙ୍କ୍‌ ବଲ ଟେଷ୍ଟରେ ଯୋଗ ଦେବେ ଶତ ପ୍ରତିଶତ ଦର୍ଶକ

ବେଙ୍ଗାଲୁରୁ,୧୧।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ୍‌ ବଲ ଭିତ୍ତିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍‌...

ଉର୍ବଶୀଙ୍କୁ ହ୍ବାଟସଆପ୍‌ରେ ବ୍ଲକ କଲେ ପନ୍ତ

ନୂଆଦିଲ୍ଲୀ,୧୧।୧- ଭାରତୀୟ କ୍ରିକେଟ ଦଳର ସଦସ୍ୟ ରିଷଭ ପନ୍ତ ଚଳିତବର୍ଷ ନିଜ ଗର୍ଲଫ୍ରେଣ୍ଡର ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏହା ତାଙ୍କ ରିଲେଶନଶିପକୁ ନେଇ ଚାଲିଥିବା...

କେବଳ ଟେଷ୍ଟ ଦଳର୍‌ ଦାୟିତ୍ୱ ନେବି

ଲଣ୍ଡନ,୩୧।୧୨: ପୂର୍ବତନ ଭାରତ ଓ ଦକ୍ଷିଣ ଆଫ୍ରିକା କୋଚ୍‌ ଗାରି କର୍ଷ୍ଟନ ଇଂଲଣ୍ଡ ଟେଷ୍ଟ ଦଳର କୋଚିଂ ଭାର ସମ୍ଭାଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଟେଷ୍ଟ...

ଏହି ଭାରତୀୟ ଖେଳାଳିଙ୍କୁ ମିଳିଲା ସର୍ବାଧିକ ମୂଲ୍ୟ; ପ୍ରଥମ ପର୍ଯ୍ୟାୟରେ ଅନସୋଲ୍ଡ ରହିଲେ ଭଜି, କେଦାର

ଚେନ୍ନାଇ, ୧୮।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଅନୁଷ୍ଠିତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ କ୍ରିଷ୍ଣପ୍ପା ଗୋଥାମଙ୍କୁ ମିଳିଛି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ମୂଲ୍ୟ।...

ସଲମାନ କହିଲେ, କ୍ରିକେଟ ପଡିଆରେ ଏହି ଖେଳାଳି ହେଉଛନ୍ତି ଅସଲ ଦବଙ୍ଗ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଏବେ ନିଜ ଆଗାମୀ ଫିଲ୍ମ ଦବଙ୍ଗ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌...

ଆର୍‌ସିବିର ବ୍ୟାଟିଂ ବିପର୍ଯ୍ୟୟ, ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୬୯…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ...

୨୧ ବର୍ଷରୁ କମ୍‌ ଫୁଟ୍‌ବଲ: ସ୍ପେନ୍‌ ୫ମ ଥର ୟୁରୋପ ଚାମ୍ପିୟନ

ଉଡିନେ (ଇଟାଲି), ୧ା୭ (ଏଏଫ୍‌ପି)- ଗତଥରର ଚାମ୍ପିୟନ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରି ସ୍ପେନ୍‌ ୨୧ ବର୍ଷରୁ କମ୍‌ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଟାଇଟଲ...

Advertisement
Archives

Model This Week