Posted inଫୁରସତ

ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ ଦମ୍ପତି, ଓ୍ବେଟରଙ୍କୁ ଦେଲେ ଦେଢ଼ ଲକ୍ଷ ଟଙ୍କାର ଟିପ; କାରଣ ଜାଣିଲେ…

ଚିକାଗୋସ୍ଥିତ ଲକି କ୍ଲବ୍‌ ରେଷ୍ଟୁରାଣ୍ଟରେ ଏକ ଦମ୍ପତି ଓ୍ବେଟରଙ୍କୁ ୨ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଦେଢ଼ ଲକ୍ଷ ଟଙ୍କାର ଟିପ୍‌ ଦେଇଛନ୍ତି। ଏହି କଥା ରେଷ୍ଟୁରାଣ୍ଟର ଫେସ୍‌ବୁକ୍‌ ପେଜରୁ ଜଣାପଡ଼ିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ଏହି ଦମ୍ପତି ୨୦ ବର୍ଷ ପୂର୍ବେ ପ୍ରଥମଥର ଏହି ରେଷ୍ଟୁରାଣ୍ଟକୁ ଆସିଥିଲେ। ଓ୍ବେଟର ଜଣଙ୍କ ତାଙ୍କର ଖାଇବା କଥା ବୁଝୁଥିଲେ। ସେହିଦିନଠାରୁ ପ୍ରତିବର୍ଷ ଏହି ଦମ୍ପତି ରେଷ୍ଟୁରାଣ୍ଟକୁ ଆସିଥାନ୍ତି ଆଉ ତାଙ୍କର ଭଲମନ୍ଦ ଖାଇବା କଥା ପଚାରି ବୁଝିଥାନ୍ତି ଓ୍ବେଟର ଜଣକ। ୨୦ ବର୍ଷ ପୂର୍ବେ ୧୨ ଫେବୃୟାରୀରେ ଦମ୍ପତି ପ୍ରଥମଥର ପାଇଁ ରେଷ୍ଟୁରାଣ୍ଟକୁ ଆସିଥିଲେ। ସେ ପ୍ରତିବର୍ଷ ସକାଳ ୭.୩୦ରୁ ବୁଥ୍‌ ୪୬କୁ ଆସିଥାନ୍ତି। ତାଙ୍କର ଏହି ସିଟ୍‌ ରିଜର୍ଭ ହୋଇ ରହିଥାଏ। ତାଙ୍କ ଜୀବନରେ ଏହି ତାରିଖ ସ୍ବତନ୍ତ୍ର ଅଟେ। ଯାହାକୁ ଆମେ ସେଲିବ୍ରେଟ୍‌ କରୁଛୁ। ଏହି ଦମ୍ପତିଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ରେଷ୍ଟୁରାଣ୍ଟ ବିଲ୍‌ ଉପରେ ଏମିତି ପ୍ରେମଭରା ଶବ୍ଦ ଲେଖାଯାଇଛି। ଯାହାକୁ ରେଷ୍ଟୁରାଣ୍ଟ ଫେସ୍‌ବୁକ ପେଜ୍‌ରେ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକତା ହିଁ ସର୍ବଶ୍ରେଷ୍ଠ ଶକ୍ତି

ମଣିଷ ଏକାଠି ରହିଲେ ବିଭିନ୍ନ ସମସ୍ୟାର ସହଜରେ ସମାଧାନ ହୋଇପାରିଥାଏ। ତେଣୁ କୁହାଯାଏ ଏକତା ହିଁ ସର୍ବଶ୍ରେଷ୍ଠ ଶକ୍ତି। ଏକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ...

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦...

ବ୍ୟାଙ୍କ ଆଗରେ ଜୋତା-ଚପଲ-ଛତା ଲାଇନ୍‌: ଟୋକନ‌ ହେଉଛି ବ୍ଲାକ୍‌

ଭଣ୍ଡରା, ୨୬।୮: ଫିଲ୍ମ ହଲ୍‌ରେ ଟିକେଟ୍‌ ବ୍ଲାକ୍‌ ହେବା ଦେଖାଯାଇଥାଏ। ତେବେ ବ୍ୟାଙ୍କରେ ସଞ୍ଚୟ ଟଙ୍କା ଉଠାଇବା ଲାଗି ଆସିଥିବା ଲୋକଙ୍କୁ ବ୍ଲାକ୍‌ରେ ଟୋକନ ବିକ୍ରି...

ମିଳିବ ପ୍ରାଣୀ-ପାଳନ ଛୁଟି

ଘରେ ଯଦି କେହି ପ୍ରାଣୀ ଅର୍ଥାତ ଗୃହପାଳିତ ପଶୁ ପାଳନ କରୁଛନ୍ତି ତା’ହେଲେ ସେମାନଙ୍କୁ ପ୍ରାଣୀ-ପାଳନ ଛୁଟି ମିଳିବ। ଅବଶ୍ୟ ଏଭଳି ଏକ ଛୁଟି ବିଷୟ...

୯ ମାସ ଗର୍ଭବତୀ ରହି ପ୍ଲାଷ୍ଟିକ ଶିଶୁକୁ ଜନ୍ମ ଦେଉଛନ୍ତି ଏହି ମହିଳା ! ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ମା’ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ଖାସ୍‌। ଯେତେବେଳେ ସେ ନିଜ ଶିଶୁକୁ ୯ ମାସ ପର୍ଯ୍ୟନ୍ତ ଗର୍ଭରେ ରଖିଥାନ୍ତି, ସେହି ସମୟରେ...

ସେଲସ୍‌ ଟାର୍ଗେଟ୍‌ ପୂରଣ ନ କରି ପାରିବାରୁ ନିଜକୁ ଦଣ୍ଡିତ କରି ଆଣ୍ଠେଇଲେ ଅଧିକାରୀ

ବେଜିଂ,୨୨।୧: ଏବେ ଚାଇନାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ କିଛି ଲୋକ ଆଣ୍ଠେଇ ଥିବାର ଦେଖିବାକୁ ମିଳୁଛି। ପ୍ରକୃତରେ...

ସାମ୍ନାସାମ୍ନି ବସିଥିଲେ ୩ ଅହିରାଜ, ପରେ ଘଟିଲା…

ସୋସିଆଲ ମିଡିଆରେ ଆପଣ ବିଭିନ୍ନ ପ୍ରକାର ଭିଡିଓ ଦେଖିଥିବେ। ସେଥିରୁ କିଛି ଭିଡିଓ ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଆଉ କିଛି ଭୟଙ୍କର ହୋଇଥାଏ। ଏବେ...

ବାଘୁଣୀ ମା’-ଝିଅର ଘମାଘଟ ଲଢ଼େଇ, ଗର୍ଜନରେ ପର୍ଯ୍ୟଟକ ଭୟଭୀତ

ଜୟପୁର,୧୭ା୧୦: ରାଜସ୍ଥାନର ଯୋଧପୁରସ୍ଥିତ ରଣଥମ୍ବର ନ୍ୟାଶନାଲ ପାର୍କରେ ଆଜିକାଲି ଜୀବଜନ୍ତୁଙ୍କ ମଧ୍ୟରେ ଅଧିକାଂଶ ସମୟ ସଂଘର୍ଷ ଲାଗି ରହୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପାର୍କରେ...

Advertisement
Archives

Model This Week