ଗାର୍ଡେନିଂ କରୁଥିଲେ…

ଗାର୍ଡେନିଂ କରିବା ପାଇଁ
ଅଧିକାଂଶ ମହିଳାଙ୍କୁ ଭଲ ଲାଗିଥାଏ। ସେଥିପାଇଁ କିଏ କିଚେନ୍‌ ଗାର୍ଡେନ କରନ୍ତି ତ କିଏ ବିଭିନ୍ନ ପ୍ରକାରର ଫୁଲ ଗଛ ସବୁ ଲଗାଇଥାନ୍ତି। ତେବେ ବାଡିବଗିଚା କିମ୍ବା କୁଣ୍ଡରେ ଗଛ ଲଗାଇଥିଲେ ସେସବୁର କିଭଳି ଯତ୍ନ ନେବେ ସେନେଇ ଜାଣି ରଖନ୍ତୁ…

ଘରେ ଯେକୌଣସି ଗଛ ଲଗାନ୍ତୁ ସେଥିରେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରନ୍ତୁ।
ଘରେ ତିଆରି ହୋଇ ସାରିବା ପରେ ଫିଙ୍ଗା ହେଉଥିବା ଚା’ ପତି ଏକ ଭଲ ଜୈବିକ ସାରଭାବେ କାମ ଦେଇଥାଏ। ତେଣୁ ଚା’ ସରିବା ପରେ ଚା’ପତିକୁ ଶୁଖାଇ ତାକୁ ଗଛ ମୂଳରେ ଦିଅନ୍ତୁ।
ବିଭିନ୍ନ ପ୍ରକାରର ପରିବା ଚୋପାକୁ ମଧ୍ୟ ସାର ତିଆରି କରି ଗଛ ମୂଳରେ ଦେଇପାରିବେ।
ପିଆଜ ଚୋପାକୁ ଆପଣ କୀଟନାଶକଭାବେ ବ୍ୟବହାର କରିପାରିବେ। ଏଥିପାଇଁ ଏକ ବୋତଲରେ ପାଣି ସହିତ ପିଆଜ ଚୋପାକୁ ପକାଇ ତିନି ଦିନ ରଖି ଦିଅନ୍ତୁ। ଏହାପରେ ଏହି ପାଣିକୁ ବାହାର କରି ଗଛରେ ସ୍ପ୍ରେ କରନ୍ତୁ। ଗଛରେ ପୋକ ଲାଗିବେ ନାହିଁ।
ଗଛର ବୃଦ୍ଧି ଅନୁସାରେ ସେସବୁକୁ ଉପଯୁକ୍ତ ସ୍ଥାନରେ ଲଗାନ୍ତୁ। ଯଦି ବଡ ଗଛକୁ ଛୋଟ କୁଣ୍ଡରେ ଲଗାଇବେ ତେବେ ତାହା ଠିକ୍‌ ଭାବେ ବଢି ପାରିବ ନାହିଁ। ତେଣୁ ଗଛକୁ ଏକ ସ୍ପେଶ୍‌ ଦିଅନ୍ତୁ।
ବେଳେବେଳେ ଭିଟାମିନ୍‌ କିମ୍ବା କ୍ୟାଲସିୟମ୍‌ ଭଳି ଔଷଧ ଅଧିକ ଦିନ ରହିବା ଫଳରେ ତାହା ଏକ୍ସପାୟାର ହୋଇଯାଏ। ଏହି ସବୁ ଔଷଧକୁ ଡଷ୍ଟବିନରେ ଫିଙ୍ଗନ୍ତୁ ନାହିଁ, ବରଂ ଏହାକୁ ସିଧାସଳଖ ଗଛ ଲଗାଇଥିବା କୁଣ୍ଡରେ ପକାଇ ଦିଅନ୍ତୁ। ଏହା ଫଳରେ ଗଛର ଭଲ ଗ୍ରୋଥ ହେବା ସହିତ ଗଛରେ ପୋକ ଲାଗିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri