ଝଲସୁଛି ରାମନଗରୀ ଅଯୋଧ୍ୟା, ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ
ଲକ୍ଷ୍ନୌ,୧୪ା୧୧: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି। ଆଜି ରାମନଗରୀର ସୌନ୍ଦର୍ଯ୍ୟ ଢେର୍ ଅଧିକ ବଢ଼ିଯାଇଛି। ଅଯୋଧ୍ୟାରେ ଶୁକ୍ରବାର ଦୀପତ୍ସୋବ ପାଳନ କରାଯାଇଥିଲା। ଏଠାରେ ପ୍ରାୟ ୬,୦୬,୫୬୯ ଦୀପ ଜଳାଯାଇଥିଲା। ଏହା ଗିନିଜ୍ ଓ୍ବାଲର୍ଡ ରେକର୍ଡ କରିଛି। ରାମଙ୍କ ନଗରୀରେ ରାମଙ୍କ…
ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଲା ପାକିସ୍ତାନ
ଇସଲାମାବାଦ୍,୧୪।୧୧: ଭାରତ ବିରୋଧରେ ପାକିସ୍ତାନ ମିଥ୍ୟା ଅଭିଯୋଗ ଆଣିଛି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମେହମ୍ମୁଦ କ୍ୱୁରେଶି ଶନିବାର ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଚାଇନା ସହାୟତାରେ ଆରମ୍ଭ ହୋଇଥିବା ଡ୍ରିମ୍ ପ୍ରୋଜେକ୍ଟ ଚାଇନା-ପାକିସ୍ତାନ ଇକୋନୋମିକ୍ କୋରିଡୋରକୁ ନଷ୍ଟ…
ଗୁଜରାଟରେ ହୁ ହୁ ହୋଇ ଜଳୁଛି ପ୍ଲାଷ୍ଟିକ କାରଖାନା: ଦେଖନ୍ତୁ ଭିଡିଓ
ଗୁଜରାଟ,୧୪।୧୧-ଗୁଜରାଟର ଭାଲସାଡରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି। ତେବେ କାରଖାନାରେ କିପରି ଅଗ୍ନିକାଣ୍ଡର ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଖବରପାଇ…
ସବୁ ଚାଷୀଙ୍କୁ ମିଳିବ ପରିଚୟପତ୍ର
ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ସମସ୍ତ ଚାଷୀଙ୍କୁ କୃଷକ ପରିଚୟପତ୍ର ଦିଆଯିବ। ଏଥିପାଇଁ କୃଷକ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀଙ୍କୁ ନେଇ କୃଷକ ଡାଟାବେସ୍ ଆରମ୍ଭ କରାଯାଇଛି। ଏହି ଡାଟାବେସ୍ର ଯାଞ୍ଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇ କୃଷକମାନଙ୍କୁ…
ଆଇପିଏଲ୍-୨୦୨୧ରେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ପଦ ଛାଡ଼ିବେ ଧୋନୀ !
ନୂଆଦିଲ୍ଲୀ,୧୪।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ କେବଳ ଆଇପିଏଲ୍ ସହ ଜଡ଼ିତ ରହିବେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଚଳିତ ବର୍ଷର ଆଇପିଏଲ୍ ଧୋନୀଙ୍କ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ…
ଯଃ କାଳୀ ସଃ କୃଷ୍ଣ
ମା’ ଆଦ୍ୟାଶକ୍ତି ସୃଷ୍ଟି କାରିଣୀ। ଯୁଗେ ଯୁଗେ ମା’ଙ୍କର ରୂପ ପରିବର୍ତ୍ତନ ହୋଇ ଭକ୍ତ ଉଦ୍ଧାରଣ ନିମିତ୍ତ ଆବିର୍ଭୂତ ହୋଇଥାନ୍ତି। ସେ ଲୀଲାମୟୀ। ସେ ପ୍ରେମମୟୀ, କୋପମୟୀ। ଶ୍ରଦ୍ଧା, ସହାନୁଭୂତି, ମମତାମୟୀ, ଶକ୍ତି ପ୍ରଦାୟିନୀ ମା’। ମା’ର ଅନେକ କଥା…
ଚାଷ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ ଭାଇରାଲ
ବିଦିଶା,୧୪।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବିଦିଶାରେ ଥିବା ତାଙ୍କ ଜମିରେ ଚାଷ କରିଛନ୍ତି। ଟ୍ରାକ୍ଟରରେ ମୁଖ୍ୟମନ୍ତ୍ରୀ ଜମିରେ ଚାଷ କରୁଥିବାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜ୍ୟବାସୀଙ୍କୁ ଦୀପାବଳିର ଅଭିନନ୍ଦନ…
ଦୀପାବଳି
ଦୀପାବଳି ଦିନ ବିକ୍ରମାଦିତ୍ୟ ସିଂହାସନାରୂଢ ହୋଇଥିଲେ ଗୁପ୍ତବଂଶ ରାଜାଙ୍କର ‘ଗୁପ୍ତାବ୍ଦ’ଏହି ଦିନଠାରୁ ପ୍ରବର୍ତ୍ତନ ହୋଇଥିଲା । ମହର୍ଷି ବାତ୍ସାୟନଙ୍କ କାମସୂତ୍ରର ୪ର୍ଥ ଅଧ୍ୟାୟର ବର୍ଣ୍ଣନା କରିଥିବା ପାଞ୍ଚଟି ଜନପ୍ରିୟ ସାମାଜିକ ଉତ୍ସବ ମଧ୍ୟରୁ ଦିବାଲି ଅନ୍ୟତମ, ଯାହା କାର୍ତ୍ତିକ ଅମାବାସ୍ୟାରେ ପାଳିତ…
ତମନ୍ନାଙ୍କ ଗ୍ଲାମରସ ଫଟୋଶୁଟ୍
ମୁମ୍ବାଇ: ଦକ୍ଷିଣ ଭାରତୀୟ ତଥା ବଲିଉଡ୍ ଫିଲ୍ମର ନାୟିକା ତମନ୍ନା ଭାଟିଆ ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ତାଙ୍କ ମାତାପିତା ବି କରୋନାରେ ସଂକ୍ରମିତ ହୋଇଥିବା ସେ ସୂଚନା ଦେଇଥିଲେ । ହେଲେ ଏବେ ସେ କରୋନା ମୁକ୍ତ…
ଅନୁମତି ପରେ ଶ୍ରୀସେତୁ କାମ
ପୁରୀ ଅଫିସ,୧୪ ।୧୧: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି କେତେକ ପ୍ରକଳ୍ପ କାମ ଚାଲିଥିବାବେଳେ ଆଗକୁ ଆହୁରି ଏକାଧିକ ପ୍ରକଳ୍ପ କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ମଧ୍ୟରୁ ଶ୍ରୀସେତୁ ଅନ୍ୟତମ।…
ରାଜଧାନୀ ଜଗିବେ ୧୭ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ଆଜି ଦୀପାବଳି। ହେଲେ ମହାମାରୀ କରୋନା ପାଇଁ ଏଥର ଏହି ଆଲୋକର ପର୍ବ ଫିକା ପଡ଼ିବାକୁ ଯାଉଛି। ବାଣ ଫୁଟାଇ ଧୁମ୍ଧାମ୍ରେ ଦୀପାବଳି ପାଳନ ଉପରେ ରୋକ ଲଗାଯାଇଛି। କେବଳ ଦୀପ ଜାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା…
ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା
ଭୁବନେଶ୍ୱର,(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.)୧୪ ।୧୧କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍ଆର୍ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର ତତ୍କାଳୀନ…
Archives


