Home Left

ଦଳରେ କରାଯାଇଥିଲା ଅଣଦେଖା: ଗୋଟିଏ ଓଭରରେ ୨ ଆଇପିଏଲ୍‌ ଅଧିନାୟକଙ୍କ ଉଇକେଟ ନେଇ ଚର୍ଚ୍ଚାରେ ହେଜଲଉଡ୍‌

ସିଡନୀ,୨୭।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଏକଦିବସୀୟ ସିିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ଏଥିରେ କଙ୍ଗାରୁ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରି ଭାରତ ସମ୍ମୁଖରେ ୩୭୫ ରନ୍‌ର ବିଶାଳ ସ୍କୋର ରଖିଛି। ଏହାର ଜବାବ ଦେବାକୁ ଯାଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ…

କୋହଲି-ରୋହିତଙ୍କ ମଧ୍ୟରେ ଯାହା ଚାଲିଛି ତାହା ଦୁଃଖଦ: ନେହେରା

ନୂଆଦିଲ୍ଲୀ,୨୭।୧୧: ଗୋଟିଏ ପଟେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ କ୍ରିକେଟ ସିରିଜ୍‌ ଆରମ୍ଭ ହୋଇଥିବା ବେଳେ ଅନ୍ୟପକ୍ଷେ ରୋହିତ ଶର୍ମାଙ୍କୁ ନେଇ ବୟାନବାଜି ଜାରି ରହିଛି। ଅଷ୍ଟ୍ରେଲିଆ ପାଇଁ ଚୟନ କରାଯାଇଥିବା ଖେଳାଳି ତାଲିକାରେ ରୋହିତଙ୍କ ନାମ ନ ଥିବାରୁ ପ୍ରଶଂସକଙ୍କୁ ଝଟକା…

ପ୍ରେମିକାଙ୍କ ହାତ ଧରିବେ ବଲିଉଡ୍‌ର ଏହି ଗାୟକ, ୧୦ ବର୍ଷ ଧରି କରୁଥିଲେ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନା ଅନୁଯାୟୀ, ଉଭୟ ମନ୍ଦିରରେ ବିବାହ କରିବେ। ଏକ ସାକ୍ଷାତକାରରେ ଆଦିତ୍ୟ…

ଶେଷରେ କୃଷକଙ୍କ ଜିଦ୍ ସାମ୍ନାରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୭ ।୧୧: କୃଷି ଆଇନ୍ ବିରୋଧରେ ପଞ୍ଜାବରୁ ମାର୍ଚ୍ଚ ବାହାର କରିଥିବା କୃଷକଙ୍କୁ ଦିଲ୍ଲୀ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଶୁକ୍ରବାର ପୋଲିସ ଓ କୃଷକ ମଧ୍ୟରେ ଉପୁଜିଥିବା ଟଣାଭିଡା ମଧ୍ୟରେ ଦିଲ୍ଲୀର ବୁରାଡିରେ ଥିବା ନିରଙ୍କାରୀ ଗ୍ରାଉଣ୍ଡରେ…

ମମତା ସରକାରଙ୍କୁ ବଡ଼ ଝଟ୍‌କା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ସରଗରମ ହୋଇଛି। ଶୁକ୍ରବାର ମମତା ବାନାର୍ଜୀଙ୍କ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିଏମ୍‌ସି ଦଳର ନେତା ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରୀ ପଦରୁ…

ଗାଙ୍ଗୁଲିଙ୍କ ନଜରରେ ଏହି ଦୁଇ ଖେଳାଳି ଭାରତର ଶ୍ରେଷ୍ଠ ଉଇକେଟକିପର: ପ୍ରଶଂସାରେ କହିଲେ ଏଭଳି

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଗଷ୍ଟରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହାପରେ ଭାରତୀୟ ଦଳରେ ଉଇକେଟ୍‌କିପର କିଏ ହେବ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏଥିପାଇଁ ପ୍ରଥମ ପସନ୍ଦ ଋଷଭ…

ଶିଶୁକନ୍ୟାକୁ ବଳାତ୍କାର: ନାବାଳକଙ୍କୁ ମିଳିଲା ଏମିତି ଦଣ୍ଡ, ଯାହା ସମସ୍ତଙ୍କୁ କଲା ଚକିତ

ଜାକର୍ତ୍ତା,୨୭ା୧୧: ଇଣ୍ଡୋନେସିଆର ୧୯ ବର୍ଷୀୟ ନାବାଳକ ଜଣେ ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଏମିତି ଦଣ୍ଡ ପାଇଲେ ଯେଉଁଥିରେ ସେ ଚେତାଶୂନ୍ୟ ହୋଇଗଲେ। ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେ ସୁସ୍ଥ ହେବା ପରେ ତାଙ୍କୁ ପୁଣି ଦଣ୍ଡ ଦିଆଯାଇଥିଲା। ନାବାଳକ…

ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ତେବେ ମ୍ୟାଚ୍‌ ଚାଲିଥିବା ବେଳେ ଅଷ୍ଟ୍ରେଲିୟାର ୨…

ପ୍ରତ୍ୟେହ ଟ୍ରେନିଂ ପାଇଁ ଯିବାକୁ ପଡ଼ୁଥିଲା ୮୦ କିମି: ଗୋଟିଏ ମ୍ୟାଚ୍‌ ବଦଳାଇ ଦେଇଥିଲା ଏହି ମହିଳା କ୍ରିକେଟରଙ୍କ ଜୀବନ

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଷ୍ଟାର ବୋଲର୍‌ ହେଉଛନ୍ତି ଝୁଲନ ଗୋସ୍ବାମୀ। ସେ ମହିଳା ଏକଦିବସୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି। ୧୮୫ ମ୍ୟାଚ୍‌ରେ ୨୨୫ଟି ଉଇକେଟ ନେଇଛନ୍ତି ସେ। ଏହାଛଡ଼ା ଟି୨୦ ମ୍ୟାଚ୍‌ରେ ସେ ୫୬ଟି ଉଇକେଟ…

ଏହି କାରଣ ପାଇଁ ବଦଳିଗଲା ନର୍ସଙ୍କ ସୁନ୍ଦର ଚେହେରା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମଗ୍ର ବିଶ୍ୱରେ ୧୦ ମାସରୁ ଊର୍ଦ୍ଧ୍ୱ ହେବ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଡାକ୍ତର ଏବଂ ନର୍ସମାନେ ଦିନରାତି ଏକକରି ରୋଗୀଙ୍କୁ ସେବା ଯୋଗାଉଛନ୍ତି। ତେବେ ଡାକ୍ତର ଏବଂ ନର୍ସମାନେ ନିଜର ସୁରକ୍ଷା ପାଇଁ ଡାକ୍ତରଖାନାରେ ଘଣ୍ଟା ଘଣ୍ଟା…

ପଡୋଶୀଙ୍କୁ କ୍ଷମା ମାଗିଲେ ଏହି ଭାରତୀୟ କ୍ରିକେଟର: ଜାଣନ୍ତୁ କାହିଁକି…

କରୋନା ମହାମାରୀ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତୀୟ ଖେଳାଳିମାନେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି। ତେବେ ଟେଷ୍ଟ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ସମସ୍ତଙ୍କର ନଜର ରହିଛି। କାରଣ…

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ ଏଭଳି

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ନିଜ ବ୍ୟାଟିଂରେ ବୋଲର୍‌ଙ୍କ ନିଦ ହଜାଉଥିବା ହାର୍ଦ୍ଦିକ ଗୁଜରାଟର ବଦୋଦରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri