ଶିକ୍ଷକ କରୋନା ଚିହ୍ନଟ ପରେ ହାଇସ୍କୁଲରେ ପଡ଼ିଲା ତାଲା

ଭବାନୀପାଟଣା,୨୫।୩: ଭବାନୀପାଟଣା ଟାଉନ୍‌ ହାଇସ୍କୁଲର ଜଣେ ଶିକ୍ଷକ କୋଭିଡ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପକ୍ଷେ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମହଲରେ ଭୟର ବାତାବରଣ ଦେଖାଦେଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। କର୍ମଚାରୀମାନେ ସ୍କୁଲ ଆସୁ ନ ଥିବାରୁ ସ୍କୁଲ ବନ୍ଦ ରହିଥିବା ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୌପଦାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ମାର୍ଚ୍ଚ ୫ରେ ଲୋକସେବା ଦିବସ

ଭୁବନେଶ୍ୱର,୬।୩(ବ୍ୟୁରୋ): ବିଜେଡି ସରକାର ପଞ୍ଚମ ପାଳିରେ ଲୋକମାନଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଗଣତନ୍ତ୍ରର ମାଲିକ...

ବଜ୍ରପାତରେ ଯୁବକଙ୍କ ଜୀବନଗଲା

ଆସିକା,୧୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସହର ଉପକଣ୍ଠ ଋଷିକୂଲ୍ୟା ନଦୀ ପଠାରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ସେ ହେଲେ ଆସିକା...

ଖୋର୍ଦ୍ଧା: ୭୪% ଗ୍ରାମାଞ୍ଚଳ କୋଭିଡ୍‌ ମୁକ୍ତ

ଖୋର୍ଦ୍ଧା ଅଫିସ,୨୪।୮: ଖୋର୍ଦ୍ଧା ଜିଲାରେ କୋଭିଡ୍‌ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାର ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୦,୯୭୫ଜଣଙ୍କ ପରୀକ୍ଷା...

ଗୁଗଲ୍‌ ପରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡ଼ିଆ’

ଭୁବନେଶ୍ୱର(ବ୍ୟୁରୋ),୧୫।୮: ଗୁଗଲ୍‌ ପରେ ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡ଼ି ହୋଇଛି ଓଡ଼ିଆ। ମାଇକ୍ରୋସଫ୍ଟରେ ଓଡ଼ିଆ ଟେକ୍ସଟ୍‌ ଟ୍ରାନ୍ସଲେଶନକୁ ଯୋଗ କରାଯିବା ପରେ କମ୍ପାନୀ ଏନେଇ ଘୋଷଣା...

ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ...

ପଟ୍ଟା ଜମିରେ ବନ ବିଭାଗର ବୃକ୍ଷରୋପଣ

ଅମରପାଲି,୨୮ା୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ବହଳପଦର ପଞ୍ଚାୟତ ସୁରଧାପାଲି(ହୋତାପାଲି)ରେ ପଟ୍ଟା ପାଇଥିବା ଆଦିବାସୀଙ୍କ ଜମିରେ ବନବିଭାଗର ବୃକ୍ଷ ରୋପଣକୁ ବିରୋଧ କରିଛନ୍ତି ଗ୍ରାମବାସୀ।...

କ୍ୱାରାଣ୍ଟାଇନରେ ରହିଲେ ୨୬୩ ପ୍ରବାସୀ

ବନ୍ତ,୧୪।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ବୁଧବାର ସୁଦ୍ଧା ୨୬୩ ଜଣ ପ୍ରବାସୀ ପହଞ୍ଚିଛନ୍ତି। ସୋମବାର ସୁଦ୍ଧା ୧୫୧ ଜଣ ଫେରିଥିବାବେଳେ ଗତ ଦୁଇ ଦିନ ମଧ୍ୟରେ...

୪ ଦିନ ହେବ ନାବାଳିକା ନିଖୋଜ: ୩ଜଣଙ୍କୁ ଅଟକ ରଖି ବସି ରହିଛି ପୋଲିସ, ଚିନ୍ତାରେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଲୋଧାଚୁଆ ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ ଅଛନ୍ତି। ସମ୍ପୃକ୍ତ ନାବାଳିକାଙ୍କୁ ବଜ୍ରକୋଟ ଅଞ୍ଚଳର...

Advertisement
Archives

Model This Week