Home Left

ଘରୁ ଘୋଷାଡି ଆଣି ଦଳିଦେଲେ ହାତୀ , ମୃତକଙ୍କ ପରିବାରକୁ ସହାୟତା ପାଇଁ ନିର୍ଦ୍ଦେଶ ଦେଲେ ବିଧାୟକ

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୂଜାଗଡ ରେଞ୍ଜ ବେଲାଟୁଣି ଗ୍ରାମର ବିକ୍ରମ ନାୟକଙ୍କୁ (୪୦)ଙ୍କୁ ଶୁକ୍ରବାର ରାତିରେ ହାତୀପଲ ଘରୁ ଘୋଷାଡି ଆଣି ବିଲରେ ଦଳି ଚକଟି ମାରିଦେଇଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ…

‘ଏହା ରୋହିତ ଶର୍ମାଙ୍କ ଫେରଓ୍ବେଲ…’ ତୃତୀୟ ODI ପୂର୍ବରୁ ଗୌତମ ଗମ୍ଭୀରଙ୍କ କହିଦେଲେ ଏମିତି…କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୫।୧୦: ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ, ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ଏହି ଭିଡିଓରେ, ଗୌତମ ଗମ୍ଭୀର ମଜା କରି ରୋହିତ ଶର୍ମାଙ୍କୁ…

ଭୟଙ୍କର ରୋଗ ସହ ଲଢୁଛନ୍ତି କିମ୍‌ କାର୍ଦାସିଆନ୍‌, ଖୁଲାସା ପରେ ଚିନ୍ତାରେ ପ୍ରଶଂସକ  

ଓ୍ବାଶିଂଟନ: ଆମେରିକାର ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଚେହେରା ମଧ୍ୟରୁ କିମ୍‌ କାର୍ଦାସିଆନ ଜଣେ। ହଲିଉଡ୍‌ର ଗ୍ଲାର୍ମର ଜଗତ ସହ ଜଡ଼ିତ ଥିବା ଏହି ଅଭିନେତ୍ରୀଙ୍କ ପ୍ରଶଂସକ କାହିଁରେ କେତେ। ଅଜବଗଜବ ଫ୍ୟାଶନ ସେନ୍ସ ସହ ବିଳାସମୟ ଲାଇଫଷ୍ଟାଇଲ୍‌ ଲାଗି ଲୋକେ ତାଙ୍କୁ…

୧୪୫ ବୋତଲ କଫ ସିରପ୍‌ ଜବତ, ଜଣେ ଗିରଫ

ଖଡ଼ିଆଳ,୨୪ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଅବକାରୀ ବିଭାଗ ଶୁକ୍ରବାର କଫ ସିରପ୍‌ ଜବତ ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଖଡ଼ିଆଳ ଥାନା ଡୁଆଝର ଗ୍ରାମର ବିଷ୍ଣୁ ସତ୍‌ନାମୀ (୨୭)। ବିଭାଗୀୟ ସୂଚନା ଅନୁସାରେ…

ନିଜେ ତ ଫେଲ୍‌ ହେଲେ, ଏହି ଖେଳାଳିଙ୍କୁ ବି ବୁଡ଼ାଇ ଦେଲେ କୋହଲି,Video ଭାଇରାଲ ପରେ… 

ନୂଆଦିଲ୍ଲୀ,୨୪।୧୦: ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି। ସେ ପର୍ଥ ଏବଂ ଆଡିଲେଡରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରେ ନିଜର ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳ ଉଭୟ ମ୍ୟାଚ୍‌ରେ ପରାଜିତ କରିଥିଲା।…

‘ସୁରଭି ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରେ

ପାଟଣା,୨୪ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଶୁକ୍ରବାର ପାଟଣା ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳାକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ…

ମୁଜାଗଡରେ ହାତୀ ଆତଙ୍କ: ଘୁମୁସର ଉତ୍ତର ବନଖଣ୍ଡରେ ୫୪ ହାତୀ

ଭଞ୍ଜନଗର,୨୪।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଆତଙ୍କ ବିଗତ କିଛି ଦିନ ହେବ ବଢ଼ିଯାଇଛି। ସା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଫସଲ କ୍ଷତି କରୁଛନ୍ତି। ଏହିଭଳି ଶୁକ୍ରବାର ରାତି ୮ ଟାରେ ହାତୀମାନେ ଜଙ୍ଗଲରୁ…

ରାଜ୍ୟ ସରକାରଙ୍କ ବଡ଼ଘେୋଷଣୋ: ରାଜ୍ୟରେ ଖାଲିପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ସିଧାସଳଖ ପୂରଣ ହେବ

ଭୁବନେଶ୍ୱର,୨୪ା୧୦(ରବିନାରାୟଣ ଜେନା): ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଲ ପଦକୁ ସିଧାସଳଖ ପୂରଣ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଏ ସଂକ୍ରାନ୍ତରେ ଗୃହବିଭାଗ ଉପସଚିବ ତରୁଣ କୁମାର ପଣ୍ଡା ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ପତ୍ର ଲେଖି…

ମା’ ଅନ୍ଧାରୀ ଠାକୁରାଣୀଙ୍କ କବାଟ ଭାଙ୍ଗି ନେଇଗଲେ ରୂପା ମୁକୁଟ

ପାଟଣା,୨୪ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ମା’ ଅନ୍ଧାରୀ ଠାକୁରାଣୀଙ୍କ ମନ୍ଦିର କବାଟ ଭାଙ୍ଗି ଗୁରୁବାର ରାତିରେ ଠାକୁରାଣୀଙ୍କ ରୂପା ମୁକୁଟ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟିର ସଭାପତି ହୃଦାନନ୍ଦ ମହାପାତ୍ର…

ପଞ୍ଚାୟତ ସମିତି ବୈଠକରେ ଉଠିଲା ନୂଆ ପ୍ରସଙ୍ଗ

ଦାରିଙ୍ଗବାଡ଼ି,୨୪ା୧୦(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସଭାଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ୍‌ ଅଧକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ପରିଚାଳନା କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗ ବିଷୟରେ ଆଲୋଚନା…

ମହିଳାଙ୍କ ସହ ଏକୁଟିଆ ଦେଖିବା ପରେ ଜୋତାମାଳ ପିନ୍ଧାଇ ମାରିଥିଲେ ନିର୍ଧୁମ ମାଡ଼, Video  ଭାଇରାଲ ପରେ…

ଆନନ୍ଦପୁର,୨୪।୧୦(ସୁଶାନ୍ତ କୁମାର ସାହୁ): ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା। ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆନନ୍ଦପୁର ପୋଲିସ। ଏଭଳି ଘଟଣା ଘଟିଛି ଆନନ୍ଦପୁର…

ପୁରୀରେ ଗଣବଳାତ୍କାର! ଦାଦା-ଭାଇ ମିଶି କଲେ…

ପୁରୀ,୨୪।୧୦: ପୁରୀରୁ ଆସିଲା ବଡ଼ ଖବର। ଘରେ ପଶି ନାବାଳିକାକୁ ଗଣବଳାତ୍କାର! ଏନେଇ ଚନ୍ଦନପୁର ଥାନା ଅଞ୍ଚଳରେ ଅଭିଯୋଗ ହୋଇଛି। କାଳୀପୂଜା ଭସାଣି ଦିନ ଏପରି ବର୍ବର କାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନାନୁସାରେ ନିଜ ସଂପର୍କୀୟ ଭାଇ ଓ ଦାଦା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri