ଦୀପିକାଙ୍କ ସୋସିଆଲ ମିଡିଆରୁ ସବୁ ପୋଷ୍ଟ ଗାଏବ
ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆବର୍ଷ ସ୍ବାମୀ ରଣବୀରଙ୍କ ସହ ଜୟପୁରରେ ପାଳନ କରୁଛନ୍ତି। ନୂଆ ବର୍ଷ ୨୦୨୧ ଆରମ୍ଭ ପୂର୍ବରୁ ଦୀପିକା ପାଦୁକୋନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ, ଟୁଇଟର୍ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପୋଷ୍ଟ ଅଦୃଶ୍ୟ ହୋଇଯାଇଛି।…
ପରିସ୍ଥିତିରେ ପଡ଼ି ପର୍ନଷ୍ଟାର ପାଲଟିଲେ ଏହି ଟେନିସ ଖେଳାଳି, ଅନ୍ଲାଇନ୍ରେ ବିକୁଛନ୍ତି ହଟ୍ ଫଟୋ
କରୋନା ମହାମାରୀ ୨୦୨୦ରେ କିିଛି ଲୋକଙ୍କୁ ପରିସ୍ଥିତର ଦାସ କରିଦେଇଛି। କିଛି ଲୋକଙ୍କ ଚାକିରି ଯାଇଛି ତ ଆଉ କାହାର ଜୀବନ ମଧ୍ୟ ଯାଇଛି। ଖେଳଜଗତରେ ମଧ୍ୟ ଏହି ମହାମାରୀ ବେଶ୍ ପ୍ରଭାବ ପକାଇଛି। କରୋନା ଯୋଗୁ ଦୀର୍ଘଦିନ ଧରି କୌଣସି…
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ନୂତନ ବର୍ଷ ଦେଶବାସୀଙ୍କ ଜୀବନରେ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଏବଂ ସମୃଦ୍ଧତା ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି କହିଛନ୍ତି ଯେ, ଆପଣ ସମସ୍ତଙ୍କୁ…
ମନର ଯନ୍ତ୍ରଣା ପ୍ରକାଶ କଲେ ଏହି କ୍ରିକେଟର୍
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏକଦିବସୀୟ ସିରିଜରେ ଭାରତ ବିପକ୍ଷରେ ଦୁଇଟି ଶତକ ମାରିଥିବା ସ୍ମିଥ ଭାରତ ବିପକ୍ଷ…
ଆଜି ଦାୟିତ୍ୱ ନେବେ ସୁରେଶ ମହାପାତ୍ର
ଭୁବନେଶ୍ୱର,୧ା୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର ଅବସର ନେଇଛନ୍ତି। ଜାନୁୟାରୀ ୧ ତାରିଖ ଅର୍ଥାତ୍ ଶୁକ୍ରବାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବେ। କୋଭିଡ କଟକକଣା ଥିବାରୁ ବିଦାୟୀ ମୁଖ୍ୟ…
ଓବିସି, ଏସ୍ଇବିସି ବର୍ଗଙ୍କ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରହୁ
ଭୁବନେଶ୍ୱର,୧ା୧(ବ୍ୟୁରୋ): ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ନିମନ୍ତେ ସ୍ଥାନ ସଂରକ୍ଷଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ା ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ…
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଡକ୍ଓ୍ବର୍ଥରେ ଜିତିଲା ପାନ୍ଥର୍ସ
ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ରେ ଗୁରୁବାର ଗୋଟିଏ ମ୍ୟାଚ ସମ୍ଭବ ହୋଇଛି। ତେବେ ଫ୍ଲଡ୍ଲାଇଟ୍ରେ ସମସ୍ୟା ଯୋଗୁ ଡକ୍ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଫଳାଫଳ…
ମାତ୍ର ୧୫ ମିନିଟ୍ ବସନ୍ତୁ କଅଁଳ ଖରାରେ, ମିଳିବ ଏସବୁ ଫାଇଦା
ସୂର୍ଯ୍ୟଙ୍କ କଅଁଳ ଖରାରେ ପର୍ଯାପ୍ତ ପରିମାଣ ଭିଟାମିନ ଡି’ ରହିଛି। ମାତ୍ର ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। ଏହା ଉପରେ ରିସର୍ଚ୍ଚ କରାଯାଇ ଏକ ତଥ୍ୟ ପ୍ରକାଶ ପାଇଛି। କଅଁଳ ଖରାରୁ ଭିଟାମିନ୍ ଡି…
ବର୍ଷକରେ ୨୫ କୋଟିର ବ୍ରାଉନ୍ସୁଗାର ଜବତ
ଭୁବନେଶ୍ୱର,୧।୧(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ)କୁ ୨୦୨୦ରେ ଅନେକ ସଫଳତା ମିଳିଛି। ବାଘଛାଲଠାରୁ ଆରମ୍ଭ କରି ବଜ୍ରକାପ୍ତା ଚାଲାଣ ଓ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଏସ୍ଟିଏଫ୍। ରାଜଧାନୀରୁ କୋରାପୁଟ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚଢାଉ କରି ବ୍ରାଉନସୁଗାର ଓ ଗଞ୍ଜେଇ…
ଏମିତି ଏକ ଦେଶ, ଯେଉଁଠି ଏବେ ବି ଚାଲିଛି ୨୦୧୪ ବର୍ଷ
ଗୋଟିଏ ପଟେ, ସମଗ୍ର ବିଶ୍ୱ ୨୦୨୧ ବର୍ଷକୁ ସ୍ବାଗତ କରୁଛି ଅନ୍ୟ ପଟେ, ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ୨୦୧୪ ବର୍ଷ ଏବେ ମଧ୍ୟ ଚାଲିଛି। ଆଫ୍ରିକୀୟ ଦେଶ ଇଥିଓପିଆର କ୍ୟାଲେଣ୍ଡର ଅନ୍ୟ କ୍ୟାଲେଣ୍ଡରଠାରୁ ୭ ରୁ ୮…
ଜଷ୍ଟିସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ/ କଟକ ଅଫିସ୍: ୧।୧:ଜଷ୍ଟିସ ଏସ୍. ମୁରଲୀଧର ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି…
୧,୪୨୯ କୋଟି ଟଙ୍କା ଋଣ କରିବ ଓଡ଼ିଶା
ନୂଆଦିଲ୍ଲୀ,୧।୧:ଦେଶ ମଧ୍ୟରେ ଇଜ୍ ଅଫ୍ ଡୁଇଁ ବିଜ୍ନେସ ସଂସ୍କାର ପ୍ରକ୍ରିୟାକୁ ଏବେ ଅଗ୍ରାଧିକାର ଦିଆଯାଉଛି। ଓଡ଼ିଶା ଏଭଳି ପ୍ରକ୍ରିୟା ହାତକୁ ନେବାରେ ସକ୍ଷମ ହୋଇଛି। ଏହି ଧାରା ଆଗକୁ ନେବା ଲାଗି ରାଜ୍ୟ ୧,୪୨୯ କୋଟି ଟଙ୍କା ଖୋଲାବଜାରରୁ ଋଣ କରିବ।…
Archives


