Home Left

ସଂଧ୍ୟା ହେଉ ହେଉ ବାତ୍ୟାର ଭୟଙ୍କର ରୂପ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଏହାରି ଭିତରେ ପାଣିପାଗ ବିଭାଗ କରିଛି ବଡ଼ ଆକଳନ। ସଂଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ କରିବ। କିଛି ଆନ୍ତର୍ଜାତୀୟ ମଡେଲର ଆକଳନ…

ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ସହ ପ୍ରଶାସନର ଆଲୋଚନା: ଦାବି ପୂରଣ ନ ହେଲେ ଆସନ୍ତାକାଲି ହେବ…

ବଲାଙ୍ଗୀର, ୨୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପର ବିସ୍ଥାପିତମାନଙ୍କ ସହ ମଙ୍ଗଳବାର ଜିଲା ପ୍ରଶାସନ ଓ ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଝାଙ୍କରପାଲି ଓ ଗେଡାବାଞ୍ଜି ପୁନର୍ବାସ କଲୋନୀରେ…

ଆମେରିକା ଆକାଶରେ ସବୁଠାରୁ ଶକ୍ତିଶାଳୀ ଝଡ଼, ଭିତରେ ପଶି ବାହାରିଗଲା ବାୟୁସେନା ବିମାନ

ଜାମାଇକା,୨୮।୧୦: ୨୦୨୫ର ସବୁଠାରୁ ଶକ୍ତିଶାଳୀ ହରିକେନ୍ ‘ମେଲିସା’ର ଆଖି ଭିତରେ ପଶି ଯୁକ୍ତରାଷ୍ଟ୍ର ବାୟୁସେନାର ‘ହରିକେନ୍ ହଣ୍ଟର୍ସ’ ବିମାନ ପ୍ରବେଶ କରି ଭିଡିଓ ରେକର୍ଡ କରିଛି। କ୍ୟାଟାଗୋରୀ-୫ ଝଡ଼ଟି ଜ୍ୟାମାଇକା ଆଡ଼କୁ ଯାଉଛି, ଯାହା ଘଣ୍ଟା ପ୍ରତି ୨୮୨ କିମି ବେଗ…

ମୋନ୍ଥାର ଆଖି କରିବ ଛାରଖାର! କାକିନାଡାରେ ଭୟଙ୍କର ଦୃଶ୍ୟ

ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ନେଇ ମୋନ୍ଥା ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା…

ଘୂର୍ଣ୍ଣିଝଡ଼ ମୋନ୍ଥା କଟକଣା ମାନୁ ନାହାନ୍ତି ପର୍ଯ୍ୟଟକ, ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ବାଡେଇଲେ

ପୁରୀ,୨୮।୧୦: ମୋନ୍ଥା ଘୂର୍ଣ୍ଣିଝଡ଼ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରୁ ସୋମବାରରୁ ବୁଧବାର ଯାଏ ସମୁଦ୍ର ସ୍ନାନ ଉପରେ ନିଷେଧାଜ୍ଞା ଜାରି ହୋଇଛି। ମଙ୍ଗଳବାର ସେକ୍ଟର-୪ରେ ଜଣେ ଲାଇଫ୍‌ଗାର୍ଡ ପର୍ଯ୍ୟଟକ ଦମ୍ପତିଙ୍କ ଦ୍ୱାରା ଚପଲରେ ଆକ୍ରମଣର ଶିକାର ହୋଇଛନ୍ତି। ମହିଳା ପର୍ଯ୍ୟଟକଙ୍କୁ ସମୁଦ୍ରକୁ…

ବାତ୍ୟା ମୋନ୍ଥା ପ୍ରଭାବରେ ବଢୁଛି ପବନର ବେଗ, ବାତ୍ୟା ଆଶ୍ରୟସ୍ଥଳି ଅନୁଧ୍ୟାନ କରିବା ପରେ ବିଧାୟକ କହିଲେ…

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ଆଉ କିଛି ଘଣ୍ଟା ପରେ ସ୍ଥଳ ଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ମୋନ୍ଥା । ଏହି ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲାଗି ରହିଛି ବର୍ଷା । ବେଳକୁ ବେଳ ପବନର ବେଗ…

ଡାକ୍ତରଙ୍କ କୋଭିଡ୍ କ୍ଷତିପୂରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: “ସମାଜ ଆମକୁ କ୍ଷମା କରିବ ନାହିଁ”

ନୂଆଦିଲ୍ଲୀ,୨୮।୧୦: କୋଭିଡ୍‌ରେ ମୃତ ଘରୋଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବୀମା ଦାବି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷଣ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଡାକ୍ତରଙ୍କ ପାଇଁ ଠିଆ ନହେଲେ ସମାଜ ବିଚାରବିଭାଗକୁ କ୍ଷମା କରିବ ନାହିଁ। ଘରୋଇ ଡାକ୍ତରଙ୍କୁ ଲାଭ ଉଦ୍ଦେଶ୍ୟରେ…

ଭୟଙ୍କର ହେଉଛି ବାତ୍ୟା ମୋନ୍ଥା: ରେଡ୍‌ ଆଲର୍ଟରେ ଏହି ଜିଲା, ପ୍ରବଳ ଛେଚିବ

ଭୁବନେଶ୍ୱର,୨୮।୧୦: ଆଜି ପାଇଁ ୫ ଜିଲାକୁ ରେଡ, ୪ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲାକୁ ରେଡ୍‌ ଆଲର୍ଟ ଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ ଅରେଞ୍ଜ ଆଲର୍ଟ ଏବଂ ଅବଶିଷ୍ଟ…

ଦୁର୍ନୀତିରେ ଅଧିକାରୀଙ୍କ ସଂପୃକ୍ତି ନେଇ ମୁଖ୍ୟମନ୍ତ୍ରୀ କହିଦେଲେ ଏମିତି : ଯେଉଁ ଖବରକାଗଜରେ ପ୍ରଶଂସିତ ସେଥିରେ …

ଭୁବନେଶ୍ୱର,୨୮।୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କ୍ଷୋଭ ପ୍ରକାଶ କରିଛନ୍ତି। ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ ସେ କହିଛନ୍ତି, ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ବପ୍ନ ଦେଖିଥିଲେ, ସ୍ବଚ୍ଛ ସେବା…

ରୋହିତ-ବିରାଟଙ୍କ ସମାଲୋଚନାରେ ରାଗିଗଲେ ଡିଭିଲିୟର୍ସ, କାହାକୁ ‘ଅସରପା’ କହି ତାଚ୍ଛଲ୍ୟ କଲେ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୧୦: ଏବି ଡିଭିଲିୟର୍ସ ଏବେ ଟିମ ଇଣ୍ଡିଆର ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଦିନିକିଆରେ ଉଭୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ପରେ, ଡିଭିଲିୟର୍ସ…

ମୋନ୍ଥାର ପ୍ରକୋପ: ଖସିଲା ପାହାଡ଼ ଅତଡ଼ା

ମୋହନା,୨୮।୧୦ ( ମନ୍ମଥ ମିଶ୍ର ): ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଅଛି ଯେ, ତୁହା କୁ ତୁହା ବର୍ଷା ଲାଗି ରହିଛି। ଅପରପକ୍ଷେ ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲବୁଲି ସମସ୍ତ…

ଗୋଟିଏ ଫୋନ କଲ୍‌ ବଦଳାଇଦେଲା ଭାଗ୍ୟ: ରାତାରାତି ୨୪୦ କୋଟି ଟଙ୍କାର ମାଲିକ

ଘରେ ବସି ରାତାରାତି କୋଟିପତି। ଏହା ଏକ ସ୍ବପ୍ନ ପରି ମନେ ହୋଇପାରେ। କିନ୍ତୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ରହୁଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କ ପାଇଁ, ଏହି ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଛି। ଏହି ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri