ଇ-ବିଧାନସଭା ହେବ ଷଷ୍ଠ ଅଧିବେଶନ
ଭୁବନେଶ୍ୱର,୧୨।୨ (ବ୍ୟୁରୋ): ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ। ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମୀକ୍ଷା କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣଠାରୁ ଆରମ୍ଭକରି ବଜେଟ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ…
ଗୋଟିଏ ସିଗାରେଟ ବଦଳାଇ ଦେଇଥିଲା ଏହି ପ୍ରସିଦ୍ଧ ଅଭିନେତାଙ୍କ ଜୀବନ
ବଲିଉଡ୍ର ଆଙ୍ଗ୍ରି ମ୍ୟାନ୍ ଭାବେ ପରିଚିତ ପ୍ରାନ୍ଙ୍କ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ…
ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ା ବୃଦ୍ଧି
ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ାରେ ୩୦% ଯାଏ ବୃଦ୍ଧି ହୋଇଛି। ବିଭିନ୍ନ ରୁଟ୍ରେ ଯାତ୍ରା ଲାଗି ସରକାର ସର୍ବନିମ୍ନ ଏବଂ ସର୍ବୋଚ୍ଚ ଭଡ଼ା କ୍ଷେତ୍ରରେ ପ୍ରାୟ ୩୦% ବୃଦ୍ଧି କରିଛନ୍ତି। ସେହିଭଳି ଚଳିତ ବର୍ଷ ମାର୍ଚ୍ଚ ୩୧…
୬.୪% ବଢ଼ିପାରେ ହାରାହାରି ବେତନ
ମୁମ୍ବାଇ: ବର୍ଷ ୨୦୨୧ରେ ଭାରତରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ହାରାହାରି ବେତନ ୬.୪% ବଢ଼ିବା ନେଇ ଆକଳନ କରାଯାଇଛି। ଓ୍ବିଲସ ଟାଓ୍ବାର ଓ୍ବାଟଶନ ରିପୋର୍ଟ ମୁତାବକ, ୨୦୨୦ରେ ବେତନ ବୃଦ୍ଧି ୫.୯% ରହିଥିଲା। ଚଳିତ ବର୍ଷ ଏଥିରେ ସାମାନ୍ୟ ବୃଦ୍ଧି…
ଆଇପିଏଲ୍ ଅକ୍ଶନର ସମ୍ମୁଖୀନ ହେବେ ୨୯୨ ଖେଳାଳି
ଚେନ୍ନାଇ, ୧୧।୨: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଆଇପିଏଲ୍ ଅକ୍ଶନ(ନିଲାମ ପ୍ରକ୍ରିୟା) ଲାଗି ମୋଟ ୨୯୨ ଖେଳାଳିଙ୍କ ନାମ ବଛାଯାଇଛି। ଏ ନେଇ ଗୁରୁବାର ସୂଚନା ଦେଇଛି ବିସିସିଆଇ। ଚଳିତ ଥର ଅକ୍ଶନ ଲାଗି ୧୧୧୪ ଖେଳାଳି ନାମ ପଞ୍ଜିକୃତ…
ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର
ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସ୍ବତନ୍ତ୍ର ସରକାରୀ ବିମାନ ଯୋଗାଇବାକୁ ମନା କରିଥିଲେ ସରକାର। ଏଥିପାଇଁ ରାଜ୍ୟପାଳ ପ୍ରାୟ…
‘ମମତା କହିବେ ଜୟ ଶ୍ରୀରାମ’
କୁଚବିହାର,୧୨ା୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ବିଫଳ ପ୍ରଶାସିକା। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ମମତାଙ୍କ ବିନାଶ ମଡେଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ତାଚ୍ଛଲ୍ୟ କରିଛନ୍ତି। କୁଚ୍ବିହାରରେ ଏକ…
‘କୂ’ରେ ଡାଟା ଅସୁରକ୍ଷିତ
ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ସୀମାରେ ଚାଲିଥିବା କେନ୍ଦ୍ରର କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିମାନେ ଟୁଇଟ୍ କରିବାରେ ଲାଗିଛନ୍ତି। ଏହାକୁ ନେଇ ସରକାର ଟୁଇଟରକୁ ନାଲିଆଖି ଦେଖାଉଥିବାବେଳେ ଭାରତରେ ହଠାତ୍ ଉଭା ହୋଇଛି ଆଉ ଏକ ତଥାକଥିତ…
ଇଂଲଣ୍ଡ ଦଳକୁ ଶକ୍ତ ଝଟ୍କା
ଚେନ୍ନାଇ, ୧୧।୨- ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ଦ୍ୱିତୀୟ ଟେଷ୍ଟରୁ ଭ୍ରମଣକାରୀ ଦଳର ଅନ୍ୟତମ ପେସର ଜୋଫ୍ରା ଆର୍ଚ୍ଚର ବାଦ୍ ପଡ଼ିଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ପକ୍ଷରୁ…
ଆଜି କୋଟିଆ ଶୁଣାଣି
ନୂଆଦିଲ୍ଲୀ, ୧୨।୨:କୋରାପୁଟ୍ ଜିଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଉଥିବାରୁ ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ନେଇ ପିଟିଶନ ଦାଏର କରିଥିଲେ। ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ…
ଗ୍ରାହକଙ୍କୁ ଠକୁଛନ୍ତି ପେଟ୍ରୋଲ ପମ୍ପ
ନୂଆଦିଲ୍ଲୀ,୧୨।୨:ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢ଼ିଚାଲିଛି। ଏବେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥିତିରେ କମ୍ପଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ(ସିଏଜି) ଦେଶର ତୈଳ କମ୍ପାନୀଗୁଡ଼ିକର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପେଟ୍ରୋଲ ଏବଂ ଡିଜେଲର…
କୃଷ୍ଣସାର ଶିକାର ମାମଲା: ସଲମାନ ଆଶ୍ୱସ୍ତ
ନୂଆଦିଲ୍ଲୀ, ୧୧।୨: କୃଷ୍ଣସାର ଶିକାର ମାମଲାରେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ଗୁରୁବାର ଜୋଧପୁର ଜିଲା ଓ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ସଲମାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ…
Archives


