Posted inଫୁରସତ

କିଛି ବି ଅର୍ଡର କରି ନ ଥିଲେ; ହେଲେ ଆମାଜନ୍‌ରୁ ମହିଳାଙ୍କ ଘରେ ପହଞ୍ଚିଲା ୧୫୦ ପ୍ୟାକେଟ; ଖୋଲି ଦେଖିବା ପରେ…

ଅନ୍‌ଲାଇନ୍‌ରେ ଅର୍ଡର ନ କରିବି କିଛି ପହଞ୍ଚିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଭଳି କିଛି ଘଟିଛି ଆମେରିକାର ଜିଲିୟାନ୍‌ କନ୍ନନ୍‌ଙ୍କ କ୍ଷେତ୍ରରେ। ସେ କିଛି ମଗାଇ ନ ଥିଲେ ହେଁ ଆମାଜନ୍‌ରୁ ଗୋଟିଏ ପରେ ଗୋଟିଏ ହୋଇ ୧୫୦ ପ୍ୟାକେଟ ଆସି ତାଙ୍କ ଘରେ ପହଞ୍ଚିଥିଲା। ଷ୍ଟୁଡିଓ ପାଇଁ ତାଙ୍କ ବ୍ୟବସାୟ ସାଥୀ କିଛି ମଗାଇ ଥାଇପାରନ୍ତି ବୋଲି ସେ ପ୍ରଥମେ ଭାବିଥିଲେ। ହେଲେ ପ୍ୟାକେଟ ଖୋଲିବା ପରେ ସେଥିରେ ମାସ୍କ ବ୍ରାକେଟ୍‌ ଥିବା ସେ ଦେଖିଥିଲେ।

ପ୍ୟାକେଟ ଯାଞ୍ଚ ପରେ ଜିଲିୟାନ୍‌ କିମ୍ବା ତାଙ୍କର କୌଣସି ସହଯୋଗୀ ଅନ୍‌ଲାଇନ୍‌ ଅର୍ଡର ଦେଇ ନ ଥିବା ଜାଣିଥିଲେ। ପରେ ସେ ପ୍ୟାକେଟରେ ତାଙ୍କର ଠିକଣା ଥିବା ବେଳେ ନାମ ନ ଥିବା ଦେଖିଥିଲେ। ପ୍ରଥମେ ସେ ଭୁଲ୍‌ରେ ପ୍ୟାକେଟଗୁଡ଼ିକ ତାଙ୍କୁ ମିଳିଥିବା ସେ ଭାବିଥିଲେ। ହେଲେ ପ୍ୟାକେଟ ସଂଖ୍ୟା ଧିରେ ଧିରେ ବଢ଼ିବା ପରେ ସେ ଆମାଜନ ସହ ସମ୍ପର୍କ କରିଥିଲେ। ଭୁଲ ସମାଧାନ ହେବା ପୂର୍ବରୁ ତାଙ୍କୁ ୧୫୦ରୁ ଅଧିକ ପ୍ୟାକେଟ ମିଳି ସାରିଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ମାସ୍କ ବ୍ରାକେଟ ଥିଲା।

ପରେ କମ୍ପାନୀ ପକ୍ଷରୁ ମାସ୍କ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ମାସ୍କ ବ୍ରାକେଟ ମିଳିବ। ସେ ମଧ୍ୟ ପାଇଥିବା ପ୍ୟାକେଟଗୁଡ଼ିକ ରଖିପାରିବେ ବୋଲି କହିଥିଲେ। ଏହା ଶୁଣି ଜିଲିୟାନ ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଥିବା ଶିଶୁଙ୍କୁ ତାହା ବଣ୍ଟନ କରିବା ପାଇଁ ଏକ ଡାଇ ମାସ୍କ କିଟ୍‌ ପ୍ରସ୍ତୁତ କରିବାକୁ ଏବଂ ଏଥିରେ ସେ ଶିଶୁ ଆକାରର ବ୍ରାକେଟ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ହୋଇଥିବା ଅସୁବିଧାକୁ ନେଇ ଆମାଜନ ପକ୍ଷରୁ କିଟ୍‌ ତିଆରି କରିବା ପାଇଁ ଆବଶ୍ୟକ ବାକି ସାମଗ୍ରୀ ଦିଆଯାଇଥିଲା। ଏହାଛଡ଼ା ଜିଲିୟାନ ବୟସ୍କ ଆକାରର ବ୍ରାକେଟ୍‌ ମଧ୍ୟ ଡାକ୍ତରଖାନାକୁ ଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri