ଜିତିଗଲା ପ୍ରେମ:ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରମୋଦିନୀ
ତିର୍ତ୍ତୋଲ,୨ା୩(ଡି.ଏନ୍.ଏ.): ଏସିଡ୍ ଆକ୍ରମଣ ଶିକାର ହୋଇଥିବା ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କନକପୁର ଅଞ୍ଚଳର ପ୍ରମୋଦିନୀ ରାଉଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପୁରୁଷ ବନ୍ଧୁ ତଥା ଭୁବନେଶ୍ୱର ବାଳକାଟି ନିକଟ ଝିଇଣ୍ଟିପାଟଣାର ସରୋଜ କୁମାର…
ବଦଳିପାରେ ସ୍କୁଲ ସମୟ
ଭୁବନେଶ୍ୱର, ୨।୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ସୋମବାରଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ପରିବର୍ତ୍ତିତ ସମୟ ସୂଚୀ ଅନୁସାରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହୋଇଥିବାବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ…
ଅଞ୍ଜନାଙ୍କୁ ନ୍ୟାୟ:ହାଇକୋର୍ଟରେ ମାମଲା ବନ୍ଦ
କଟକ ଅଫିସ/ଭୁବନେଶ୍ୱର, ୨ା୩:ସିବିଆଇ ତଦନ୍ତରେ ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରି ହାଇକୋର୍ଟରେ ୨୦୦୨ରେ ଗଣବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର କରିଥିବା ମାମଲାର ସୋମବାର ପରିସମାପ୍ତି ଘଟିଛି। ଦୀର୍ଘ ୧୯ବର୍ଷ ପରେ ଏହି ମାମଲାର ଶୁଣାଣି କରାଯାଇଥିଲା। ଏଥିରେ ରାଜ୍ୟ ସରକାର…
ମାର୍ଚ୍ଚରୁ ମେ’ କରିବ କଲବଲ
ଭୁବନେଶ୍ୱର,୨ା୩(ବ୍ୟୁରୋ):ମାଡ଼ିଆସୁଛି ପ୍ରଚଣ୍ଡ ତାତି। ମାର୍ଚ୍ଚରୁ ମେ ଯାଏ ଓଡ଼ିଶାକୁ ଗ୍ରୀଷ୍ମ କଲବଲ କରିବ। ରାଜ୍ୟରେ ଦିନର ତାପମାତ୍ରା ୪୦ରୁ ୪୪ ଡିଗ୍ରୀକୁ ଚାଲିଯିବ। କେତେକ ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିଯିବା ସମ୍ଭାବନା ରହିଛି। ସ୍ବାଭାବିକଠାରୁ ତାପମାତ୍ରା ପ୍ରାୟ ୧ ଡିଗ୍ରୀ…
ମାଳବିକାଙ୍କୁ ଇଣ୍ଟରନ୍ୟାଶନାଲ ଟାଇଟଲ
ନୂଆଦିଲ୍ଲୀ, ୨ା୩ (ପି.ଟି.)- ଭାରତର ବରୁଣ କପୁର ଓ ମାଳବିକା ବନ୍ସୋଡ୍ କାମ୍ପାଲାରେ ଚାଲିଥିବା ଉଗାଣ୍ଡା ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ୨୦୨୧ରେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ବ୍ୟତୀତ ଜର୍ମାନୀ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଖେଳାଳିମାନେ…
ଟ୍ରେସ୍କୋଥିକ୍ ଇଂଲଣ୍ଡର ନୂଆ ବ୍ୟାଟିଂ କୋଚ୍
ଲଣ୍ଡନ,୨ା୩(ପି.ଟି.)-ସୋମବାର ଇଂଲଣ୍ଡ ପୂର୍ବତନ ଓପନର ମାର୍କସ ଟ୍ରେସ୍କୋଥିକ୍ଙ୍କୁ ଜାତୀୟ କ୍ରିକେଟ ଦଳର ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ଦେଇଛି। ଏହାଛଡ଼ା ଜନ୍ ଲିଓ୍ବିସ ଓ ନ୍ୟୁଜିଲାଣ୍ଡର ଜିତନ ପଟେଲଙ୍କୁ ଯଥାକ୍ରମେ ସ୍ଥାୟୀ ଭିତ୍ତିରେ ବୋଲିଂ ଓ ସ୍ପିନ ବୋଲିଂ କୋଚ୍…
ବଳାତ୍କାର ପରେ ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ
ବାଲିଆ,୧।୩ : ଉତ୍ତର ପ୍ରଦେଶର ବାଲିଆରେ ଜଣେ ବାଳିକାକୁ ବଳାତ୍କାର ଓ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ସୋମବାର ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଚନ୍ଦ୍ରମା ରାଜଭର (୨୪)। ଦୀର୍ଘ ଏକ ବର୍ଷ ହେଲା…
ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଲୁଚାଇଥାନ୍ତି ଏହି ୪ଟି କଥା
ଯେବେ ପାର୍ଟନରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ତେବେ ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବା ସହ କଷ୍ଟ, ଖୁସି ବାଣ୍ଟିଥାନ୍ତି। ତେବେ ଏପରି କିଛି କଥା ଅଛି ଯାହା ଝିଅମାନେ ସେମାନଙ୍କ ପାର୍ଟନରଙ୍କ ସହ କେବେ ବାଣ୍ଟିବାକୁ ଚାହିଁ…
ସୁରକ୍ଷାରେ ‘ଡ୍ରୋନ୍’ ସହାୟତା
ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ ବିଭାଗ ନିକଟକୁ। ଫଳରେ ମାତ୍ର କିଛି ସମୟ ମଧ୍ୟରେ ବନ କର୍ମଚାରୀମାନେ ପହଞ୍ଚି ନିଆଁ…
ଭାରତରେ ପ୍ରସ୍ତୁତ ଟିକା ଉପରେ ଚାଇନା ହ୍ୟାକର୍ସଙ୍କ ନଜର
ନୂଆଦିଲ୍ଲୀ,୧।୩ : ଭାରତରେ କରୋନା ଟିକା ପ୍ରସ୍ତୁତ କରୁଥିବା ଦୁଇ ଭାକ୍ସିନ ପ୍ରସ୍ତୁତକାରୀ କମ୍ପାନୀର ଆଇଟି ସିଷ୍ଟମ ଉପରେ ଗତ ସପ୍ତାହରେ ସାଇବର ଆଟାକ୍ କରିଛି ଚାଇନା ସମର୍ଥତ୍ତ ହ୍ୟାକିଂ ଗ୍ରୁପ। ଏ ନେଇ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସିଫର୍ମା ସ୍ପଷ୍ଟ…
ଶିମିଳିପାଳ ଅଭୟାରଣ୍ୟରେ ନିଆଁ
ବାରିପଦା ଅଫିସ,୨ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଏହା ମଧ୍ୟରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନଖଣ୍ଡ ଅଞ୍ଚଳର ଶତାଧିକ ହେକ୍ଟର ଜଙ୍ଗଲ ଜଳିଯାଇଛି। ଅଭୟାରଣ୍ୟ ଚତୁଃପାର୍ଶ୍ୱରେ ନିଆଁ ଲାଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପୁଛି।…
ବଲିଉଡ୍ ରାମ୍ବୋଙ୍କ ବିବାହ ନେଇ ଚର୍ଚ୍ଚା…
ମୁମ୍ବାଇ: ବଲିଉଡ୍ ରାମ୍ବୋ ଭାବେ ପରିଚିତ ହାସଲ କରିଥିବା ଅଭିନେତା ଟାଇଗର ଶ୍ରଫଙ୍କୁ ମଙ୍ଗଳବାର ୩୧ ବର୍ଷ ପୂରଣ ହୋଇଛି। ୧୯୯୦ ମାର୍ଚ୍ଚ ୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ ହେମନ୍ତ ଶ୍ରଫ। ୨୦୧୪ରେ ହିରୋପନ୍ତି…
Archives


