ଉପନିର୍ବାଚନ ପାଇଁ ରଣନୀତି: ପିପିଲି ଦାୟିତ୍ୱରେ ବିଜେଡି ନେତାଙ୍କ ତାଲିକା
ଭୁବନେଶ୍ୱର, ୨୦।୩(ବ୍ୟୁରୋ): ପିପିଲି ଉପନିର୍ବାଚନ ୧୭ ଏପ୍ରିଲରେ ଅନୁଷ୍ଠିତ ହେବ। ପିପିଲିବାସୀଙ୍କ ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ଶାସକ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଗୋଟିଏ ଗୋଟିଏ ପଞ୍ଚାୟତରେ ଏକାଧିକ ନେତାକୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟତଃ ପିପିଲି ଏବଂ…
ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ ଗାଁ ଓଡ଼ିଶାରୁ ହଜିଯିବ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୋଟ ୧୨୭୮ କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ଏବଂ ଅବକାରୀ ବିଭାଗର ୧୨୮କୋଟି ୬୦ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ଆଦ୍ୟାଜ୍ୟୋତି: ୧ ମିନିଟ୍ରେ ଆବୃତ୍ତି କରିଥିଲେ ସର୍ବାଧିକ ଶ୍ଳୋକ
ଯାଜପୁର ଟାଉନ,୨୦।୩(ଡି.ଏନ.ଏ.): ୧ ମିନିଟ୍ରେ ଭଗବତ ଗୀତାର ସର୍ବାଧିକ ଶ୍ଳୋକ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ଆଦ୍ୟାଜ୍ୟୋତି ଦାଶ(୧୧)। ଫେବୃୟାରୀ ୫ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଆୟୋଜିତ ଭର୍ଚୁଆଲ ଶ୍ଳୋକ ପ୍ରତିଯୋଗିତାରେ ଆଦ୍ୟାଜ୍ୟୋତି ଅଂଶଗ୍ରହଣ…
୧୦୦ ସରକାରୀ ଅଫିସରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ,୨୦।୩: ସିବିଆଇ ଶୁକ୍ରବାର ୧୫ ରାଜ୍ୟରେ ଥିବା ପାଖାପାଖି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରିଛି। ଏହିସବୁ ଅଫିସ୍ରେ ଦୁର୍ନୀତି ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ଥିବା ରେଲ୍ଓ୍ବେ,…
ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ
ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ସବ୍ଜୁନିୟର ବିଭାଗର ଏକ ମ୍ୟାଚରେ ମଧ୍ୟପ୍ରଦେଶ ହକି ଏକାଡେମୀ ଗୋଲ ବର୍ଷା କରି ୪୨-୦ରେ ତାମିଲନାଡୁ ହକି…
ପୋଲିସ-ଜନତା ଦୂରତ୍ୱ କମିବ
ଅନୁଗୋଳ ଅଫିସ, ୨୦।୩ କଟକ-ଭୁବନେଶ୍ୱର ପରି ଏଣିକି ଅନୁଗୋଳ ଜିଲା ସଦର ମହକୁମାରେ ମିଳିବ ତ୍ୱରିତ ପୋଲିସ ସେବା। କୌଣସି ଅସୁବିଧାଜନକ ସ୍ଥିତିରେ କେହି ୧୧୨କୁ ଡାଏଲ କରିବା ମାତ୍ରେ ଜିପିଏସ୍ ପଦ୍ଧତିରେ ଠିକଣା ଠାବ କରି ପୋଲିସ ପହଞ୍ଚିବା ସହ…
ଗର୍ଭାବସ୍ଥାରେ ଭ୍ରମଣ କରୁଥିଲେ…
କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ। ତେଣୁ ସେମାନଙ୍କୁ ଖୁସିରେ ରଖିବା ପାଇଁ ଦୂର ଜାଗାକୁ ନେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ପ୍ରେମିକାଙ୍କ ଗର୍ଭପାତ କରାଇ ପ୍ରେମିକ ଗିରଫ
ବାଉଁଶୁଣୀ,୨୦।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ଶଗଡ଼ା ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ଗର୍ଭପାତ ମାମଲାରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ୬ ବର୍ଷ ତଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ ଯୁବକ ଜଣକ…
୨୦୧୧ ବିଶ୍ୱକପ୍ ଫାଇନାଲ ସ୍ମୃତି ଉଜ୍ଜୀବିତ: ପୁଣି ଦେଖିବାକୁ ମିଳିବ ଭାରତ-ଶ୍ରୀଲଙ୍କା ମ୍ୟାଚ୍
ରାୟପୁର,୧୯।୩- ପ୍ରାୟ ୧୦ ବର୍ଷ ତଳେ ଖେଳାଯାଇଥିଲା ୨୦୧୧ ବିଶ୍ୱକପ୍ ଫାଇନାଲ ମ୍ୟାଚ୍, ଯେଉଁଥିରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ। ପୁଣି ଥରେ ଏଭଳି ଏକ ମ୍ୟାଚ୍ ଆସନ୍ତା ୨୧ ତାରିଖରେ ଦେଖିବାକୁ ମିଳିବ। ରୋଡ୍ ସେଫ୍ଟି ଓ୍ବାଲର୍ଡ…
ମଧ୍ୟାହ୍ନଭୋଜନରେ ମିଳିଲା ଗୋଖାଦ୍ୟ
ପୁଣେ,୧୯।୩: ମହାରାଷ୍ଟ୍ରର ପୁଣେ ଜିଲାରେ ଏକ ସ୍କୁଲ୍କୁ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଯୋଗାଣ ପରିବର୍ତ୍ତେ ଗୋଖାଦ୍ୟ ପ୍ୟାକେଟ ପଠାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ସ୍କୁଲ୍ ପୁଣେ ମ୍ୟୁନିସିପାଲ କର୍ପୋରେଶନ(ପିଏମ୍ସି) ଦ୍ୱାରା ପରିଚାଳିତ। ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ପିଲାଙ୍କ…
ରାଜବାଟି ପରିସରରେ ବିରଳ ନାଗ
ସଜନାଗଡ଼,୧୯।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ରାଜବାଟି ପରିସରରୁ ବିରଳ ନାଗ ଉଦ୍ଧାର କରାଯାଇଛି। ରାଜ ପରିବାର ସଦସ୍ୟ ସାହେବ ମର୍ଦ୍ଦରାଜ ସହ ଘରେ ଥିବାବେଳେ ଗୁରୁବାର ରାତି ପ୍ରାୟ ୮ଟା ବେଳେ ତାଙ୍କ ରୋଷେଇ ଘର ଛାତ ଓରାରୁ ଏକ ୫…
ମାଲକାନଗିରିରେ ବିଏସ୍ଏଫ୍ ଏଡିଜି
ମାଲକାନଗିରି,୧୯ା୩: ବିଏସ୍ଏଫ୍ ଏଡିଜି ଡ. ଏସ୍.ଏଲ୍. ଥାଓସେନ୍ ଶୁକ୍ରବାର ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡା ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏପରି କି ସେ ମୁଦୁଲିପଡାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବିଏସ୍ଏଫ କ୍ୟାମ୍ପର କାର୍ଯ୍ୟ ସମୀକ୍ଷା କରିଛନ୍ତି।…
Archives


