Home Left

ବଜ୍ରପାତରେ ୨୦ ଗୋରୁ ମୃତ

ନବରଙ୍ଗପୁର/ନନ୍ଦାହାଣ୍ଡି,୮ା୪: ନବରଙ୍ଗପୁର ଜିଲାରେ ଗୁରୁବାର ବର୍ଷା ସହ ଝଡ଼ ତୋଫାନ୍‌ ହୋଇଥିଲା। ସେତିକିବେଳେ ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଚର୍ଚ୍ଚ ପାଖ ଯୋଶେଫ ସୁନାଙ୍କ ଘର ସମ୍ମୁଖ ପଡ଼ିଆରେ ଏକ ଗଛ ମୂଳେ ୨୦ରୁ ଊଦ୍ଧର୍‌ବ ଗୋରୁ ଆଶ୍ରୟ ନେଇଥିଲେ। ଗଛ ଉପରେ…

ଭାରତୀୟ ସେନା ଅଧିକାରୀଙ୍କ ନାମରେ ୨ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ, ୮।୪ : ଭାରତୀୟ ସେନା ଲ୍ୟୁଟନାଣ୍ଟ କର୍ନଲ ଭରତ ପନ୍ନୁ ଏକାକି ସାଇକେଲ ଚାଳନାରେ ଦୁଇଟି ଗିନିଜ ଓ୍ବାଲର୍‌ଡ ରେକର୍ଡର ଅଧିକାରୀ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବର ୧୦ରେ ଲ୍ୟୁଟନାଣ୍ଟ କର୍ନଲ ପନ୍ନୁ ଲେ’ରୁ ମନାଲି (୪୭୨ କିଲୋମିଟରର ଦୂରତା)କୁ…

ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା

ଯାଜପୁର ଟାଉନ,୮ା୪: ଶୁକ୍ରବାର ହେବାକୁ ଥିବା ବାରୁଣୀ ସ୍ନାନ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ପୂର୍ବରୁ ବାରୁଣୀ ସ୍ନାନ ଓ ମେଳା ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଯାଜପୁର ସହର…

୩ ଦିନ ପାଇଁ ବନ୍ଦ ହେଲା ଜିଆଇଇଟି ବିଶ୍ୱବିଦ୍ୟାଳୟ

ଗୁଣପୁର,୮ା୪: ରାୟଗଡ଼ା ଜିଲା ଗୁଣପୁରସ୍ଥିତ ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଗୁଣପୁର ଉପଜିଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶ କ୍ରମେ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଛନ୍ତି। ଏହା ୧୦…

ଗିରଫ ହେଲେ ବିଶ୍ୱ ସୁନ୍ଦରୀ

କଲମ୍ବୋ,୮।୪ : ନିକଟରେ ମିସ୍‌ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିବା ବର୍ତ୍ତମାନ ମିସ୍‌ ଓ୍ବାଲର୍‌ଡ (ବିଶ୍ୱ ସୁନ୍ଦରୀ) କରୋଲିନ ଜୁରିଙ୍କୁ ଗୁରୁବାର ଗିରଫ କରିଛି କଲମ୍ବୋ ପୋଲିସ। ତାଙ୍କ ବିରୋଧରେ ମଞ୍ଚ ଉପରେ ନିର୍ଯ୍ୟାତନା ଦେବା ଭଳି ଗୁରୁତର ଅଭିଯୋଗ…

ନାବାଳିକା ଶାଳିଙ୍କୁ ଗର୍ଭବତୀ କରି ଜେଲ ଗଲେ ଭିଣୋଇ

ଭଦ୍ରକ ଅଫିସ, ୮।୪: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଏକ ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ. ୧୬୫/୨୧) ରୁଜୁ କରି ତଦନ୍ତ ଆରମ୍ଭ…

ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇପିଏଲ ନିୟମ ଭାଙ୍ଗିଥିଲେ କୋହଲି

ଚେନ୍ନାଇ, ୮।୪: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ୧୪ତମ ଆଇପିଏଲ। ଏଥି ପୂର୍ବରୁ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ରେ ଘଟିଥିବା ଏକ ଅଜଣା ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ରୟାଲ ଚ୍ୟାଲେଞ୍ଜର୍ସ…

ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ ଟିକା

ଥିରୁବନନ୍ତପୁରମ୍‌, ୮।୪: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍‌ ଟେଷ୍ଟ…

ଦୁର୍ଘଟଣାରେ ଚାଲିଗଲା କୋଭିଡ୍‌ ଟିକା ନେବାକୁ ଯାଉଥିବା ଦମ୍ପତିଙ୍କ ଜୀବନ

ବୌଦ୍ଧ,୮।୪: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରାଧାନଗରଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଆଦର୍ଶ ଥାନା ଅଧୀନ ରାଧାନଗର ଗାଁର ଲଳିତ ମୋହନ ସାହୁ (୬୫) ଓ ତାଙ୍କ…

୨ ହାତ ବାନ୍ଧି ରାକେଶ୍ୱରଙ୍କୁ ପ୍ରଜାକୋର୍ଟରେ ହାଜର କରିଥିଲେ ମାଓବାଦୀ

ନୂଆଦିଲ୍ଲୀ,୮।୪: କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଛାଡିବା ପୂର୍ବରୁ ମାଓବାଦୀମାନେ ଜଙ୍ଗଲ ନିକଟସ୍ଥ ଗାଁରେ ପ୍ରଜାକୋର୍ଟ କରିଥିଲେ। ପ୍ରଜାକୋର୍ଟରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଦୁଇ ହାତ ବନ୍ଧା ଅବସ୍ଥାରେ ହାଜର କରିଥିଲେ। ଏଥିରେ ସରକାରଙ୍କ ୨ ମଧ୍ୟସ୍ଥି ଓ ୭…

ସିଏସ୍‌କେ, ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ, ୮ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଆରମ୍ଭ ପୂର୍ବରୁ ସିଏସ୍‌କେ ଓ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ୟାନଙ୍କୁ ମିଳିଛି ଖୁସି ଖବର। ଚଳିତ ବର୍ଷ ଆଇପିଏଲରୁ ଅବସର ନେଉ ନାହାନ୍ତି କ୍ୟାପଟେନ କୁଲ୍‌। ଏହା…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଶେଷରେ ଆଖିବୁଜିଲେ ପୀଡ଼ିତା

କୋରୁକୋଣ୍ଡା,୮୪(ଡି.ଏନ୍‌. ଏ.): ବଳାତ୍କାରର ଶୀକାର ହୋଇଛନ୍ତି ଜଣେ ନାବାଳିକା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମାଲକାନଗିରି ଜିଲାରେ। ଗତ କିଛିଦିନ ତଳେ ଏହି ଜିଲାରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିବାହରେ ଜଣେ ନାବାଳିକା ନାଚ ଗୀତରେ ମସ୍‌ଗୁଲ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri