୭ ନଭେମ୍ବରରେ ମାତାପିତା ହେଲେ କ୍ୟାଟ୍ରିନା-ଭିକି, ଏହି ନମ୍ବର ସହ ଦମ୍ପତିଙ୍କର ରହିଛି ବିଶେଷ କନେକ୍ସନ!
ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି, ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ୪୨ ବର୍ଷ ବୟସରେ, ଅଭିନେତ୍ରୀ ନଭେମ୍ବର ୭ ତାରିଖ ଶୁକ୍ରବାର ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ…
ରେଳଲାଇନରୁ ମିଳିଲା ମାଇନ୍ସ ବ୍ୟବସାୟୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା, ଖୋଜୁଛି ପୋଲିସ
କୋରାପୁଟ,୭।୧୧(ଅମିତାଭ ବେହେରା ): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଡୁମୁରିପୁଟ ରେଳ ରାସ୍ତା କଡରେ ଏକ ମୃତଦେହକୁ କୋରାପୁଟ ରେଲୱେ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲ କଲେଜକୁ ପଠାଇଛି। ଏନେଇ ରେଲୱେ ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା…
ଆଉ କିଛି ଘଣ୍ଟାରେ ଘରେ ପହଞ୍ଚିଥାନ୍ତେ,ଅଧାବାଟରେ ଟ୍ରେନରୁ ଖସିପଡ଼ିଲେ: ଆଉ ତା’ପରେ…
ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ):ଗଞ୍ଜାମରେ ଦିନକୁ ଦିନ ବଢୁଛି ଦାଦନ ଦୁଃଖ। ରୋଜଗାର ନ ମିଳିବାରୁ ପେଟ ପାଇଁ ଦାଦନ ହୋଇ ରାଜ୍ୟ ବାହାରକୁ ଯାଇ ଶବ ହୋଇ ନିଜ ଭିଟାମାଟି ଫେରୁଛନ୍ତି। ଆଉ କିଛି ଘଣ୍ଟା ହୋଇଥିଲେ ଘରେ ପହଞ୍ଚିଥାନ୍ତେ, କିନ୍ତୁ…
ଘରେ କେତେ ରୂପା ରଖିପାରିବେ? ଜାଣନ୍ତୁ କ’ଣ ରହିଛି ନିୟମ
ଯଦି ଆପଣଙ୍କ ଘରର ଆଲମାରୀ କିମ୍ବା ଲକରରେ ରୂପା ପାତ୍ର, ମୁଦ୍ରା କିମ୍ବା ଅଳଙ୍କାର ସଜାଡ଼ି ରଖିଛନ୍ତି କି? ତେବେ ମନରେ ନିଶ୍ଚୟ ଏହି ପ୍ରଶ୍ନ ଆସୁଥିବ ଯେ ଆପଣ ନିଜ ପାଖରେ କେତେ ରୂପା ରଖିପାରିବେ। ଏବଂ ତାହାର କୌଣସି…
ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଯିଏ କରିଥିଲେ ଭବିଷ୍ୟବାଣୀ, ଜାଣନ୍ତୁ ଏବେ ବିହାର ନିର୍ବାଚନକୁ ନେଇ କ’ଣ କହିଲେ
ପାଟନା,୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ୧୨୧ ଆସନରେ ବମ୍ପର ମତଦାନ ପରେ, ଭବିଷ୍ୟବାଣୀର ଲହରୀ ଆରମ୍ଭ ହୋଇଛି। ଭାଜପା ନେତା ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାବି କରିଛନ୍ତି ଯେ ଏନଡିଏ ୧୦୦ ଆସନ ଜିତିବ। ମହାମେଣ୍ଟର ନେତୃତ୍ୱ ନେଉଥିବା…
ବିଶ୍ୱକୁ ୧୫୦ଥର ଧ୍ୱଂସ କରିବାର କ୍ଷମତା ଆମ ପାଖରେ ଅଛି : ଟ୍ରମ୍ପ
ଓ୍ବାଶିଂଟନ୍,୭।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତାଙ୍କ ପାଖରେ ବିଶ୍ୱକୁ ଅନେକ ଥର ଧ୍ୱଂସ କରିବା ପାଇଁ ଯଥେଷ୍ଟ ପରମାଣୁ ଅସ୍ତ୍ର ଅଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତକୁ ‘ପ୍ରଚଣ୍ଡ’…
ଶ୍ରେଣୀଗୃହ ଅଭାବ, ସ୍କୁଲ ବାରଣ୍ଡାରେ ଚାଲିଛି ପାଠପଢ଼ା
ଲଖନପୁର,୭ା୧୧(ଗୌତମ ସାହୁ)- ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରି କି ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରାଯାଉଛି। ନିକଟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଝାରସୁଗୁଡ଼ା ଶିକ୍ଷା ଜିଲା ରାଜ୍ୟସ୍ତରରେ ପ୍ରଥମ ସ୍ଥାନ…
ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ନୂଆପଡ଼ା ଛାଡ଼: ଦେହ ଖରାପ କହିଲେ ହେବ…
ନୂଆପଡ଼ା,୭।୧୧(ମକାରୁ ବେମାଲ): ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରିଛନ୍ତି। ପ୍ରେସମିଟ କରି୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ…
କାହାସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଜିନପିଙ୍ଗ? ସାଟେଲାଇଟ ଫଟୋରେ ଏମିତି ଖୋଲିଲା ରାଜ୍ ସଭିଏଁ ଆଶ୍ଚର୍ଯ୍ୟ
ବେଜିଂ,୭।୧୧: ଚାଇନା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଡ୍ରାଗନ ୨୦୨୦ ମସିହାରୁ ଏହାର କ୍ଷେପଣାସ୍ତ୍ର ଉତ୍ପାଦନ ସୁବିଧାକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି, ଯାହା ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ପାଇଁ ଏକ ସିଧାସଳଖ ଚ୍ୟାଲେଞ୍ଜ ସୃଷ୍ଟି କରିଛି।…
ବନ୍ଦେ ମାତରମ ୧୫୦ ତମ ଜୟନ୍ତୀ: ଚିତ୍ତକର୍ଷ ସାଜଡିଲା …
ତୁମୁଡିବନ୍ଧ,୭।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ସ୍ଥାନୀୟ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତର ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ର ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଭବ୍ୟ ଅବସରରେ ତୁମୁଡିବନ୍ଧ ଅଗ୍ନିଶମ…
ସେଭିଂ ଆକାଉଣ୍ଟ ଉପରେ ଆୟକର ବିଭାଗର ନଜର, ଏହି ଲିମିଟ୍ରୁ ଟଙ୍କାଟିଏ ବି ଅଧିକ ହେଲେ ଆସିଯିବ ନୋଟିସ
ନୂଆଦିଲ୍ଲୀ,୭।୧୧: ସାଧାରଣତଃ ଲୋକେ ଭାବନ୍ତି ଯେ ବ୍ୟାଙ୍କରେ ଟଙ୍କା ଜମା କରିବା ସମ୍ପୂର୍ଣ୍ଣ ନିରାପଦ। କିନ୍ତୁ ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ନିର୍ଦ୍ଧିଷ୍ଟ ସୀମା ଅପେକ୍ଷା ଅଧିକ ନଗଦ ଟଙ୍କା ବ୍ୟାଙ୍କରେ ଜମା କରନ୍ତି, ତେବେ ଏହା ଆୟକର ବିଭାଗର…
ଶସ୍ତାରେ ହଳଦୀପତ୍ର ନେଉଛନ୍ତି ଦଲାଲ: ଚାଷୀ ନିରାଶ
ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): ଆଗକୁ ରହିଛି ପ୍ରଥମାଷ୍ଟମୀ ଏଥିପାଇଁ ଆବଶ୍ୟକ ପଡେ ହଳଦୀ ପତ୍ର। ଘରର ବଡ଼ ଝିଅ ଓ ପୁଅଙ୍କ ମଙ୍ଗଳ କାମନା କରି ପରିବାର ଲୋକ ପ୍ରଥମାଷ୍ଟମୀ ପାଳନ କରନ୍ତି। ତେବେ ଏହି ପର୍ବରେ ଏଣ୍ଡୁରି ପିଠା…
Archives


