ରାଜଧାନୀରେ ଲୋକାଲ ସଂକ୍ରମଣ ବଢ଼ୁଛି: ଆଜି ଚିହ୍ନଟ ହେଲେ ୩୧୧ ପଜିଟିଭ୍
ଭୁବନେଶ୍ୱର,୧୬।୪(ବ୍ୟୁରୋ): ଡରାଇଲାଣି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୩୧୧ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ…
ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ କରୋନା ପଜିଟିଭ୍: ୧୭ରେ ଶେଷ ହେବ କୁମ୍ଭମେଳା
ହରିଦ୍ୱାର,୧୬।୪: କରୋନା ପ୍ରକୋପ ମଧ୍ୟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ସାହି ସ୍ନାନ ସମୟରେ ଲକ୍ଷାଧିକ ସାଧୁ ସନ୍ଥ ଏକାଠି ହୋଇଥିବା ବେଳେ କେତେଜଣ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇସାରିଛନ୍ତି। ଏହିକ୍ରମରେ କୁମ୍ଭମେଳାରେ ସାମିଲ ହୋଇଥିବା ନିରଞ୍ଜନୀ ଆଖଡାର…
ସ୍ମିଥଙ୍କୁ ନ ଖେଳାଇବାକୁ ନେଇ ପନ୍ତଙ୍କ ଉପରେ ରାଗିଲେ ପ୍ରଶଂସକ: କହିଲେ…
ନୂଆଦିଲ୍ଲୀ,୧୬।୪: ଆଇପିଏଲ୍-୨୦୨୧ର ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଥିଲା। ଚଳିତ ଟୁର୍ନାମେଣ୍ଟରେ ଏହା ରାଜସ୍ଥାନର ପ୍ରଥମ ବିଜୟ ହୋଇଥିବା ବେଳେ ଦିଲ୍ଲୀର ପ୍ରଥମ ପରାଜୟ। ଏହାକୁ ନେଇ ଦିଲ୍ଲୀର ପ୍ରଶଂସକମାନେ ଅଧିନାୟକ…
ମାସ୍କ ଚେକିଂ ବେଳେ ଅଘଟଣ : ପୋଲିସକୁ ଧକ୍କା ଦେଇ ଚାଲିଗଲେ ଅମାନିଆ ଗାଡ଼ିଚାଳକ
ରାୟଗଡା ଅଫିସ,୧୬।୪: ରାୟଗଡା ସ୍ଥିତ କପିଳାସ ଛକ ନିକଟରେ ଶୁକ୍ରବାର ମାସ୍କ ଚେକିଂ ଚାଲିଥିଲା। ଏହି ସମୟରେ ଅମାନିଆଙ୍କ ବୁଲେଟ ଧକ୍କାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ବୁଲେଟ୍ରେ ଯାଉଥିବା ଜଣେ ଅମାନିଆ ମାସ୍କ ପିନ୍ଧି ନ ଥିବାରୁ ପୋଲିସ…
କରୋନାକୁୁ ଜିତିବାକୁ ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ କରିବାକୁ ପଡ଼ିବ ଏହି କାମ: ପୁନାଓ୍ବାଲା
ନୂଆଦିଲ୍ଲୀ,୧୬।୪: ଦେଶ ଓ ବିଶ୍ୱରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ସର୍ବବୃହତ ଭାକ୍ସିନ ତିଆରି କରୁଥିବା କମ୍ପାନୀ ସିରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍ଆଇଆଇ)ର ସିଇଓ ଅଦାର ପୁନାଓ୍ବାଲା। ସେ…
କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଧାରଣା
କେସିଙ୍ଗା,୧୬।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ମହାବିଦ୍ୟାଳୟର + ୩ ତୃତୀୟ ସେମିଷ୍ଟାରର ଛାତ୍ରୀଛାତ୍ର ମାନେ ଏକ ଶାନ୍ତିପୂଣ୍ଣ ର୍ ଧାରଣା ଦେଇଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ପରିସ୍ଥିତିରେ…
ଏମ୍ବିଏ ପରେ ବ୍ୟବସାୟ କରିବାକୁ ଚାହୁଁଥିଲେ, ହେଲେ କମେଡିଆନ୍; ଜାଣନ୍ତୁ କ’ଣ କରନ୍ତି ସେହି ‘ବଚ୍ଚା ଯାଦବ’ଙ୍କ ସ୍ତ୍ରୀ
ବମ୍ବେ: କିକୁ ଶାରଦା। କମେଡି ଦୁନିଆର ଜଣେ ପରିଚିତ ନାମ। ଗତ କିଛି ବର୍ଷ ଧରି ସେ ଦର୍ଶକଙ୍କୁ ହସାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କମେଡି କିଙ୍ଗ କୁହାଯାଉଥିବା କପିଲ ଶର୍ମାଙ୍କ ଶୋ’ରେ ତାଙ୍କୁ ଭଳିକି ଭଳି ରୂପରେ ଦେଖିବାକୁ…
ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର
କୋରାପୁଟ,୧୬।୪(ଡି.ଏନ୍.ଏ.): ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ପୋଡ଼ାଗୁଡ଼ାରେ। ଘର ଲିପିବା ପାଇଁ ୪ ମହିଳା ପଟ୍ଟାଙ୍ଗୀର ମିରିୟାଲିଗୁଡ଼ାକୁ…
୧୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ; ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୬।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋକିବା ନିମନ୍ତେ କଠୋର ପଦକ୍ଷେପର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦଶମ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା।…
କରୋନା ଟିକା ନେବାପରେ ହୃଦ୍ଘାତରେ ଆକ୍ରାନ୍ତ ହେଲେ ଏହି ପ୍ରସିଦ୍ଧ ଅଭିନେତା !
ତାମିଲର ଲୋକପ୍ରିୟ ଅଭିନେତା ବିବେକ ଦୃଦ୍ଘାତରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ମ୍ୟାନେଜର ନିଖିଲ ମୁରୁଗନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ମ୍ୟାନେଜର…
୧୨ ଦିନ ପାଣି ପିଇ କମାଇଲେ ଓଜନ, ଚର୍ଚ୍ଚାରେ ଏହି ମଡେଲ
କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର ନାହିଁ। ଏବେ ଚାଇନାର ଜଣେ ମଡେଲ ତଥା ଅଭିନେତ୍ରୀ ବର୍ତ୍ତମାନ ଡାଏଟ୍ କରି ଚର୍ଚ୍ଚାକୁ…
୨୦୨୦ରେ ସ୍ବାମୀ କୋହଲିଙ୍କ ସହ ବିତାଇଥିବା ଏହି ବିଶେଷ ମୁହୂର୍ତ୍ତକୁ ମନେ ପକାଇଲେ ଅନୁଷ୍କା: ହେଲେ ଭାବପ୍ରବଣ
କରୋନା ଭାଇରସ ବୃଦ୍ଧି ଯୋଗୁ ମହାରାଷ୍ଟ୍ରରେ ୧୫ ଦିନ ଲକ୍ଡାଉନ୍ ଜାରି କରାଯାଇଛି। ତେଣୁ ଏବେ ସାଧାରଣ ଲୋକଙ୍କ ଠାରୁ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ସମୟ ବିତାଉଛନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏବେ ଘରେ ଅଛନ୍ତି। ଏହି ସମୟରେ…
Archives


