ଦିନକ ପରେ ଆଫଗାନିସ୍ତାନରେ ସରକାର ଗଢ଼ିବ ତାଲିବାନ!

କାବୁଲ,୨ ।୯: ଆଫଗାନିସ୍ତାନ ଉପରେ ପାଖାପାଖି ୨ ସପ୍ତାହ ହେବ ତାଲିବାନ କବଜା କରିବା ପରେ ଶୁକ୍ରବାର ସେ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଜୁମେ ନମାଜ ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ । ତାଲିବାନ ୧୫ ଅଗଷ୍ଟରେ ରାଜଧାନୀ କାବୁଲକୁ ନିଜ କବଜାକୁ ଆଣିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବଜାକୁ ନେଇ ଯାଇଛି । ଏହାପରେ ଆମେରିକା ସେନା ଘର ବାହୁଡିବା ପରେ ଇସଲାମିକ ଆତଙ୍କବାଦି ସଙ୍ଗଠନ ଏହି ଖୁସିରେ ଉତ୍ସବ ପାଳନ କରିଥିବା ଦେଖାଯାଇଥିଲା । ଏହାସହ ଦଶକ ଦଶକ ଧରି ଯୁଦ୍ଧ ଚାଲିବା ପରେ ଏବେ ଶାନ୍ତି ଫେରିବ ବୋଲି ଅନୁମାନ କରାଯାଉଛି । ଆମେରିକା ସେନା ଫେରିବା ପୂର୍ବରୁ ତାଲିବାନ ଯେଉଁ ଦେଶ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ଏବେ ସେ ଏମିତି ଏକ ଦେଶକୁ ଶାସନ କରିବାକୁ ଯାଉଛି ଯିଏ ଅନ୍ତରାଷ୍ଟ୍ରୀୟ ସହାୟତା ଉପରେ ନିର୍ଭର କରିଥାଏ । କାରଣ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ଖୁବ୍ ଖରାପ ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ କନ୍ୟାକୁ ଟେକିଦେଲେ ସେନା ହାତରେ

କାବୁଲ,୧୯।୮ : ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଆଫାଗାନିସ୍ତାନକୁ କବ୍‌ଜା କରି ନେବା ପରଠାରୁ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ...

୨୯ବର୍ଷ ପରେ ଏହି ଦେଶରେ ଦେଖିବାକୁ ମିଳିଲା ବିରଳ ଧଳା ହ୍ବେଲ

କାନବେରା,୧୯।୬: ଦକ୍ଷିଣ ଅଷ୍ଟ୍ରେଲିଆର ଏକ ସମୁଦ୍ରରେ ୨୯ବର୍ଷ ପରେ ଏକ ବିରଳ ଧଳା ହମ୍ପବେକ ହ୍ବେଲ ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୯୧ରେ ଏହି ହ୍ବେଲକୁ...

ଥରିଲା ପିଓକେ

ଇସ୍‌ଲାମାବାଦ,୬।୧୦: ପିଓକେ ବା ପାକ୍‌ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି...

ମ୍ୟାଲେରିଆ ଚିହ୍ନିବାକୁ ନୂଆ ଉପାୟ

କାନବେରା, ୧୨।୧୨ : ବିଶ୍ୱବ୍ୟାପୀ ପ୍ରତିବର୍ଷ ମ୍ୟାଲେରିଆରେ ଅନେକ ହଜାର ଲୋକ ପ୍ରାଣ ହରାଉଛନ୍ତି। ବହୁ ସମୟରେ ଉପଯୁକ୍ତ ନିଦାନ ଅଭାବ ଯୋଗୁ ସଂକ୍ରମିତ ବ୍ୟକ୍ତି...

ଆମେରିକା ସହ ବନ୍ଧୁତା ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ହାତରୁ କ୍ଷମତା ହରାଇବା ପଛରେ ବୈଦେଶିକ ହସ୍ତକ୍ଷେପ ବିଷୟରେ କହୁଥିବାବେଳେ ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ୍‌...

ପ୍ରତିନିଧି ସଭାକୁ ୫ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ

ଓ୍ବାଶିଂଟନ,୧୧ା୧୧:ଆମେରିକାର ମିଡ୍‌ଟମର୍‌ସରେ ଡେମୋକ୍ରାଟିକ୍‌ ପାର୍ଟିର ରେକର୍ଡ ସଂଖ୍ୟକ ୫ ଭାରତୀୟ ବଂଶୋଦ୍ଭବ ଆଇନ ପ୍ରଣେତା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଛନ୍ତି। ରାଜା କ୍ରିଷ୍ଣାମୂର୍ତ୍ତି, ରୋ...

ସାମ୍ନାକୁ ଆସିଲା ତୁର୍କୀର ସାଟେଲାଇଟ୍‌ ଚିତ୍ର, ଏଥିରେ ରହିଛି ଭୟଙ୍କର ଦୃଶ୍ୟ

ଆଙ୍କାରା,୯ା୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଦେଶର ଚେହେରା ପୂରା ବଦଳି ଯାଇଛି। ଖବର ଅନୁଯାୟୀ, ଏହି ଭୟଙ୍କର...

୪ ଅପହୃତ ଭାରତୀୟଙ୍କ ମୃତ ଦେହ ମିଳିଲା, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୬।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଅପହୃତ ହୋଇଥିବା ଚାରିଜଣ ଭାରତୀୟ ମୂଳ ଲୋକଙ୍କର ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ଦମ୍ପତି...

Advertisement
Archives

Model This Week