୪୦ ବର୍ଷରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇସାରିଥିଲେ ସିଦ୍ଧାର୍ଥ; ଆଗକୁ ହାତରେ ଥିଲା…

ବମ୍ବେ: ବୟସ ବା କେତେ। ମାତ୍ର ୪୦ ବର୍ଷ। ସେ କ୍ୟାରିୟରର ଏଭଳି ସମୟରେ ଥିଲେ ତାଙ୍କୁ ବିଭିନ୍ନ କାମ ପାଇଁ ଅଫର୍‌ ମିଳୁଥିଲା। ଏପରିକି ଆଗାମୀ ଦିନରେ କରିବା ପାଇଁ ହାତରେ ଏକରୁ ବଳି ଆରେକ ପ୍ରୋଜେକ୍ଟ ଥିଲା। ହେଲେ ତାହା ହୋଇପାରିଲା ନାହିଁ। ଗୁରୁବାର ସକାଳ ଦୁଃଖଦ ଖବର ନେଇ ଆସିଲା। ଆମେ କଥା ହେଉଛୁ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ବିଷୟରେ।

ବଲିଉଡ୍‌ ସହ ଟେଲି ପରଦାର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ ସିଦ୍ଧାର୍ଥ ନିଜର ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ। ୨୦୦୮ରେ ସେ ‘ବାବୁଲ କା ଆଙ୍ଗନ ଛୁଟେନା’ରୁ ଅଭିନୟରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଦିଲ୍‌ ସେ ଦିଲ୍‌ ତକ’, ‘ବାଳିକା ବଧୁ’, ଫିଅର ଫ୍ୟାକ୍ଟର: ଖତରୋ କେ ଖିଲାଡି ଏବଂ ବିଗ୍‌ବସ୍‌ ସିଜିନ୍‌ ୧୩ରେ ନଜର ଆସିଥିଲେ।

ଖୁବ୍‌ କମ୍‌ ଦିନରେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଥିଲେ। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧.୨ ମିଲିୟନ ଡଲାର ଥିଲା। ଏହାର ଭାରତୀୟ ମୂଲ୍ୟ ୮.୮ କୋଟି ଟଙ୍କା। ଧାରାବାହିକ ଏବଂ ବିଜ୍ଞାପନରୁ ସେ ଭଲ ଆୟ କରୁଥିଲେ।

ସିଦ୍ଧାର୍ଥ ବମ୍ବେର ପୋସ୍‌ ଅଞ୍ଚଳରେ ଏକ ଘର କିଣିଥିଲେ। ତାଙ୍କ ପାଖରେ ବିଏମ୍‌ଡବ୍ଲୁ ଭଳି ଦାମୀ ଗାଡ଼ି ଥିଲା। ସେ ବାଇକ୍‌ ଚଳାଇବାକୁ ପସନ୍ଦ ମଧ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଟୁଇଟ୍‌ରେ ୧ ଲକ୍ଷ ଟଙ୍କା ସହାୟତା କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଶଂସକଙ୍କ ସହାୟତା କରି ଚର୍ଚ୍ଚାରେ ଟଲିଉଡ୍‌ ବିଉଟି କାଜଲ ଅଗ୍ରଓ୍ବାଲ। ସେ ଜଣେ ଯୁବତୀଙ୍କ ପାଠପଢ଼ା ନିମନ୍ତେ ଏକ ଲକ୍ଷ ଟଙ୍କା ଦେଇଛନ୍ତି। ଏହା...

ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ...

‘ମାୟାବିନୀ ମୌସୁମୀ’ରେ ନାରୀର କଥା

ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏନ୍‌ସିବି ରାଡାରରେ ଆସିପାରନ୍ତି ବଲିଉଡ୍‌ର ଆଗଧାଡିର ଅଭିନେତା

ମୁମ୍ବାଇ,୨୯ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି...

ଆଲିଆଙ୍କୁ ଆଉ ଏକ ସଫଳତା, ଭେରାଇଟି ୨୦୨୩ ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ପାଇଲେ ସ୍ଥାନ

ମୁମ୍ବାଇ: ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଫାଇନ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ବୋଲି ଗଣା ହୋଇଥାଆନ୍ତି । ଏବେ ତାଙ୍କର ପ୍ରଶଂସା କେବଳ ଦେଶ କାହିଁକି ବିଦେଶରେ...

‘ମୋ ସହ ସେଲ୍‌ଫି ନେଲେ ଟଙ୍କା ଦେବାକୁ ପଡ଼ିବ’

ମୁମ୍ବାଇ: ‘ବିଗ୍‌ବସ୍‌ ଓଟିଟି’ରୁ ଚର୍ଚ୍ଚାରେ ରହିଆସୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ ଲଗାତର ନିଜର ଫ୍ୟାଶନକୁ ନେଇ ଚର୍ଚ୍ଚାରେ। ସେ ତାଙ୍କ ଷ୍ଟାଇଲ୍‌ ଏବଂ ଲୁକ୍‌କୁ ନେଇ...

ସରୋଗେସୀରେ ଛୁଆର ହୋଇଥିଲା ମୃତ୍ୟୁ, ୪ ବର୍ଷର ସଂଘର୍ଷ ପରେ…

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଏବଂ ତାଙ୍କ ସ୍ବାମୀ ଆର୍‌ଜେ ଅନ୍‌ମୋଲ। ଦୁଇ ବର୍ଷ ପୂର୍ବେ...

Advertisement
Archives

Model This Week