Posted inଖେଳ

ବର୍ଷେ ପୂର୍ବରୁ କଥା ଭିନ୍ନ ଥିଲା; ଏବେ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ…

ନୂଆଦିଲ୍ଲୀ,୯।୯: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିଲାଗି ୧୫ ଜଣିଆ ସଦସ୍ୟ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ଏକ ବର୍ଷ ପୂର୍ବେ ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଟିମ୍‌ରେ କେହି ଜାଣି ନ ଥିଲେ, କିନ୍ତୁ ଏହି ଧୁରନ୍ଧର ନିଜର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଚକିତ କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସହ ଟି-୨୦ ସିରିଜରେ ସେ ଧମାଲ କରିଥିଲେ। ଏଯାବତ ସେ ତିନୋଟି ଦିନିକିଆରେ ୧୨୪ ରନ୍‌ କରିଥିବା ବେଳେ ଟି-୨୦ରେ ୧୩୯ ରeନ୍‌ କରିଛନ୍ତି। ବିଶେଷକରି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ମୁମ୍ବାଇ,୯।୫: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ ପଡି ମୁମ୍ବାଇ ଇଣ୍ଡିଆନ୍ସ ନିଜର ୧୧ତମ ମ୍ୟାଚ୍‌ ଖେଳିବ। ମୁମ୍ବାଇ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ...

ଡି ଭିଲିୟର୍ସଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ବାଙ୍ଗାଲୋର,୧।୪: ଆଇପିଏଲର ୧୪ତମ ସଂସ୍କରଣ ପୂର୍ବରୁ ସର୍ବକାଳୀନ ଆଇପିଏଲ ଦଳ ଘୋଷଣା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ। ଦଳରେ...

ଉପହାର ପାଇ ଭାବପ୍ରବଣ ହେଲେ କୋହଲି

ୟୁଏଇ,୨୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ଚଳିତ ସିଜିନର ୩୧ତମ...

ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଜିକ୍ୱେବର୍ହା, ୧୮ା୨(ପି.ଟି.): ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଶନିବାର ବିଶ୍ୱର ଦୁଇ ନମ୍ବର ଦଳ ଇଂଲଣ୍ଡକୁ ଭେଟିବ। ହରମନପ୍ରୀତ କୌରଙ୍କ ଦଳ ପୂର୍ବରୁ...

ବର୍ଷା ଲାଗି ବାତିଲ ହେଲା ୨ ମ୍ୟାଚ୍‌

ମେଲବୋର୍ନ,୨୮ା୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି ୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍‌...

ଭାରତୀୟ ହାଇକମିଶନରଙ୍କୁ ଭେଟିଲେ ବିରାଟ ବାହିନୀ

ଓ୍ବେଲିଂଟନ, ୨୦।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏଥିପୂର୍ବରୁ ବିରାଟ...

କ୍ରିକେଟକୁ ଅଲବିଦା କହିଲେ ୨୦୧୧ ବିଶ୍ୱକପ୍‌ ହିରୋ

କଲମ୍ବୋ, ୨୩।୨ : ୨୦୧୧ ବିଶ୍ୱକପ୍‌ ହିରୋ ତଥା ଶ୍ରୀଲଙ୍କା ଦଳର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।...

ଆଇପିଏଲ୍‌- ୧୪: କୋଲକାତା- ହାଇଦ୍ରାବାଦ ମୁକାବିଲା ଆଜି

ଚେନ୍ନାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତୃତୀୟ ମ୍ୟାଚରେ ରବିବାର ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ।...

Advertisement
Archives

Model This Week