ଏହି ରାଜ୍ୟରେ ମେ’୨୫ ଯାଏ ବଢ଼ିଲା ଲକ୍ଡାଉନ
ପାଟନା,୧୩।୫: ବିହାରରେ ବର୍ଦ୍ଧିତ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକ୍ଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମେ’ ୨୫ ପର୍ଯ୍ୟନ୍ତ ଲକ୍ଡାଉନ ବୃଦ୍ଧି କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ଗୁରୁବାର…
ଆକାଶରୁ ମୂଷା ବର୍ଷା: ଭିଡ଼ିଓ ଭାଇରାଲ…
ମେଲବୋର୍ନ,୧୩।୫: ଏବେ ସୋସିଆଲ୍ ମିଡ଼ିଆରେ ଆକାଶରୁ ମୂଷା ବର୍ଷା ହେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଅଷ୍ଟ୍ରେଲିଆର। ଏକ ଖାଦ୍ୟଶସ୍ୟ ଗୋଦାମ ସଫା ସମୟରେ ଏଭଳି ଘଟିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଗୋଦାମରେ ଥିବା ପମ୍ପ୍ ଭିତରୁ ମୂଷା…
କରୋନା ସଙ୍କଟ ମଧ୍ୟରେ ସାମୁହିକ ଇସ୍ତଫା ଦେଲେ ୧୬ ଡାକ୍ତର
ଉନ୍ନାଓ,୧୩।୫: କରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ଉନ୍ନାଓର ୧୬ଜଣ ସରକାରୀ ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରମାନେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍ସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍ସି)ର ଦାୟିତ୍ୱରେ ରହିଥିଲେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ…
୧୯ ବର୍ଷରେ ପର୍ନଷ୍ଟାର ହେବାକୁ ମନସ୍ଥ କରିଥିଲେ ବେବି ଗର୍ଲ; ଉଲଗ୍ନ ଫଟୋ ଦେଖି ଚମକି ପଡ଼ିଥିଲେ ପରିବାରଲୋକେ; ପରେ…
ବମ୍ବେ: ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି ବେବି ଗର୍ଲ ସନ୍ନି ଲିଓନି। ୧୯୮୧ ମେ’ ୧୩ରେ କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ପ୍ରକୃତ ନାମ କିରନ୍ଜିତ କୌର ବୋହରା। ପଞ୍ଜାବୀ ପରିବାରରେ ଜନ୍ମିତ ସନ୍ନି ୧୯ ବର୍ଷ…
‘ରାଧେ’ ପାଇଁ ପ୍ରଶଂସକ ପାଗଳ: ରିଲିଜ୍ ହେଉ ହେଉ କ୍ରାସ୍ ହେଲା ସର୍ଭର
ବମ୍ବେ: ଶେଷ ହୋଇଛି ଦୀର୍ଘଦିନର ଅପେକ୍ଷା। ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘ରାଧେ’। ଟ୍ରେଲର ରିଲିଜ ପରଠାରୁ ପ୍ରଶଂସକଙ୍କ ମନରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିଯାଇଥିଲା। ଇଦ୍ ଅବସରରେ ଏହା ପରଦାକୁ ଆସିବା ପରେ ସର୍ଭର…
ନମ୍ବର-୧ ହେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୩।୫: ଆଇସିସି ପକ୍ଷରୁ ଗୁରୁବାର ତାଜା ଟେଷ୍ଟ ଟିମ୍ ର଼୍ୟାଙ୍କିଂ ଜାରି କରାଯାଇଛି। ଏଥିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲିଷ୍ଟ ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ଟିମ୍କୁ ଗୋଟିଏ ରେଟିଂ…
ଆଇପିଏଲ୍ ସ୍ଥଗିତ ହେବାପରେ ବି ଏହିସବୁ ଖେଳାଳିଙ୍କୁ ମିଳିବ ପୂରା ଟଙ୍କା
ନୂଆଦିଲ୍ଲୀ, ୧୩।୫: କରୋନା ଯୋଗୁ ଆଇପିଏଲ ୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି। ଏହା ସତ୍ତ୍ୱେ ଡେଭିଡ ୱାର୍ଣ୍ଣର, ପ୍ୟାଟ କମିନ୍ସ ଏବଂ ଷ୍ଟିଭନ ସ୍ମିଥ୍ଙ୍କ ପରି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ଟୁର୍ନାମେଣ୍ଟ ବାତିଲ ହେବା ସ୍ଥିତିରେ ବିଭିନ୍ନ ବୀମା…
ଏହି ଅଭିନେତ୍ରୀଙ୍କ ଆବ୍ସ ଦେଖି ଏମିତି କହିଦେଲେ ଅର୍ଜୁନ
‘ଖତ୍ରୋଂ କେ ଖିଲାଡି ୧୧’ ଶୁଟିଂ ପାଇଁ ଏବେ କିଛି ଟେଲି ଅଭିନେତା/ଅଭିନେତ୍ରୀ କେପଟାଉନରେ ଅଛନ୍ତି। ସେଠାରେ ସେମାନେ ନେ ଅନେକ ଫଟୋସୁଟ ମଧ୍ୟ କରୁଛନ୍ତି। ସେଲିବ୍ରିଟିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଟିଭି…
ସୋସିଆଲ ମିଡିଆରେ ରିୟାଙ୍କ ଲମ୍ବାଚଉଡ଼ା ପୋଷ୍ଟ, ଏଥିରେ ଲେଖାଅଛି ଏମିତି କିଛି…
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ନିଜକୁ ସୋସିଆଲ ମିଡିଆଠାରୁ ଦୂରେଇ ରଖିଥିଲେ। ମାତ୍ର ଏହି କିଛିଦିନ ହେବ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ହୋଇଯାଇଛନ୍ତି। ରିୟା ଧୀରେ ଧୀରେ…
ପାଣିରୁ ବ୍ୟାପେ ନାହିଁ କରୋନା ସଂକ୍ରମଣ: ବିଶେଷଜ୍ଞ
ଲକ୍ଷ୍ନୌ/ପାଟନା,୧୩।୫: କରୋନା ମହାମାରୀ ଦେଶରେ ତାଣ୍ଡବ ରଚିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବି କମ୍ ପଡ଼ିଯାଉଛି। ଫଳରେ ଉତ୍ତରପ୍ରଦେଶ ଓ ବିହାରର ସୀମାରେ ଥିବା…
ଦେଶରେ ଅକ୍ସିଜେନ ଅଭାବରୁ ୧୫୦ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। କରୋନାର ଏହି ନୂଆ ଷ୍ଟ୍ରେନ୍ ସାଂଘାତିକ ହୋଇଥିବା ବେଳେ ଇତିମଧ୍ୟରେ ଦେଶରେ ଅକ୍ସିଜେନର ଅଭାବ ଦେଖାଦେଇଛି। ଏଥିଯୋଗୁ ଏପର୍ଯ୍ୟନ୍ତ ଦେଶରେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ତେବେ ରୋଗୀଙ୍କ…
ଗଞ୍ଜାମରେ ଦାୟିତ୍ୱ ନେଲେ ନୂତନ ଏଡିଏମ୍
ଛତ୍ରପୁର,୧୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାର କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମରେ ନୂତନ ଅତିରିକ୍ତ ଜିଲାପାଳ ଭାବେ ଲୀନା କୁମାରୀ ଖେସ୍ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୧୯୯୭ ମସିହା ବ୍ୟାଚ୍ର ଏହି…
Archives


