Posted inଫୁରସତ

ମୋଟରସାଇକେଲରେ ଯୁବକ ତିଆରି କଲେ ଟଏଲେଟ୍‌ ଫ୍ଲଶ୍‌

ପ୍ରତିଭା କାହା ଦ୍ୱାରା ଆକର୍ଷିତ ହୁଏ ନାହିଁ। ଏହା ଆପଣାଛାଏଁ ଜଣାପଡ଼ିଥାଏ। ଏହି ଉକ୍ତିଟି ସତ ବୋଲି ଅନେକ ଥର ପ୍ରମାଣିତ ହୋଇଛି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କାର୍ଯ୍ୟ ଏତେ ସହଜ ନୁହେଁ। ଯାହାକୁ କରି ଦେଖାଇଛନ୍ତି ଜଣେ ଯୁବକପ୍ରତିଭା।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇଛି, ଯୁବକ ଜଣକ ମୋଟରସାଇକେଲକୁ ଫ୍ଲଶ୍‌ ଟଏଲେଟରେ ପରିଣତ କରିଛନ୍ତି। ଆହୁରି ମଧ୍ୟ ଅନ୍ୟାନ୍ୟ ଜିନିଷ ମଧ୍ୟରେ ବେଶିନ ଏବଂ ଓ୍ବାଶରୁମ୍‌ରେ ମୋଟରସାଇକେଲ ଅଂଶ ବ୍ୟବହାର କରାଯାଇଛି।

ମୋଟରସାଇକେଲଟି କାନ୍ଥରେ ଝୁଲୁଛି ଏବଂ ଏହାର ଏକ ହ୍ୟାଣ୍ଡେଲ ଅଛି। ଏହି ମୋଟରସାଇକେଲ ଫ୍ଲଶ୍‌ ଟଏଲେଟ ସହିତ ସଂଯୁକ୍ତ। ଏଥିରେ ଅଫ୍‌/ଅନ୍‌ ଲାଇଟ୍‌ ମଧ୍ୟ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ମଣ୍ଡପକୁ ରିକ୍ସାରେ ଆସିଲେ ବରକନ୍ୟା, ଭାଇରାଲ ହେଉଛି ଭିଡିଓ

ସମସ୍ତେ ନିଜ ନିଜ ବିବାହ ଦିନଟିକୁ ସ୍ବତନ୍ତ୍ର କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। କିଏ ଘୋଡ଼ା ଗାଡ଼ି ଚଢ଼ି ଆସନ୍ତି...

ପାଣିରେ ମା’ ମାଙ୍କଡ଼ ଛୁଆକୁ କରୁଛି ଏପରି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବିବାହ ଭୋଜିରେ ଖାଦ୍ୟ ପରିବେଷଣକାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ଦେଶରେ ବର୍ତ୍ତମାନ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏକ ବିବାହ ଭୋଜିରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ଦେଖି...

ଅଧିକ ବୁଦ୍ଧିମାନ ହୁଅନ୍ତି ରାତିରେ ଡେରିରେ ଶୋଉଥିବା ଲୋକେ…

ବୌଦ୍ଧିକସ୍ତର ବ୍ୟକ୍ତିର ଖାଦ୍ୟ ଗ୍ରହଣଶୈଳୀ ଶୋଇବା ସମୟ ଉପରେ ନିର୍ଭର କରେ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ...

ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ...

ବର ଶସ୍ତା ଲେହେଙ୍ଗା ପଠାଇବାରୁ ବିବାହ ପାଇଁ ମନା କରିଦେଲା କନ୍ୟା

ଅନେକ କାରଣ ଯୋଗୁ ବାହାଘର ଭାଙ୍ଗିଯାଏ। ଆପଣ କେବେ ଶୁଣିଥିଲେ କି ଏକ ଲେହେଙ୍ଗା ପାଇଁ ବାହାଘର ଭାଙ୍ଗିଯାଇଛି। ଉତ୍ତରାଖଣ୍ଡର ହାଲଡୱାନିଙ୍କ ଏହି ଘଟଣା ଆପଣଙ୍କୁ...

ମୃତବ୍ୟକ୍ତିଙ୍କୁ ବିବାହ

ନୂଆଦିଲ୍ଲୀ: ମୃତ ବ୍ୟକ୍ତିଙ୍କୁ ପୁଣି ବିବାହ କେମିତି କରିହେବ ଏକଥାକୁ ଭାବିବା ବି କଷ୍ଟକର। କିନ୍ତୁ ଏଭଳି ଅଜବ ଘଟଣା ଦେଖିବାକୁ ମିଳେ ଫ୍ରାନ୍‌ସରେ। ଏଠାରେ...

ଦୁଇ ଗୋଡ଼ ବାହାରକୁ କରି ପାଣି କୁଣ୍ଡରେ ଏମିତି ହେଉଛି ହାତୀଛୁଆ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week