ଅବହେଳାରୁ ଖାଇବାତେଲ ଦର ବୃଦ୍ଧି
ଭୁବନେଶ୍ୱର, ୨୭।୫ (ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ପରେ ଏବେ ଖାଇବା ତେଲର ଲଗାତର ଦରବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛି ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାର ତୁଳନାରେ ଭାରତରେ ଖାଇବା ତେଲ ମୂଲ୍ୟ ଅହେତୁକ ଭାବେ ବଢ଼ିଛି। ଏହି ଦରବୃଦ୍ଧି…
ନିଜ ଭିତରେ ଏହି ପରିବର୍ତ୍ତନ ଦେଖୁଥିଲେ ପୁରଷମାନେ ଶୀଘ୍ର କରନ୍ତୁ ବିବାହ
ପ୍ରାୟ ଯୁବକମାନଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ। ସେମାନେ ତାଙ୍କ ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି। ମାତ୍ର ପରବର୍ତ୍ତୀ ସମୟରେ ଜୀବନରେ ଏପରି ସମୟ ଆସେ ଯେତେବେଳେ ଏକୁଟିଆ ବଞ୍ଚିବା ସମ୍ଭବ ହୋଇ ନ ଥାଏ।…
ବିରାଟ କୋହଲି ମୋତେ କରୁଥିଲେ ସ୍ଲେଜିଂ; ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟରଙ୍କ ଖୁଲାସା
ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ କରନ୍ତି। ଏହି କାରଣରୁ ତାଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। କିନ୍ତୁ କୋହଲି ତାଙ୍କ ଶୈଳୀରେ ପରିବର୍ତ୍ତନ କରିନାହାଁନ୍ତି। ଆଇପିଏଲ ୨୦୨୦ର ଏକ ମ୍ୟାଚ ସମୟରେ ଆରସିବି ଅଧିନାୟକ…
ଶ୍ରୀଲଙ୍କା ଜାହାଜରେ ନିଆଁ
ନୂଆଦିଲ୍ଲୀ, ୨୬।୫: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଉପକୂଳରେ ଏମ୍ଭି ଏକ୍ସ-ପ୍ରେସ୍ ପର୍ଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଭାରତୀୟ ତଟରକ୍ଷା ବାହିନୀ (ଆଇସିଜି) ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସାମୁଦ୍ରିକ ପାଟ୍ରୋଲିଂରେ ନିୟୋଜିତ ଥିବା ଭାରତୀୟ…
କୃଷକ ଆନ୍ଦୋଳନକୁ ପୂରିଲା ୬ ମାସ: କଳା ଦିବସ ପାଳିଲେ ଚାଷୀ
ନୂଆଦିଲ୍ଲୀ/ଚଣ୍ଡିଗଡ଼, ୨୬।୫: ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ବୁଧବାର ୬ ମାସ ପୂରିଛି। ଏହି ଅବସରରେ କୃଷକ ସଂଗଠନ ପକ୍ଷରୁ ଦେଶରେ କଳାଦିବସ ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚାଷୀମାନେ କଳାପତାକା ଧରି…
ମିଲ୍ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ସ୍ତ୍ରୀ ଗୁରୁତର
ଚଣ୍ଡିଗଡ଼,୨୬।୫: କିମ୍ବଦନ୍ତୀ ଆଥ୍ଲେଟ ମିଲ୍ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଆଇସିୟୁରୁ ବାହାରକୁ ନିଆଯାଇଛି। ସେ କୋଭିଡ୍ ନିମୋନିଆ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ୮୨ ବର୍ଷୀୟା ସ୍ତ୍ରୀ ନିର୍ମଲ କୌର କୋଭିଡ୍ ନିମୋନିଆ ପୀଡ଼ିତ…
‘ଆଇପିଏଲର ଦ୍ୱିତୀୟାର୍ଦ୍ଧରେ ଧୋନୀ ଭଲ ପ୍ରଦର୍ଶନ କରିପାରନ୍ତି ’
ନୂଆଦିଲ୍ଲୀ,୨୬।୫: ଆଇପିଏଲ-୧୪’ର ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ବ୍ୟାଟ୍ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିପାରନ୍ତି। ଏଭଳି ମତ ରଖିଛନ୍ତି ସିଏସ୍କେ ବୋଲର ଦୀପକ ଚହର। ଚଳିତ ବର୍ଷ ଆଇପିଏଲର ୭ ମ୍ୟାଚ୍ ଖେଳିଥିବା…
ନକଲି ୱେବ୍ସାଇଟ୍ ଖୋଲି ଲୁଟିଥିଲେ ୧୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା
ବରଗଡ଼ ଅଫିସ୍,୨୬।୫: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ବୁଧବାର ଏକ ସାଇବର କ୍ରାଇମର ପର୍ଦ୍ଦାଫାଶ କରିଛି। ଏକ କମ୍ପାନୀ ନାମରେ ୱେବସାଇଟ୍ ଖୋଲି ଜାଲ ଦସ୍ତଖତ କରି ବ୍ୟାଙ୍କ ଉପଭୋକ୍ତାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍ କରି ଲୁଟ୍ କରୁଥିବା ଅଭିଯୁକ୍ତଙ୍କୁ…
ଜିଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ
ଭଦ୍ରକ ଅଫିସ,୨୬।୫: କେହି ଜଣେ ଦୁର୍ବୃତ୍ତ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ନାଁରେ ସୋସିଆଲ ମିଡିଆରେ ଖୋଲିଛନ୍ତି ଫେକ୍ ଆକାଉଣ୍ଟ। ଜିଲାପାଳ ନିଜର ଫେସ୍ବୁକ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ଉକ୍ତ ଫେକ୍ ଆକାଉଣ୍ଟରୁ ଫ୍ରେଣ୍ଡ…
ନିଶ ମୋଡ଼ିବାରୁ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼
ଅହମ୍ମଦାବାଦ,୨୬।୫: ନିଶ ମୋଡ଼ିବା କାରଣରୁ ୨୨ ବର୍ଷୀୟ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଅହମ୍ମଦାବାଦ ଗ୍ରାମୀଣ ଅଞ୍ଚଳ ବିରାମଗାମ ତାଲୁକାର କରାକଠାଲ ଗାଁରେ ଘଟିଛି ଏଭଳି ଘଟଣା। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।…
ଆମ୍ବୁଲାନ୍ସରେ ମହିଳାଙ୍କୁ ଗଣବଳାତ୍କାର
ଜୟପୁର,୨୬।୫: ଖାଦ୍ୟ ଦେବାକୁ କହି ୨୨ ବର୍ଷୀୟା ମହିଳାଙ୍କୁ ଆମ୍ବୁଲାନ୍ସରେ ଗଣବଳାତ୍କାର କରାଯାଇଛି। ରାଜସ୍ଥାନର ଜୟପୁରରୁ ଆସିଛି ଏଭଳି ଏକ ଅଭିଯୋଗ। ଘଟଣାଟି ୨୪ ତାରିଖରେ ଘଟିଥିବା ପୋଲିସ ପକ୍ଷରୁ ବୁଧବାର କୁହାଯାଇଛି। ଜଣେ ବିବାହିତ ମହିଳାଙ୍କୁ ଖାଦ୍ୟ ପ୍ରଲୋଭନ ଦେଖାଇ…
ମୋଟା ଅଙ୍କର ଜରିମାନା ଦେଲେ ଆକମଲ
କରାଚି,୨୬।୫: ପାକିସ୍ତାନ କ୍ରିକେଟ ବୋର୍ଡର ଆଣ୍ଟି କରପ୍ଶନ ରିହାବିଲିଟେଶନ ପ୍ରୋଗ୍ରାମ୍ରେ ସାମିଲ ହେବା ଲାଗି ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ୪୫ ଲକ୍ଷ ଟଙ୍କାର ଜରିମାନା ଗଣିବାକୁ ପଡ଼ିଛି। ଦୁର୍ନୀତି ଆଚରଣବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଆକମଲଙ୍କୁ ୨୦୨୦ ଫେବୃୟାରୀରୁ…
Archives


