Posted inଖେଳ

ନେଟ୍‌ରେ ବୋଲିଂ ଟେଷ୍ଟ ଦେବେ ହାର୍ଦ୍ଦିକ

ଦୁବାଇ,୨୯।୧୦: ଆସନ୍ତା ରବିବାର ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଦୁବାଇରେ ଖେଳାଯିବାକୁ ଥିବା କର ବା ମର ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିପାରନ୍ତି। ଶୁକ୍ରବାର ତାଙ୍କୁ ପ୍ରାକ୍ଟିସ ସେସନ ବେଳେ ପୁଣି ଥରେ ବୋଲିଂ କୁହାଯିବ। ଏହା ଦ୍ୱାରା ତାଙ୍କ ଫିଟ୍‌ନେସ ଯାଞ୍ଚ କରାଯିବ। ଏହା ପରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ତାଙ୍କୁ ଦଳରେ ନିଆଯିବ ନା ନାହିଁ ଜଣାପଡ଼ିବ। ପାଣ୍ଡ୍ୟା ବୁଧବାର ନେଟ୍ସରେ ବୋଲିଂ କରିଥିଲେ। ମିଳିଥିବା ସୂଚନା ମୁତାବକ ଯଦି ଆବଶ୍ୟକତା ପଡ଼େ, ମ୍ୟାଚ୍‌ରେ ପୂରା ୪ ଓଭର ବୋଲିଂ କରିବାକୁ କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭୫୪ ରନ୍‌, ୪ ଶତକ: ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୩: ମୁମ୍ବାଇ କ୍ରିକେଟ ଟିମ୍‌ର ଅଧିନାୟକ ଏବଂ ଓପନର୍‌ ପୃଥ୍ବୀ ଶ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ସେମିଫାଇନାଲ ମୁକାବିଲାରେ କର୍ନାଟକ ବିପକ୍ଷରେ ଉଲ୍ଲେଖନୀୟ...

ଜୟପୁରରେ ପହଞ୍ଚିଲା ନ୍ୟୁଜିଲାଣ୍ଡ ଦଳ

ଜୟପୁର,୧୬।୧୧: ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ସୋମବାର ଜୟପୁରରେ ପହଞ୍ଚିଛି। ଏଠାରେ ବୁଧବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ...

‘ଦ୍ରାବିଡ ଜାଣିଛନ୍ତି ଯେ ତାଙ୍କର ହନିମୁନ୍‌ ଅବଧି ଶେଷ ହୋଇଛି’

ନୂଆଦିଲ୍ଲୀ,୧୦।୯: ଏସିଆ କପ୍‌ ୨୦୨୨ ଟୁର୍ନାମେଣ୍ଟରୁ ଭାରତର ଯାତ୍ରା ଶେଷ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସୁପର-୪ ପର୍ଯ୍ୟାୟରେ ପ୍ରଥମେ ପାକିସ୍ତାନ ଓ...

ଆଇପିଏଲ୍‌ ପ୍ରଦର୍ଶନ ଯୋଗୁ ଚାପ ହଟିଛି: ଶାମି

ସିଡ୍‌ନୀ, ୨୨ା୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଚାପରେ ନ ଥିବା...

ଆରସିିବି ପେସ୍‌ ବୋଲର ଟପ୍‌ଲେ ଆଘାତପ୍ରାପ୍ତ

ବେଙ୍ଗାଲୁରୁ,୪।୪(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପେସ୍‌ ବୋଲର ରିସି ଟପ୍‌ଲେ ଆଘାତପଆପ୍ତ ହୋଇଛନ୍ତି। ଦଳକୁ ଏହା ଆଉ ଏକ ଧକ୍କା। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ...

୩୬ ବର୍ଷର ଅପେକ୍ଷା

ଆପଣ ମୋ କଥାରେ ରାଜି ହୋଇପାରନ୍ତି ଅବା ନ ହୋଇପାରନ୍ତି, କିନ୍ତୁ ଏହା ଲିଓନେଲ ମେସିଙ୍କ ବିଶ୍ୱକପ୍‌ ବୋଲି ମୁଁ କହିବି। ବର୍ତ୍ତମାନ ସେ କେବଳ...

ଭାରତ ପ୍ରଥମେ ମଙ୍ଗୋଲିଆକୁ ଭେଟିବ

ଭୁବନେଶ୍ୱର, ୧୩।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଭାରତ...

୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ଆଇପିଏଲ୍‌ ଦଳ

ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ବୋଲି...

Advertisement
Archives

Model This Week