ଭଜିଙ୍କ ସର୍ବକାଳିନ ଟି୨୦ ଦଳରେ କୋହଲିଙ୍କ ପାଇଁ ସ୍ଥାନ ନାହିଁ
ନୂଆଦିଲ୍ଲୀ,୭।୧୧: ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ରବିବାର ନିଜର ସର୍ବକାଳିନ ଟି୨୦ ଏକାଦଶ ବାଛିଛନ୍ତି। ପୂର୍ବତନ ଓ ବର୍ତ୍ତମାନ ତାରକା ଖଚ୍ଚିତ ଦଳରେ ଭଜିଙ୍କ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ଭଜିଙ୍କ ଦଳରେ ଓପନର ଭାବେ ସ୍ଥାନ…
‘ମୋଦି ଜଣେ ଚତୁର ରାଜନେତା’
ନୂଆଦିଲ୍ଲୀ,୭।୧୧:କଂଗ୍ରେସ ଏମ୍ପି ଶଶି ଥରୁର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ତୁଳନା କରିଛନ୍ତି। ରବିବାର ସେ କହିଛନ୍ତି ସର୍ଦ୍ଦାର ସମଗ୍ର ରାଷ୍ଟ୍ର ତଥା ଗୁଜରାଟୀଙ୍କ ପ୍ରତିନିଧିତ୍ୱ କରୁଥିଲେ। ମୋଦି…
ଶାସ୍ତ୍ରୀଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି ଏହି ଆଇପିଏଲ ଫ୍ରାଞ୍ଚାଇଜ
ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ନୂଆ କରି ସାମିଲ ହୋଇଥିବା ଅହମ୍ମଦାବାଦ୍ ଫ୍ରାଞ୍ଚାଇଜ ସମ୍ଭବତଃ ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀଙ୍କ ସହ ଚୁକ୍ତି କରିପାରେ। ଚଳିତ ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ସହ ଶାସ୍ତ୍ରୀଙ୍କ ଚୁକ୍ତି ଶେଷ…
ବିଜୟର ମନ୍ତ୍ର ଦେଲେ ମୋଦି
ନୂଆଦିଲ୍ଲୀ,୭।୧୧: ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବଚନ ସମ୍ପର୍କରେ ଦଳର କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳ ସାଧାରଣ ଲୋକଙ୍କ ବିଶ୍ୱାସର…
ଦିନ ଥିଲା ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିଲେ, ଏବେ କୋଟିପତି ଅଭିନେତ୍ରୀ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନୁଷ୍କା ସେଟ୍ଟୀ ଜଣେ। ତାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ‘ରୁଦ୍ରମାଦେବୀ, ମିର୍ଚ୍ଚି ଏବଂ ଅରୁନ୍ଧତି’ ଭଳି ହିଟ୍ ଫିଲ୍ମରେ କାମ କରି ବାହାବା ସାଉଁଟିଛନ୍ତି ସେ। ଅନୁଷ୍କା ୧୪୨…
ବିବାଦ ସମାଧାନ ପାଇଁ ଚାଲିଥିଲା ବୈଠକ, ହେଲେ ଫୁଟିଲା ବୋମା
ବ୍ରହ୍ମଗିରି,୭।୧୧(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ସାତପଡ଼ା ନାଥପୁରରେ ବୋମାମାଡ ହୋଇଛି । ଜମି ଜବରଦଖଲକୁ ୨ ସାହି ମଧ୍ୟରେ ଗଣ୍ଡଗୋଳକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ।…
ସରିଲା ଭଦ୍ରକ ପ୍ରସିଦ୍ଧ କାଳୀପୂଜା: ବିଦାୟ ନେଲେ ମା’
ଭଦ୍ରକ ଅଫିସ,୭।୧୧ : ଭଦ୍ରକ ପ୍ରସିଦ୍ଧ କାଳୀପୂଜା ଆଜି ସରୁଛି । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ଶେଷ କରାଯାଇଛି। ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା…
ଉମରଙ୍କୁ ଡେଟ୍ କରୁଛନ୍ତି ସବା !
ବମ୍ବେ: ବିଗ୍ବସ୍ ୧୫ର ପ୍ରତିଯୋଗୀ ଉମର ରିୟାଜ ଏବେ ଚର୍ଚ୍ଚାରେ। ସେ ବିଗ୍ବସ୍ର ପୂର୍ବ ପ୍ରତିଯୋଗୀ ସବା ଖାନ୍ଙ୍କୁ ଡେଟ୍ କରୁଥିବା କୁହାଯାଉଛି। ଉମରଙ୍କ ଭାଇ ଆସିମଙ୍କୁ ସବା ଜାଣନ୍ତି। ଉଭୟ ‘ଗୁନାହ୍ କର୍ଦେ’ ଗୀତରେ ଏକାଠି କାମ କରିଥିଲେ। ସେବେଠାରୁ…
ଚେନ୍ନାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ
ଚେନ୍ନାଇ,୭।୧୧: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡଛି। ୨୦୧୫ ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ ପାଣିରେ ବୁଡ଼ି ରହିଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ନଭେମ୍ବର ୧୦ ଏବଂ…
ଶୁଟିଂ ସେଟରେ ହିଁ ଆମିରଙ୍କୁ ମନ ଦେଇ ବସିଥିଲେ କିରଣ
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶିକା ଭାବେ କିରଣ ରାଓଙ୍କର ଯେତିକି ପରିଚୟ ଅଛି ତା’ଠାରୁ ସେ ଅଧିକ ପରିଚିତ ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ପତ୍ନୀ ଭାବେ । କିରଣ ତେଲେଙ୍ଗାନାରେ ୭ ନଭେମ୍ବର ୧୯୭୩ରେ ଜନ୍ମ ହୋଇଥିଲେ ବି ଦିଲ୍ଲୀରେ…
ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ
ଭବାନୀପାଟଣା,୭।୧୧(ଡି.ଏନ୍.ଏ.): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଉଛି। । ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ବେଳେ ତାଙ୍କ…
୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍
ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି। ବର୍ତ୍ତମାନ ଜେମ୍ସ ଓ୍ବେବ୍ ଟେଲିସ୍କୋପ ମାଧ୍ୟମରେ ଏହି ପଜଲ ସମାଧାନ କରିବାକୁ ଚେଷ୍ଟା କରାଯିବ।…

