କେବଳ କନ୍ୟାର ସୁନ୍ଦରତା ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଘର, ବ୍ୟବସାୟ, ଧନ, ଜୀବନ ଏବଂ ମୋକ୍ଷ ସମ୍ବନ୍ଧୀୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। କେଉଁଭଳି ସ୍ତ୍ରୀଙ୍କୁ ବିବାହ କାହାକୁ କରିବା ଉଚିତ ସେ ବିଷୟରେ ଚାଣକ୍ୟ ମଧ୍ୟ ଅନେକ କଥା ଉଲ୍ଲେଖ କରିଛନ୍ତି। ଜାଣନ୍ତୁ…

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ବୁଦ୍ଧିମାନ ବ୍ୟକ୍ତି ବିବାହ ପାଇଁ ସ୍ତ୍ରୀର ସୁନ୍ଦରତା ଦେଖେନାହିଁ। ବରଂ ତାର ଗୁଣ ଦେଖନ୍ତି।

– ଚାଣକ୍ୟ କୁହନ୍ତି, ଉଚ୍ଚକୂଳର ଅର୍ଥାତ ସଂସ୍କାରୀ ପରିବାରର ଝିଅ ଦେଖିବାକୁ ସୁନ୍ଦର ହୋଇ ନ ଥିଲେ ବି ତାଙ୍କୁ ବିବାହ କରିନେବା ଉଚିତ। କାରଣ ଝିଅର ଗୁଣ ହିଁ ବ୍ୟକ୍ତିର ପରିବାରକୁ ଆଗକୁ ନେଇଥାଏ।

-ବ୍ୟକ୍ତିଙ୍କୁ ବିବାହ ପାଇଁ କନ୍ୟାର ସଂସ୍କାର ଏବଂ ଚରିତ୍ରର ଧ୍ୟାନ ରଖିବା ଉଚିତ।
-ଚାଣକ୍ୟଙ୍କ ଅନୁସାରେ, ଧାର୍ମିକ ଏବଂ ଭଗବାନରେ ବିଶ୍ୱାସ ରଖୁଥିବା କନ୍ୟାର ବିଚାର ଭଲ ହୋଇଥାଏ। ଏହିଭଳି ଝିଅ ଶ୍ରେଷ୍ଠ ପରିବାର ନିର୍ମାଣ କରିବାରେ ସକ୍ଷମ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିତଳେ କଳା ପଡ଼ିଯାଇଛି କି ତା’ହେଲେ ଆପଣାନ୍ତୁ ଏହି ତେଲ

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍‌-ଇ ତେଲ ଖୁବ୍‌ ହିତକାରୀ ହୋଇଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍‌-ଇ ତେଲର ବ୍ୟବହାର କଲେ ଏହାର...

ଘରେ ଏସବୁ ଥିଲେ ବଢ଼େ କଳହ, ଧନହାନିର ସମ୍ଭାବନା: ଅଶୁଭ ଯୋଗୁ ତୁରନ୍ତ କରନ୍ତୁ ଏପରି…

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଖରାପ ଥିଲେ ପରିବାର ଲୋକଙ୍କ ଉନ୍ନତି ହୋଇ ନ ଥାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଫଳରେ ଘରେ...

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ… -ବାଦାମ...

ଆର୍ଥିକ ପ୍ରତିବନ୍ଧକ, ସହକର୍ମୀମାନଙ୍କ ସହିତବଢ଼ୁଛି କି ବିତର୍କ : ବଦଳାନ୍ତୁ ଅଫିସରେ ବସିବା ସ୍ଥାନ

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କାର୍ଯ୍ୟାଳୟ ଏବଂ କାର୍ଯ୍ୟ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଅଫିସର ବାସ୍ତୁ ଖରାପ ହେତୁ ଆର୍ଥିକ ପ୍ରତିବନ୍ଧକ ଏବଂ...

ଭାଷା ବୁଝିବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋକୁ ବ୍ୟବହାର କରାଯାଉଛି। ବିଶେଷଭାବରେ ସ୍ବାସ୍ଥ୍ୟକ୍ଷେତ୍ରରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ସାଧାରଣତଃ ଜଣେ ମଣିଷ ଭାଷାକୁ ମଣିଷ ହିଁ...

ଅନୁଶାସନ

ପିଲାମାନଙ୍କର ବୟସ ବଢ଼ିବା ସହ ସେମାନଙ୍କର ଦାୟିତ୍ୱବୋଧ ବଢ଼ିଥାଏ। ନିଜ କାମ ନିଜେ କରିବା, ନିଜର ଅସୁବିଧା ମା’-ବାପାଙ୍କୁ କହିବା ଏବଂ ତାହାର ସମାଧାନ କରିବା...

ଫ୍ଲୋରାଲ ଫ୍ୟାଶନ

ଫ୍ଲୋରାଲ ପ୍ରିଣ୍ଟ: ଶାଢ଼ିର କେତେ ଭେରାଇଟି ଅଛି, ଯେମିତିକି ବନାରସୀ, କାଞ୍ଜିବରମ୍‌ କିମ୍ବା ସିଲ୍କ। ଏଥିମଧ୍ୟରୁ ଅନ୍ୟତମ ହେଉଛି ଫ୍ଲୋରାଲ ପ୍ରିଣ୍ଟ। ଋତୁ ବଦଳିବା ସହିତ...

କ୍ୟାମେରାଯୁକ୍ତ ସିରିଞ୍ଜ

ସାଧାରଣତଃ ରକ୍ତ ପରୀକ୍ଷା, କେତେକ ଆନୁଷଙ୍ଗିକ ପରୀକ୍ଷା କରିବା ଲାଗି ଏବଂ ଇଞ୍ଜେକସନ ନେବା ପାଇଁ ସିରିଞ୍ଜର ବ୍ୟବହାର କରାଯାଇଥାଏ। ନିକଟରେ ଏପରି ଏକ ସିରିଞ୍ଜ...

Advertisement
Archives

Model This Week