ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା-କୃଷକ ମୁହାଁମୁହିଁ
ଗାଜିଆବାଦ,୩୦।୬: ଦିଲ୍ଲୀର ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ଓ କୃଷକ ମୁହାଁମୁହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ୩ଟି କୃଷି ଆଇନ ବିଲ୍ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଓ ଭାଜପା କର୍ମକର୍ତ୍ତାଙ୍କ ମଧ୍ୟରେ ବୁଧବାର ହଙ୍ଗାମା ହୋଇଥିବା ଜଣାପଡ଼ିଛି।…
ଫିଲ୍ମ ପରି ଥିଲା ରାଜ୍-ମନ୍ଦିରାଙ୍କ ପ୍ରେମ କାହାଣୀ: ବିବାହ ନଥିଲା ସହଜ ତା’ ପରେବି…
ବଲିଉଡ୍ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍ କୌଶଲଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏହି ସମୟରେ ମନ୍ଦିରାଙ୍କ ଉପରେ କ’ଣ ଘଟୁଥିବ ତାହା କେହି ଅନୁମାନ କରିପାରିବେ ନାହିଁ। ତେବେ…
ଡିନର୍ କରିବାକୁ ଆସି ଦୁଇ ଦିନ ଯାଏ ଅଭିନେତ୍ରୀ ଅମୃତାଙ୍କ ଘରେ ରହିଥିଲେ ସୈଫ; ସୁଯୋଗର ହାତ ଛଡ଼ା ନ କରି…
ବମ୍ବେ: ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଆସିଛି। ବିଶେଷକରି ସେ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ଼ ଅଭିନେତ୍ରୀଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ବିବାହ ପୂର୍ବରୁ ସେ ଅଭିନେତ୍ରୀ ଅମୃତା ସିଂହଙ୍କୁ ଡେଟ୍…
ଦର୍ପଣରେ ନିଜକୁ ଦେଖି ପସନ୍ଦ କରୁ ନ ଥିଲେ ଏହି ଅଭିନେତ୍ରୀ
ଛୋଟ ପରଦାରେ ‘ଆନନ୍ଦୀ’ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିବା ଅଭିକା ଗୌରଙ୍କ ଆଜି ଜନ୍ମଦିନ। ଜୁନ ୩୦, ୧୯୯୭ରେ ଜନ୍ମ ହୋଇଥିବା ଅଭିକା ଚଳିତ ବର୍ଷ ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଗୁଜୁରାଟୀ…
କରୋନା ସଂକ୍ରମିତଙ୍କ ନେଗେଟିଭ୍ ରିପୋର୍ଟ ଥିଲେ ମୃତଦେହ ନେଇପାରିବେ ପରିବାର ଲୋକେ
ଭୁବନେଶ୍ୱର,୩୦ା୬(ବ୍ୟୁରୋ): କୋଭିଡ୍ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହେଲେ ସେମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଯଦି ସମ୍ପୃକ୍ତ ବ୍ୟକ୍ତି ମୃତ୍ୟୁବେଳକୁ କୋଭିଡ୍ ନେଗେଟିଭ୍ ଥିବେ ତେବେ ତାଙ୍କର ମୃତଦେହକୁ ପରିବାର…
ଡ୍ରାଗନ୍କୁ ଖୁସି କରିବା ପାଇଁ ଇମ୍ରାନ୍ କହିଲେ ଏଭଳି…
ଲାହୋର,୩୦।୬: ଚାଇନାକୁ ଖୁସି କରିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରୟାସ ଜାରି ରଖିଛନ୍ତି। ଚାଇନାର କମ୍ୟୁନିଷ୍ଟ ଶାସକଙ୍କ ୧୦୦ ବର୍ଷ ଶାସନ ପୂରଣ ଲାଗି ଇମ୍ରାନ୍ ଏବେ ନୂଆ ରଣନୀତି ଆପଣେଇଛନ୍ତି। ଡ୍ରାଗନ୍କୁ ଖୁସି କରିବା ପାଇଁ ଇମ୍ରାନ୍…
ଲୁଚାଛପାରେ ଏସବୁ ଅଭିନେତ୍ରୀ କରୁଛନ୍ତି ପ୍ରେମ: କିଏ ବ୍ୟବସାୟୀଙ୍କୁ ତ କିଏ ଫଟୋଗ୍ରାଫରଙ୍କୁ…
ବମ୍ବେ: ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଥାଏ ପ୍ରଶଂସକଙ୍କ ନଜର। ହେଲେ କିଛି କଳାକାର ନିଜ ଜୀବନ ବିଷୟରେ ଜଣାଇବାକୁ ପସନ୍ଦ କରିନଥାନ୍ତି। ବିଶେଷକରି ସେ କାହା ପ୍ରେମରେ ପଡ଼ିଛନ୍ତି ତାହା କେହି ଜାଣିପାରି ନ ଥାନ୍ତି। ଆସନ୍ତୁ ସେଭଳି କିଛି…
ଗୁଗଲ-ଫେସ୍ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ
ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି ସିଂହ ପୁଣି ଥରେ ଦେଶର ନାଁ କରିଛନ୍ତି। ଚଳିତ ଥର ଗୁଗଲ ଓ ଫେସ୍ବୁକ…
୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ
ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି । ଫଳରେ ଲୋକ ନିରାଶ ହୋଇଛନ୍ତି।
ଆଜି ଅପରାହ୍ନରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୩୦ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଂଶିକ ଲକ୍ଡାଉନ୍ କଟକଣା ଅବଧି ଗୁରୁବାର ସକାଳେ ଶେଷ ହେବ। ତେଣୁ ଆସନ୍ତାକାଲିଠୁ ନିୟମାବଳୀ କ’ଣ ହେବ, କେଉଁଠି କଟକଣା କୋହଳ ହେବ, କେଉଁଠି ପୂର୍ବ…
କିଏ ସୁନାମୀରୁ ତ କିଏ ବିମାନ ଦୁର୍ଘଟଣାରୁ; ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି ଏସବୁ କଳାକାର; ଆଜିବି…
ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ଯେତେ ନିକଟତର ହେଉ ନା କାହିଁକି ଭଗବାନଙ୍କ ଇଚ୍ଛା ଏବଂ ଭାଗ୍ୟ ସାଥ୍ ଦେଲେ ବିପଦ ଟଳିଯାଏ। ମଣିଷ ନୁଆ ଜୀବନ ପାଏ। ବଲିଉଡର କିଛି କଳାକାରଙ୍କ କ୍ଷେତ୍ରରେ…
ଭୋ ଭୋ ହୋଇ କାନ୍ଦି ସ୍ବାମୀଙ୍କୁ ଅନ୍ତିମ ବିଦାୟ ଦେଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ତଥା ଉପସ୍ଥାପିକା ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍ କୌଶଳଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ସ୍ବାମୀଙ୍କ ହଠାତ୍ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ମନ୍ଦିରା। ଅନ୍ତିମ ଯାତ୍ରା ଯୋଗ ଦେଇ ଭୋ ଭୋ…
Archives


