ଶାଢ଼ି ପ୍ୟାଣ୍ଟ

ଫ୍ୟାଶନେବଲ୍‌ ଏବଂ ଡିଫରେଣ୍ଟ ଲୁକ୍‌ ପାଇଁ ଅଧିକାଂଶ ଝିଅ ଭିନ୍ନ ଭିନ୍ନ ଡିଜାଇନ୍‌ର ପୋଷାକ ପରିଧାନ କରୁଛନ୍ତି । ତେବେ ବର୍ତ୍ତମାନ ଶାଢ଼ି ସହ ପ୍ୟାଣ୍ଟର ଫ୍ୟାଶନ୍‌ ଟ୍ରେଣ୍ଡରେ ଅଛି । ତେବେ କେଉଁ ଶାଢ଼ି ସହ କେଉଁ ପ୍ୟାଣ୍ଟ ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇପାରିବେ, ଆସନ୍ତୁ ଜାଣିବା…

 

ସିଲ୍କ ଶାଢ଼ି ସହ ପ୍ୟାଣ୍ଟ-ବିବାହ, ପାର୍ଟି କିମ୍ବା ଫଙ୍କ୍‌ସନ୍‌ରେ ସିଲ୍କ ଶାଢ଼ି ସହ ପ୍ୟାଣ୍ଟ ଭଲ ଲୁକ୍‌ ଦେବ। ଏହା ସହ ମ୍ୟାଚିଙ୍ଗ୍‌ କରି ଆପଣ ନେକ୍‌ଲେକ୍ସ ଓ ଇଅର ରିଙ୍ଗ୍ସ ବି ପିନ୍ଧିପାରିବେ।
ଜିନ୍ସ ସହ ଶାଢ଼ି- ଫେଷ୍ଟିଭ ସିଜନ୍‌ରେ ଏଭଳି ଆଉଟଫିଟ୍‌ ଷ୍ଟାଇଲିସ୍‌ ଲୁକ୍‌ ଦେବ। ଏଥିପାଇଁ    ଟ୍ରାଡିଶନାଲ୍‌ ହେଉ ଅବା ଗର୍ଜିଅସ୍‌ ଓ୍ବାର୍କ ଥିବା ଫ୍ୟାନ୍‌ସି ଶାଢ଼ି ସହ ଆପଣ ଆଙ୍କେଲ୍‌ ଲେନ୍ଥ ଜିନ୍ସ ଟ୍ରାଏ କରିପାରିବେ। ଏହା ସହ ବେଲ୍ଟ ଏବଂ ହାଇନେକ୍‌ ବ୍ଲାଉଜ୍‌ ମଧ୍ୟ ପିନ୍ଧିପାରିବେ।
ଚୁଡ଼ିଦାର ସହ ବନାରସୀ ଶାଢ଼ି-ଲାଇଟ୍‌ କଲର୍‌ ବନାରସୀ ଶାଢ଼ି ସହିତ ଗୋଲ୍ଡେନ୍‌ କଲର୍‌ ପ୍ୟାଣ୍ଟ ବେଶି ଭଲ ମାନିଥାଏ। ସରୁ ବେଲ୍ଟ ଏବଂ ହାଇ ହିଲ୍ସ ଆପଣ ଏହା ସହ ପିନ୍ଧି   ଗ୍ଲାମର୍ସ ଲୁକ୍‌ ପାଇପାରିବେ।
ଧୋତି ପ୍ୟାଣ୍ଟ ସହ ଶାଢ଼ି-ଏହା ଯେତିକି ଷ୍ଟାଇଲିସ୍‌, ସେତିକି କମ୍ଫର୍ଟେବଲ୍‌ ବି। ଧୋତି ପ୍ୟାଣ୍ଟର କଲର୍‌ ସହ ମ୍ୟାଚିଙ୍ଗ୍‌ କରି ପ୍ଲେନ୍‌ ଶାଢ଼ି କିଣନ୍ତୁ, ଯେଉଁଥିରେ ଆପଣ ଷ୍ଟାଇଲିସ୍‌ ଲୁକ୍‌ ପାଇପାରିବେ ଓ ଏହା ଆପଣଙ୍କୁ  ଆହୁରି ଆକର୍ଷକ କରାଇବ।
ଷ୍ଟ୍ରେଟ୍‌ ପ୍ୟାଣ୍ଟ ସହ ଶାଢ଼ି- ଷ୍ଟ୍ରେଟ୍‌ ପ୍ୟାଣ୍ଟ ସହ ଶାଢ଼ି ପିନ୍ଧିଲେ ଆପଣ ଷ୍ଟାଇଲିସ୍‌ ଦେଖାଯିବେ। ଏହା ସହ ହେଭି ଜୁଏଲେରି ଏବଂ ଫୁଲ୍‌ ହ୍ୟାଣ୍ଡବ୍ଲାଉଜ୍‌ ପିନ୍ଧିପାରିବେ, ଯାହା ଆପଣଙ୍କର ସୌନ୍ଦର୍ଯ୍ୟକୁ ଆହୁରି ଅଧିକ ବଢ଼ାଇବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ୭ ରୋଗ ହେଉଛି ‘ସାଇଲେଣ୍ଟ କିଲର’

ଆଜିକାଲିର ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁ ଆମେ କିଛି ଏଭଳି ରୋଗର ଶିକାର ହେଉଛୁ ଯାହା ସାଇଲେଣ୍ଟ କିଲର ପାଲଟୁଛି। ଧିରେ ଧିରେ ଏହା...

୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି।...

ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; ଜୀବନରେ କେବେ ବି ଧନର ଅଭାବ ରହେ ନାହିଁ

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର...

ସକାଳେ ଏଥିରୁ ଗ୍ଲାସେ, ସ୍ମୃତି ଶକ୍ତିକୁ କରେ ପ୍ରଖର…

ସକାଳୁ ନିତ୍ୟକର୍ମ ପରେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ କିଛି...

ପୁରୁଷ ଶୁକ୍ରାଣୁ ହ୍ରାସର କାରଣ, ଉପଚାର

ଆଜିକାଲି ଅନେକ ଦମ୍ପତିି ସନ୍ତାନ ଲାଭ ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତିି। ବର୍ତ୍ତମାନ ବନ୍ଧ୍ୟାକରଣ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି।...

ଲୁଣପାଣିରେ ଗାଧୋଇଲେ ତ୍ୱଚାରେ ଆସିଥାଏ ଚମକ

ଲୁଣ ବିନା ଖାଦ୍ୟ ସ୍ବାଦହୀନ। ଲୁଣ ବେଶି ହେଲେ ଖାଇହେବ ନାହିଁ କିମ୍ବା କମିଗଲେ ମଧ୍ୟ ଖାଇହେବ ନାହିଁ। ଲୁଣ ଆମ ଦୈନନ୍ଦିନ ଜୀବନରେ ଖୁବ୍‌...

କୋଷ୍ଠକାଠିନ୍ୟର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

ଶୀତଦିନେ ଖାଆନ୍ତୁ ଅଁଳା

ଋତୁ ଅନୁଯାୟୀ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ମତ ଦେଇଥାଆନ୍ତି। ତେବେ ଶୀତଦିନେ ପ୍ରଚୁର ପରିମାଣରେ ଅଁଳା ମିଳିଥାଏ। ଆଉ ଏହା...

Advertisement
Archives

Model This Week