ସ୍ବାମୀଙ୍କୁ କ୍ଷମା କରିଦେଲେଣି ଶିଳ୍ପା ! ଭାଇରାଲ ହେଉଛି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇ ଜେଲରେ ପାଖାପାଖି ଦୁଇ ମାସ ରହିବା ପରେ ସେପ୍ଟେମ୍ବରରେ ତାଙ୍କୁ ଜାମିନ ମିଳିଥିଲା । ଜେଲରୁ ବାହାରିବା ପରେ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ ରାଜ । ହେଲେ ଶିଳ୍ପା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। କର୍‌ଓ୍ବାଚୌଥ ଏବଂ ଦୀପାବଳି ଅବସରରେ ସେ ସ୍ବାମୀଙ୍କ ସହ ନିଜର ଫଟୋ ଶେୟାର କରିବେ ବୋଲି ଆଶା କରାଯାଇଥିଲା। ହେଲେ ସେଭଳି ହୋଇ ନ ଥିଲା। ଏବେ କିନ୍ତୁ ଶିଳ୍ପା ସ୍ବାମୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ ଅଛନ୍ତି।
ନିଜ ପରିବାର ସହିତ ହିମାଚଳ ପ୍ରଦେଶରେ ଛୁଟି କଟାଉଛନ୍ତି ଶିଳ୍ପା। ସୋସିଆଲ ମିଡିଆରେ ସେ ଏହି ସମୟର ଫଟୋ-ଭିଡିଓ ଶେୟାର କରିଛନ୍ତି । ଏଥିରେ ଶିଳ୍ପା ରାଜ୍‌ଙ୍କ ସହ ମନ୍ଦିର ଦର୍ଶନ କରୁଥିବା ନଜର ଆସୁଛନ୍ତି। ଏହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦ା୧୨: ବହୁ ଚର୍ଚ୍ଚିତ ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାର ପାଇଁ ଅଡୁଆ ବଢ଼ିଛି। ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ...

୫୩ ବର୍ଷରେ ଭାନୁପ୍ରିୟା: ଫିଲ୍ମ ପାଇଁ ଅଧାରୁ ଛାଡିଥିଲେ ପାଠପଢ଼ା

ମୁମ୍ବାଇ: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟା ବୁଧବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର...

ଐଶ୍ୱର୍ଯ୍ୟାଙ୍କ ଲିଷ୍ଟରେ ନ ଥିଲା ଅଭିଷେକଙ୍କ ନାମ, ଏମିତି ଯୋଡ଼ି ହେଲା ଭାଗ୍ୟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପାଓ୍ବାରଫୁଲ୍‌ କପଲଙ୍କ ମଧ୍ୟରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଜଣାଶୁଣା। ୨୦୦୭ ଏପ୍ରିଲ ୨୦ରେ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରର...

ଗଙ୍ଗା ଆଳତିରେ ସାମିଲ ହେଲେ ସାରା

ବାରାଣସୀ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ ପାଇଁ ସୋମବାର ବାରାଣସୀ ବହଞ୍ଚିଛନ୍ତି। ସେଠାରେ ସେ ସୋମବାର ସନ୍ଧ୍ୟାର ଗଙ୍ଗା...

ଖୁସି ପଛରେ…

ପରିଣୀତି ଚୋପ୍ରାଙ୍କ ଖୁସି ଏବେ ବନ୍ଧବାଡ଼ ମାନୁନି। କାରଣ କ’ଣ ଜାଣନ୍ତି ? ସେ ଖୁବ୍‌ ଶୀଘ୍ର ବଲିଉଡ୍‌ର ଅନ୍ୟତମ ନାମୀ ପ୍ରଯୋଜକ-କମ୍‌-ନିର୍ଦ୍ଦେଶକ ସୁରଜ ବରଜ୍ୟାତାଙ୍କ...

ରିଲିଜ୍‌ ହେଲା ‘ପଠାନ’: ଜବରଦସ୍ତ ଲୁକ୍‌ରେ ନଜର ଆସିଲେ ଶାହାରୁଖ

ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହେଲା ଫିଲ୍ମ ‘ପଠାନ’। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ୪ ବର୍ଷ ପରେ...

ଆଲ୍ଲୁ ଅର୍ଜୁନଙ୍କ ଓଜନ ବୃଦ୍ଧିକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କଲେ ପ୍ରଶଂସକ

ଚେନ୍ନାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ୍ ଦେଶର କୋଣେ କୋଣେ ଦେଖିବାକୁ ମିଳିଥିଲା । ଦର୍ଶକେ ତାଙ୍କ ଦେଶୀ ଲୁକ୍ସ ଉପରେ...

Advertisement
Archives

Model This Week