ବାର୍‌ହା ଶିକାର କରିବାକୁ ଯାଇ ନିଜେ ପାଲଟିଲେ ଶିକାର

ବୌଦ୍ଧ/ବଘିଆପଡ଼ା,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଜଙ୍ଗଲକୁ ବାର୍‌ହା ଶିକାର କରିବାକୁ ଯାଇ ୨ ଶିକାରୀ ଶିକାର ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରେଞ୍ଜର ଗଣ୍ଡିସର ସେକ୍ସନର ପିପଳମୁଣ୍ଡା ଜଙ୍ଗଲରେ। ବାର୍‌ହା ଶିକାର ପାଇଁ କୁରୁକୁଜ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରାମ୍ଭିକଟା ଗ୍ରାମର କଇରା ବାଘ ଶୁକ୍ରବାର ରାତିରେ ପିପଳମୁଣ୍ଡା ଜଙ୍ଗଲକୁ ଯାଇଥିଲେ । ସେମାନେ ଜଙ୍ଗଲ ମଧ୍ୟରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରୁ ଏକ ଜିଆଇ ତାର ବାର୍‌ହା ଶିକାର ପାଇଁ ବିଛାଇଥିଲେ। କୌଣସି ବଶତଃ ଉଭୟେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଶନବିାର ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ କାଟିବାକୁ ଯାଇଥିବା ବେଳେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବନବିଭାଗ ଓ ଥାନା କର୍ମଚାରୀଙ୍କୁ ଜଣାଇଥିଲୋ । ଖବରପାଇ ଘଟଣାସ୍ଥଳରେ ବନ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଉକ୍ତ ବଘିଆପଡ଼ା ଗୌଡଦେଇ ଜଙ୍ଗଲରେ ବିଦ୍ୟୁତତାର ଲଗାଇ ବାର୍‌ହା ଶିକାର କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ୨୪ ଘଣ୍ଟା ନ ପୂରୁଣୁ ବାର୍‌ହା ଶିକାର ପାଇଁ ୨ ଜଣଙ୍କ ଜୀବନ ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କଲେ ଜୁଏଲ

କୋରାପୁଟ,୨୨ା୧୦(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅବ୍ୟବସ୍ଥା ଦେଖି ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିର...

ପରିବାର ସଦସ୍ୟଙ୍କୁ ବାନ୍ଧି ପକାଇ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୯ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରଓ୍ବାଲ୍‌ଙ୍କ ଘରେ ରବିବାର ବିଳମ୍ବିତ...

ପିକ୍‌ଅପ୍‌ ଭ୍ୟାନ ସହିତ ଚୋରାକାଠ ଜବତ: ୩ଗିରଫ

କପ୍ତିପଦା,୧।୮(ଡି.ଏନ୍‌.ଏ):କପ୍ତିପଦା ରେଞ୍ଜ ଅଧିନ ନିକଟରେ ଚୋରାକାଠ ଚାଲାଣ ହେଉଥିବା ଖବର ପାଇବା ପରେ କପ୍ତିପଦା ବନବିଭାଗ ପକ୍ଷରୁ ବୁଧବାର ରାତିରେ ଏକ ପିକ୍‌ଅପ୍‌ ଭ୍ୟାନ ଉପରେ...

ଗଞ୍ଜାମରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା: ପୁଣି ନେଲା ୩ ମୁଣ୍ଡ

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉ ନାହିଁ। ସୋମବାର ପୁଣି ଜିଲାରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।...

୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ।...

ଚାକିରି ନାଁରେ ୨୭ ଲକ୍ଷ ଠକେଇ

ଜଗନ୍ନାଥପ୍ରସାଦ,୧୬ା୧୨(ଡି.ଏନ.ଏ.): ବିଶାଖାପାଟଣା ପୋର୍ଟରେ ଚାକିରି ଦେବା ନାଁରେ ୨୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ଜଣଙ୍କୁ...

ଗଞ୍ଜାମ ସହରରେ ଶଟ୍‌ଡାଉନ: ଜାତୀୟ ରାଜପଥରେ କଡାକଡି ଚେକିଂ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣର ୨ୟ ଲହର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯିବା ସହ ଦୃଢ଼...

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୨ା୧୨: ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୯ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ...

Advertisement
Archives

Model This Week