ହାଇକୋର୍ଟଙ୍କ ଐତିହାସିକ ରାୟ, ଦ୍ୱିତୀୟ ପତ୍ନୀଙ୍କ ପିଲାଙ୍କୁ ପୈତୃକ ସମ୍ପତ୍ତିରେ ମିଳିବ ଅଧିକାର
ଭୁବନେଶ୍ୱର,୨୬।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ପ୍ରଥମ ପତ୍ନୀ (ବୈଧ ବିବାହ) ଏବଂ ଦ୍ୱିତୀୟ ସ୍ତ୍ରୀ (ଅବୈଧ ବିବାହ) ଉଭୟଙ୍କ ଠାରୁ ଜନ୍ମିତ ସନ୍ତାନମାନେ ହିନ୍ଦୁ ବିବାହ ଆଇନର ଧାରା ୧୬ ଅନୁଯାୟୀ ସେମାନଙ୍କ ପିତାଙ୍କ ପୈତୃକ…
ଇନ୍ଦୋରରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ କମେଣ୍ଟ, ରାଜନୀତି ହେଲାଣି ସରଗରମ
ଇନ୍ଦୋର,୨୬।୧୦: ଗୁରୁବାର ସକାଳେ ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତାରେ ଜଣେ ବ୍ୟକ୍ତି ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ କମେଣ୍ଟ କରିଥିଲେ। ଖେଳାଳିମାନେ ମହିଳା କ୍ରିକେଟ ବିଶ୍ୱକପ ପାଇଁ ଭାରତରେ ଥିଲେ। ଅଭିଯୁକ୍ତ ମୋଟରସାଇକେଲ ଚଢ଼ି ସେମାନଙ୍କ ପାଖ ଦେଇ ଚାଲିଯିବା ବେଳେ…
ବସ୍-ବାଇକ୍ ମୁହାଁମୁହିଁ, ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ
ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ବସ୍ ସହ ବାଇକ୍ର ମୁହାଁମୁହିଁ ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକଙ୍କ ନାଁ ପ୍ରଭାତ ବୈଦ୍ୟ (୪୨) ଏବଂ…
ବଢ଼ିବ କି ଭାଜପା ଅଡ଼ୁଆ: ବିଜେଡିର ମିଶ୍ରଣ ପର୍ବରେ ୪୦ ଊର୍ଦ୍ଧ୍ୱ …
ନୂଆପଡ଼ା, ୨୬ା୧୦ (ମକାରୁ ବେମାଲ):ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖରିଆର ରୋଡ୍ ଏନ୍ଏସିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।…
ମାମୁ ଘର କହି ଭୁଆଁ ବୁଲାଉଛନ୍ତି ସ୍ନେହାଙ୍ଗିନୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ
ନୂଆପଡ଼ା,୨୬ା୧୦ (ମକାରୁ ବେମାଲ): ରାଜ୍ୟରେ ୨୪ ବର୍ଷର ସରକାର ଥିଲା। କିନ୍ତୁ ମହିଳାମାନଙ୍କୁ ହାତଖର୍ଚ୍ଚ ଦେଇ ନ ଥିଲା। ମୋହନ ସରକାର ଆସିଲା ପରେ ମହିଳାମାନଙ୍କୁ ବର୍ଷକୁ ୧୦ ହଜାର କରି ୫ ବର୍ଷରେ ୫୦ ହଜାର ଟଙ୍କା ଦେବ ବୋଲି…
ମହିଳା ଡାକ୍ତର ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ସବ-ଇନ୍ସପେକ୍ଟର
ମୁମ୍ବାଇ,୨୬।୧୦: ଅଧିକାରୀମାନେ କହିଛନ୍ତି ଯେ ମହାରାଷ୍ଟ୍ରର ସତାରାରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଶନିବାର ଜଣେ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ୨୯ ବର୍ଷୀୟ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ପୋଲିସ ସବ-ଇନ୍ସପେକ୍ଟର ସମେତ…
ହଠାତ୍ ଲିକ୍ ହେଲା ଗ୍ୟାସ ଚାହୁଁଚାହୁଁ ୨ ଗୁରୁତର
ଚିକିଟି,୨୬।୧୦ (ପ୍ରକାଶ ଚନ୍ଦ୍ର ସାହୁ ): ଗଞ୍ଜାମ ଜିଲା ଚିକିଟି ପେଣ୍ଠସ୍ଥିତ ବସଷ୍ଟାଣ୍ଡ ନିକଟରେ ଏକ ଜଳଖିଆ ଦୋକାନରେ ରବିବାର ସକାଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ…
ହାତପାହାନ୍ତାରେ ରୋଗୀଙ୍କୁ ମିଳିଲା ଚିକିତ୍ସା ସୁବିଧା, ଅଭିଜ୍ଞ ଡାକ୍ତର ଆସି…
ଭଞ୍ଜନଗର,୨୬ା୧୦(ବାବୁଲା ପ୍ରଧାନ): ସିଲ୍କ ସିଟି ସର୍ଜନ୍ସ କ୍ଲବ ବ୍ରହ୍ମପୁର, ଭାରତୀୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖା ଏବଂ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖାର ମିଳିତ ସହଯୋଗରେ ରବିବାର ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର…
ସିଡନୀରେ କୋହଲି ଦେଖାଇଲେ ଦେଶଭକ୍ତି, Video ଦେଖି ପ୍ରଶଂସକ କରୁଛନ୍ତି ବାଃ
ସିଡନୀ,୨୬।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଦେଶଭକ୍ତି ଆଭିମୁଖ୍ୟ ଦେଖାଇ ସମସ୍ତଙ୍କ ହୃଦୟ ଜିତିଥିଲେ।…
ଉଠା ପନିପରିବା ଦୋକାନୀଙ୍କ ମନମାନି: ପରିବା ଦରରେ ରହୁନି ନିୟନ୍ତ୍ରଣ
ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାରଠାରୁ ଆରମ୍ଭ କରି ସାନ ବଜାର ପର୍ଯ୍ୟନ୍ତ ମାଳମାଳ ଉଠା ପନିପରିବା ବେପାରୀ । ପବିତ୍ର କାର୍ତିକ ମାସ ଚାଲିଥିବା ହେତୁ ଉଠା ପନିପରିବା ଦୋକାନ ଗୁଡିକରେ ନାହିଁ ନ ଥିବା ଭିଡ଼…
ବିମାନ ବନ୍ଦରରେ ନାଚିଲେ ରାଷ୍ଟ୍ରପତି,ସମସ୍ତେ ଆଶ୍ଚର୍ଯ୍ୟ!
କୁଆଲାଲମପୁର,୨୬।୧୦: ମାଲେସିଆରେ ଆସିଆନ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ମାଲେସିଆ ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ ପାଇଁ ଶନିବାର ମାଲେସିଆରେ ପହଞ୍ଚିଥିଲେ। ସେ ତାଙ୍କ ନୃତ୍ୟ ପ୍ରଦର୍ଶନ ମଧ୍ୟ କରିଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ…
ପାକିସ୍ତାନର ହିନମନ୍ୟତା, ସଲମାନଙ୍କୁ ଘୋଷଣା କଲା ଆତଙ୍କବାଦୀ
ନୂଆଦିଲ୍ଲୀ,୨୬।୧୦: ବଲିଉଡ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋ’ ସମୟରେ ବାଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଦେଶ ବୋଲି ବର୍ଣ୍ଣନା କରିଥିଲେ, ଯାହା ପଡ଼ୋଶୀ ଦେଶକୁ କ୍ରୋଧିତ କରିଛି। ଶହେବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ପାକିସ୍ତାନର…
Archives


