ଅଭିନେତ୍ରୀ ହୋଇ ନ ଥିଲେ..

ଅଭିନୟ କରିବା ପୂର୍ବରୁ ଅନେକ କଳାକାର ଅନ୍ୟ ବିଷୟରେ ନିଜକୁ ପରିଚିତ କରାଇ ସାରିଥାଆନ୍ତି। କ୍ରିତି ସାନନ୍‌ ବା ସେଥିରୁ ବାଦ୍‌ ପଡ଼ନ୍ତେ କିପରି ? ପାଠପଢ଼ିବା ସମୟରେ ସେ ବକ୍ସିଂ ସହ ଜଡ଼ିତ ଥିଲେ। ଏପରି କି ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେ ଚାମ୍ପିୟନ ମଧ୍ୟ ହୋଇଛନ୍ତି। ଏବେ ବି ସମୟ ମିଳିଲେ ସେ ବକ୍ସିଂ ପ୍ରାକ୍ଟିସ କରିଥାଆନ୍ତି। ଏ ନେଇ କ୍ରିତି କହନ୍ତି, ‘ଯଦି ମୁଁ ଆକ୍ଟିଂ କରି ନ ଥାନ୍ତି, ତେବେ ଜଣେ ବକ୍ସର ଭାବରେ ନିଜ କ୍ୟାରିୟରକୁ ଆଗେଇ ନେଇଥାଆନ୍ତି। ଏବେ ତ ଆଉ ପ୍ରାକ୍ଟିସ କରିବାକୁ ସମୟ ମିଳୁନି। ତଥାପି ସମୟ ମିଳିଲେ ମୁଁ ବେଳେବେଳେ ଅଭ୍ୟାସ କରିଥାଏ। ବକ୍ସିଂ ଉପରେ କୌଣସି ବାୟୋପିକ୍‌ ନିର୍ମାଣ ହେଲେ ଯଦି ସେଥିରେ ଅଭିନୟ କରିବାକୁ ଅଫର ମିଳେ ତେବେ ମନା କରିବି ନାହିଁ।’ କ୍ରିତିଙ୍କୁ ବଲିଉଡ୍‌ର ସବୁଠାରୁ ଡେଙ୍ଗା ଅଭିନେତ୍ରୀ ଭାବରେ ଗଣନା କରାଯାଇଥାଏ। ତାଙ୍କର ଉଚ୍ଚତା ହେଉଛି ପାଞ୍ଚ ଫୁଟ୍‌ ଆଠ ଇଞ୍ଚ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସମ୍ମାନ ନିଜେ ହରାଇଲେ ଅମିତାଭ ବଚ୍ଚନ: ଜାଣନ୍ତୁ କିପରି….

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ଯୁଦ୍ଧରେ ବିଜୟ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ...

କରିନାଙ୍କ ଭାଉଜ ହେବେ ତାରା ସୂତାରିୟା

ବମ୍ବେ: ପ୍ରଥମେ ଡେବ୍ୟୁ ଆଉ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ ଫେମ୍‌ ତାରା ସୂତାରିୟା। ତାରା ଅଭିନେତା ସିଦ୍ଧାର୍ଥ...

ଟୟଲେଟ ମଗରେ ଚା’ ପିଉଥିଲେ ସଲମାନ୍‌ ଖାନ୍‌

ବଲିଉଡ୍‌ର ଚୁଲବୁଲ ପାଣ୍ଡେ ସଲମାନ୍‌ ଖାନ୍‌ଙ୍କ ଜନ୍ମଦିନ ପାଖେଇ ଆସିଲାଣି। ୨୭ ଡିସେମ୍ବରରେ ସେ ୫୫ ବର୍ଷର ହୋଇଯିବେ। କିନ୍ତୁ ଚଳିତ ବର୍ଷ ସେ ନିଜର...

ଅମିତାଭ ବଚ୍ଚନ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦିଲେ ଜନ୍‌ ଆବ୍ରାହମ

ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି...

‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର...

ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍‌ ଦବ୍‌ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି...

ଏକଦା ଜଣେ ସୁପରଷ୍ଟାର ସଲମାନଙ୍କୁ କହିଥିଲେ ମାଧୁରୀ ଦୀକ୍ଷିତ ପୁଅ, ଆଉ ତା’ ପରେ….

ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କ ବଲିଉଡର ଡ୍ୟାନ୍ସ କୁଇନ୍‌ ମାଧୁରୀ ଦୀକ୍ଷିତଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ। ଏହି ଯୋଡି ବଲିଉଡକୁ ଅନେକ ସୁପରହିଟ...

ଆରମ୍ଭରୁ ଡବଲ ରୋଲ୍‌

ନବାଗତା ସୁମନପ୍ରିୟାଙ୍କୁ ତାଙ୍କର ଡେବ୍ୟୁ ସିନେମାରେ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ଅପରପକ୍ଷରେ ଏଭଳିି ଭିନ୍ନ ଭୂମିକା ଦ୍ୱୟର ସଫଳତାକୁ ନେଇ ବେଶ୍‌ ଆଶା ରଖିଛନ୍ତି...

Advertisement


Archives

Model This Week