ରୋଗୀ ସେବା କରୁଛନ୍ତି ସୁରକ୍ଷାକର୍ମୀ, ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ
ହିଞ୍ଜିଳିକାଟୁ,୧୯ା୮(ଡି.ଏନ୍.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା, ରୋଗୀ ସେବାରେ ସୁଧାର ଆଣିବା ଲାଗି ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ରୋଗୀସେବାରେ ଚରମ…
ଚଳନ୍ତା କାର୍ରେ ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୮: ଉତ୍ତରପ୍ରଦେଶର ବାରାଣସୀରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଥିବା ଦୃଶ୍ୟର ଭିଡିଓ ଭାଇରାଲ ହେଉଛି। ବୁଧବାର ବିଳମ୍ବିତ ରାତିରେ ଲଙ୍କା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। କାର୍ର ଆଗ ବନେଟ୍ ତଳେ ଥିବା ଇଞ୍ଜିନ୍ ଶଟ୍ସର୍କିଟ ହେବାରୁ ନିଆଁ…
ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ
ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ । ମାତ୍ର ଛଅବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଛଅଟି ଓଡ଼ିଆ ସିନେମା ପରଦା ଉପରକୁ ଆସିସାରିଛି । ଅନ୍ୟପକ୍ଷରେ ଆଠଟି ସିନେମା ରିଲିଜ ଅପେକ୍ଷାରେ ଅଛି । ଚଳଚ୍ଚିତ୍ର, ମ୍ୟୁଜିକ ଆଲବମ୍ ପ୍ରଯୋଜନା ବ୍ୟତୀତ…
ଏହି କ୍ରିକେଟର୍ଙ୍କୁ ପ୍ରବଳ ଗାଳି ଦେଇଥିଲେ କୋହଲି, ଏବେ କଲେ ଖୁଲାସା
ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍ରେ ଦୌଡ଼ିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଆଣ୍ଡରସନଙ୍କୁ କଡ଼ା ଜବାବ ଦେଇଥିଲେ। କୋହଲି ଏପରିକି ଆଣ୍ଡରସନଙ୍କୁ କହିଥିଲେ…
ଗୋଟିଏ ନିଶ୍ୱାସରେ ମ୍ୟାଚ୍ ଛଡ଼ାଇ ଆଣିପାରନ୍ତି ଏହି ଭାରତୀୟ ଅଲରାଉଣ୍ଡର: କାର୍ତ୍ତିକ
ନୂଆଦିଲ୍ଲୀ,୧୯।୮: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୧। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ ନିଜର ମତ ରଖୁଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କ୍ରିକେଟର ଦୀନେଶ କାର୍ତ୍ତିକ। ସେ କହିଛନ୍ତି ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ…
ରାଜି ହେଲେ ତମନ୍ନା
ପ୍ରଥମେ ଏହି ଫିଲ୍ମଟି ସାଇନ୍ କରିବାକୁ ସେ ଅମଙ୍ଗ ହେଉଥିଲେ। ସେ ଭାବୁଥିଲେ ଯେ ତାଙ୍କ ଭୂମିକାଟି ଆହୁରି ଦମ୍ଦାର ହେଲେ ଭଲ ହୁଅନ୍ତା। ଯାହାହେଉ ତାଙ୍କର ଅନୁରୋଧ ରଖି ‘ପ୍ଲାନ୍ ଏ ପ୍ଲାନ୍ ବି’ର ନିର୍ଦ୍ଦେଶକ ଶଶାଙ୍କ ଘୋଷ ତାଙ୍କ…
ଜୋତା ପ୍ରିୟ ପରିଣୀତି
ପରିଣୀତି ଚୋପ୍ରାଙ୍କର ଏକ ଅଭ୍ୟାସ ରହିଛି। ଶପିଂ କରିବାକୁ ଗଲେ ସେ ପ୍ରଥମେ ଜୋତା ଶୋ’ ରୁମ୍କୁ ଯାଇଥାଆନ୍ତି। କାରଣ ବିଭିନ୍ନ ଭେରାଇଟିର ଜୋତା ଦେଖିବା ମାତ୍ରେ ସେଗୁଡ଼ିକୁ କିଣିବାକୁ ପଛାଇ ନ ଥାନ୍ତି ସେ। ଏପରି କି ଭଲ କମ୍ପାନୀର…
ଏହି ଭାରତୀୟ କ୍ରିକେଟର୍ଙ୍କୁ ‘ସାଲ୍ୟୁଟ୍’ ମାରିଲେ ପାକିସ୍ତାନୀ ସାମ୍ବାଦିକା
ଇସଲାମାବାଦ,୧୯।୮: ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟ ଭାରତୀୟ ପେସ୍ ବୋଲର୍ ମହମ୍ମଦ ସିରାଜ୍ ଚମତ୍କାର ବୋଲିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏହି ଟେଷ୍ଟରେ ଉଭୟ ଇନିଂସରେ ୪-୪ ଉଇକେଟ୍ ନେଇଥିଲେ। ଫଳରେ ଭାରତ ଏହି…
ଘନିଙ୍କ ଉପରେ ଗର୍ଜିଲେ ଟ୍ରମ୍ପ୍, ଦେଶବାସୀଙ୍କୁ ଦେଇଛନ୍ତି ଧୋକା…
ଓ୍ବାଶିଂଟନ,୧୯।୮: ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଆଶରଫ ଘନି ତାଙ୍କ ବିମାନରେ ଯାଇ ୟୁଏଇରେ ଶରଣ ନେଇଛନ୍ତି। ଏହିପରି ଘାନି ଦେଶ ଛାଡିବା ପରେ ଆଫଗାନିସ୍ତାନ ନାଗରିକମାନେ ଏହାକୁ ପ୍ରତାରଣା କରିଥିବାବେଳେ ଆମେରିକା ସରକାର ଏହାକୁ…
ବାପା
ପୁଅ ହେଉ କି ଝିଅ-ଏମାନଙ୍କ ଜୀବନରେ କେବଳ ମା’ ନୁହେଁ ବାପାଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ଅନାବଶ୍ୟକ। ଜଣେ ବାପ-ଝିଅର ଅନାବିଳ ସ୍ନେହକୁ ନେଇ ପ୍ରସ୍ତୁତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ବାପା’। ଏ ସମ୍ପର୍କରେ ଏହାର ନିର୍ଦ୍ଦେଶକ ସରୋଜ…
ଆଫଗାନିସ୍ତାନ ତାଲିବାନ କବ୍ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…
କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଚାଲିଛନ୍ତି। କିଛି ଦେଶ ମଧ୍ୟ ଆଫଗାନିସ୍ତାନରେ କ୍ଷମତା ହସ୍ତାନ୍ତର ନେଇ ନିଜ ନିଜ ମତ…
ଇକୋ ସେନ୍ସେଟିଭ ଜୋନ୍ରେ ପ୍ରକଳ୍ପ
କେନ୍ଦ୍ରାପଡ଼ା ଅଫିସ,୧୯।୮: ଜାତୀୟ ଉଦ୍ୟାନ ଭିତରକନିକାର ସୁରକ୍ଷା ପାଇଁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍ସେଟିଭ ଜୋନ) ଚିହ୍ନଟ ହୋଇଛି। ସେହି ପରିସରରେ କୌଣସି ପ୍ରକଳ୍ପ ଆରମ୍ଭ ହେଲେ ଭିତରକନିକା ଇକୋ ସେନ୍ସେଟିଭ ଜୋନ୍ ମନିଟରିଂ କମିଟିର ଅନୁମତି ନିଆଯିବ। ଏଥିପାଇଁ…
Archives


