Posted inଜାତୀୟ

‘ଯୋଗୀ ଖାଲି ଶ୍ମଶାନ ଖୋଲିଲେ, ଆମେ ସ୍କୁଲ ଖୋଲିବୁ’

ଲକ୍ଷ୍ନୌ,୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ରବିବାର ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ମହାରାଲିରେ ତାଙ୍କ ଅଭିଭାଷଣରେ କେଜ୍‌ରିୱାଲ କହିଛନ୍ତି ଯେ, ଯୋଗୀ ସରକାର ୫ ବର୍ଷରେ କେବଳ ଶ୍ମଶାନ ଘାଟରେ କରିଛନ୍ତି। ବହୁ ସଂଖ୍ୟରେ ଲୋକଙ୍କ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ରାଜ୍ୟରେ ଏଏପିକୁ ଥରେ ସୁଯୋଗ ଦିଅନ୍ତୁ ମୁଁ ଉତ୍ତରପ୍ରଦେଶରେ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରିବି। ଦେଶର ପ୍ରତ୍ୟେକ ପିଲାଙ୍କୁ ଭଲ ଶିକ୍ଷା ପ୍ରଦାନ କରିବାର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସ୍ବପ୍ନକୁ ସାକାର କରିବାକୁ ସେ ଶପଥ ନେଇଛନ୍ତି ଏବଂ ଏହି କାରଣରୁ ଆଜି ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଦେଶର ଅନ୍ୟତମ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ: ଲୋକ ସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ, ୨୪।୫: ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଫଳାଫଳ ବି ସ୍ପଷ୍ଟ ହୋଇଛି। ଏବେ ୧୬ଶ ଲୋକସଭା ଭଙ୍ଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ...

ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/ ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି।...

ଗଣବଳାତ୍କାରୀ ପୀଡ଼ିତାଙ୍କ ମୁହଁରେ କଳା ବୋଳି, ଲଣ୍ଡା କରି ଚଲାଇଲେ

ନୂଆଦିଲ୍ଲୀ,୨୭।୧: ଗଣବଳାତ୍କାର ପୀଡ଼ିତାଙ୍କୁ ଦିଲ୍ଲୀରେ ମାଡ଼ ମାରିବା ସହ ତାଙ୍କୁ ଲଣ୍ଡା କରି ମୁହଁରେ କାଳି ବୋଳି ପରେଡରେ କରାଇଛନ୍ତି ପଡ଼ୋଶୀ। ଏହି ଘଟଣାର ଭିଡିଓ...

ଦିଲ୍ଲୀ-ଏନ୍‌ସିଆରରେ କରୋନା ସ୍ଥିତିକୁ ନେଇ ଶାହାଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୧୮।୬: ଦେଶରେ କେରାନା ଭାଇରସ୍‌ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀ ମଧ୍ୟ ପଛରେ ପଡ଼ିନାହିଁ। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ କରୋନା...

ଜମ୍ମୁ-କଶ୍ମୀର-ଲଦାଖକୁ ଅଲଗା ଦେଶ ଦର୍ଶାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଟୁଇଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏବେ ଟୁଇଟର୍‌ରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଯାଇଛି। ଟୁଇଟର୍‌...

ମୋ ବିରୋଧରେ ସମସ୍ତ କ୍ଷମତା ଲଗାଇଛନ୍ତି ସରକାର: ସିସୋଡିଆ…

ନୂଆଦିଲ୍ଲୀ,୧୮।୨ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର କହିଛନ୍ତି ଯେ ମଦ ନୀତି ପ୍ରସଙ୍ଗରେ ତାଙ୍କୁ ପୁଣି ପଚରାଉଚରା ପାଇଁ ଡକାଯାଇଛି। ତାଙ୍କୁ ହଇରାଣ...

ତୃତୀୟ ଦିନରେ ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୧୫।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୃତୀୟ ଦିନ ଲାଗି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ମଙ୍ଗଳବାର...

ବୁଲ୍‌ଡୋଜର ବିବାଦରେ ବୋରିସ୍‌

ନୂଆଦିଲ୍ଲୀ,୨୩ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୁଇଦିନିଆ ଭାରତ ଗସ୍ତରେ ଆସି ବୁଲ୍‌ଡୋଜର ବିବାଦରେ ଫସିଛନ୍ତି। ବୋରିସ୍‌ ଗୁରୁବାର ଗୁଜରାଟ ବଡ଼ୋଦରାର ହଲୋଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ...

Advertisement
Archives

Model This Week