ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ତାଲିବାନ
କାବୁଲ,୧୯।୮: ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ ଶାସନ ୨.୦। ଏଥିସହ ଦେଶକୁ ଫେରିଛି ପୁରୁଣା ଦିନର ଯନ୍ତ୍ରଣା। ଦିନ କେଇଟାରେ ତାଲିବାନମାନେ ନିଜ ଅସଲ ରୂପ ଦେଖାଇଛନ୍ତି। ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ତାଲିବାନ। କାବୁଲ ବିମାନବନ୍ଦରରେ ଦେଶ…
ନୂଆ ରୂପରେ ଚମକିଲା ଲୋକୋମୋଟିଭ୍ ଇଞ୍ଜିନ
ପୁରୀ ଅଫିସ,୧୯।୮: ପୁରୀ ସହରରେ ବ୍ରିଟିଶ ଅମଳରୁ ରହିଥିବା ଐତିହ୍ୟ ସମ୍ପନ୍ନ ତଥା ବହୁ ପୁରାତନ ଲୋକୋମୋଟିଭ୍ ଇଞ୍ଜିନକୁ ପୁଣି ଥରେ ନୂଆ ରୂପରେ ସଜେଇ ଦିଆଯାଇଛି। ଚାଣକ୍ୟ ବିଏନ୍ଆର୍ ହୋଟେଲ ପରିସରରେ ଥିବା ଏହି ଇଞ୍ଜିନକୁ କିଛିଦିନ ତଳେ ପୁରୀରୁ…
ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା
କଟକ ଅଫିସ,୧୯।୮: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଘଟିଥିବା ଚର୍ଚ୍ଚିତ ୧୨ଟି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏଥିରେ ସିବିଆଇ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ,…
ପୁରୀ ହାଜତ ମୃତ୍ୟୁ ମାମଲା: ଅନ୍ତ ଘଟାଇଲେ ହାଇକୋର୍ଟ
କଟକ ଅଫିସ,୧୯।୮: ପୁରୀ ହାଜତ ମୃତ୍ୟୁକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ବୁଧବାର ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କ ମିଳିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଗତ…
ଏଟିଏମ୍ ଭ୍ୟାନ୍ରୁ ୨୪ ଲକ୍ଷ ଲୁଟ୍, ୩ ଅଟକ
ବ୍ରହ୍ମପୁର ଅଫିସ,୧୯।୮: ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଏକ ଗାଡ଼ି ସହ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ବୁଧବାର ଦିନ ଦ୍ୱିପ୍ରହରରେ ଅପହରଣ କରାଯାଇଛି। ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ…
ଭାଜପା ନେତାଙ୍କୁ ଚା’ ପିଇବାକୁ ମମତାଙ୍କ ନିମନ୍ତ୍ରଣ ପରେ ବଢୁଛି ରାଜନୈତିକ ଚର୍ଚ୍ଚା
କୋଲକତା,୧୯।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟରେ ଚା ’ ପାଇଁ ନିମନ୍ତ୍ରଣ କରିବା ପରେ ରାଜନୈତିକ କଳ୍ପନାଜଳ୍ପନା ତୀବ୍ର ହୋଇଛି। ଏହି ନିମନ୍ତ୍ରଣ ପରେ ଚର୍ଚ୍ଚା ହେଉଛି ଯେ, ମମତା ବାନାର୍ଜୀ ବଙ୍ଗଳାରେ…
ଜୁଲାଇ ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ
ଭୁବନେଶ୍ୱର(ବ୍ୟୁରୋ)/ରାଉରକେଲା ଅଫିସ୍,୧୯।୮: ରାଉରକେଲା ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ୨୦୨୨ ଜୁଲାଇ ସୁଦ୍ଧା ଶେଷ ହେବ। ଷ୍ଟାଡିୟମ୍ ପୂର୍ଣ୍ଣାଙ୍ଗ ରୂପ ନେଲେ ଫୁଟ୍ବଲ ସମେତ ଅନ୍ୟ ଆଥଲେଟିକ୍ସ କ୍ରୀଡ଼ାକୁ ନୂଆ ଦିଗ…
ଆତ୍ମଜୀବନୀ ପ୍ରକାଶ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ
କଟକ ଅଫିସ,୧୯।୮: କଟକ ବାଣିଜି୍ୟକ ଅଦାଲତରେ ମଙ୍ଗଳବାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପାଣ୍ଡୁଲିପି ଛପା ମାମଲାର ଶୁଣାଣି ହୋଇଥିଲା। ଅଦାଲତର ସିନିୟର ସିଭିଲ ଜଜ୍ ବୁଧବାର ଏହାର ଶୁଣାଣି କରିଥିଲେ। ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ନ ପାଇବା…
୭୨ ବର୍ଷରେ ଯୁବକଙ୍କୁ କଡ଼ା ଟକ୍କର ଦେଉଛନ୍ତି ଏହି ବୃଦ୍ଧ; ସିକ୍ସ ପ୍ୟାକ୍ ଦେଖିଲେ…
ଆଜିକାଲି ଫିଟନେସକୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ। ବିଶେଷ କରି ଯୁବକମାନେ ଏଥିପାଇଁ ଅନେକ କିଛି କରିଥାନ୍ତି। କିନ୍ତ କିଛି ବୃଦ୍ଧ ମଧ୍ୟ ନିଜର ଫିଟନେସକୁ ନେଇ ’ପାଗଳ’ ଥାନ୍ତି। ଏଥିପାଇଁ ସେମାନେ କଠିନ ପରିଶ୍ରମ କରିଥାନ୍ତି। ଏହି କ୍ରମରେ,…
ପୂର୍ବଜନ୍ମର କର୍ମ ଆଧାରରେ ବ୍ୟକ୍ତିକୁ ମିଳିଥାଏ ଏହି ୬ ଜିନିଷ: ଆପଣଙ୍କ ପାଖରେ ଅଛି ତ…
ଭାରତର ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା ପୂର୍ବଜନ୍ମର କର୍ମ ଏବଂ ତାହାର ଫଳ ବିଷୟରେ। ଆସନ୍ତୁ ସେ ବିଷୟରେ ଜାଣିବା ଚାଣକ୍ୟ ନିଜ ନୀତିଶାସ୍ତ୍ରର…
ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଲା ଚକିତ କଲା ଭଳି ନିଷ୍ପତ୍ତି
ଲର୍ଡସ,୧୯।୮: ଲର୍ଡସରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଯିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଏକ ଚକିତ କଲା ଭଳି ନିଷ୍ପତ୍ତି ନେଇଛି। ଅଗଷ୍ଟ ୨୫ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳ ଏହାର…
ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍…
ଓ୍ବାଶିଂଟନ,୧୯।୮: ଆମେରିକାରେ କରୋନା ମହାମାରୀ ସଂକ୍ରମଣକ ପୁଣି ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ୨୦ ସେପ୍ଟେମ୍ବରରୁ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ପୂର୍ବରୁ ଆମେରିକୀୟ ବିଶେଷଜ୍ଞମାନେ ଅତିରିକ୍ତ ସୁରକ୍ଷା ପାଇଁ…
Archives


