ମହାନଦୀରେ ଆସିପାରେ ଛୋଟ ଧରଣର ବନ୍ୟା
ଭୁବନେଶ୍ୱର୧୫।୯(ବ୍ୟୁରୋ): ହୀରାକୁଦ ଉପର ମୁଣ୍ଡରେ ବର୍ଷା ଲାଗି ରହିଛି। ଏଥିଯୋଗୁ ମଙ୍ଗଳବାର ହୀରାକୁଦ ଡ୍ୟାମର ୧୨ଟି ଗେଟ ଖୋଲା ଯାଇଥିଲ। ବୁଧବାର ଅପରାହ୍ନରେ ଆଉ ୬ଟି ଗେଟ ଖୋଲା ଯାଇଛି। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା…
କୋହଲିଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୧୫।୯: ଆଇସିସି ସର୍ବଶେଷ ଟି -୨୦ ମାନ୍ୟତା ପ୍ରକାଶ କରିଛି। ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ଏବଂ ବାଂଲାଦେଶ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି -୨୦ ସିରିଜ ପରେ ଏହି ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକାର ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକଙ୍କୁ…
ବିକ୍ନୀ ଛାଡ଼ି ଦେଶୀ ଲୁକ୍ରେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ନିଜ ଗ୍ଲାମରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ଓ୍ବେଷ୍ଟର୍ନ ଆଉଟ୍ଫିଟ୍କୁ ନେଇ ତ କେବେ ବିକ୍ନୀକୁ ନେଇ। ଦିଶା ସୋସିଆଲ ମିଡିଆରେ ତାଙ୍କ ଗ୍ଲାମର ଫଟୋ ସବୁ ଶେୟାର କରିଥାନ୍ତି। ଦୀର୍ଘଦିନ ପରେ…
‘ଭାରତ କେବେ ଆଫଗାନିସ୍ତାନ ଭଳି ହୋଇପାରିବ ନାହିଁ’
ମୁମ୍ବାଇ,୧୫।୯: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ) ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କୁ ତାଲିବାନ ସହିତ ତୁଳନା କରିଥିବା ଗୀତିକାର ଜାଭେଦ ଅଖତର ହିନ୍ଦୁମାନଙ୍କୁ ବିଶ୍ୱର ସବୁଠାରୁ ସହନଶୀଳ ସମ୍ପ୍ରଦାୟ ବୋଲି ବର୍ଣ୍ଣନା କରିଛନ୍ତି। ଶିବସେନା ମୁଖପତ୍ର ‘ସାମନା’ରେ…
ଗୁଜରାଟ ଭାଜପାରେ ବଢୁଛି ବିବାଦ
ଗାନ୍ଧିନଗର,୧୫।୯: ଗୁଜରାଟରେ ନେତୃତ୍ୱ ପରିବର୍ତ୍ତନ ପରେ ବୁଧବାର କ୍ୟାବିନେଟକୁ ବିସ୍ତାର କରାଯିବାର ସମ୍ଭାବନା ରହିଛି। କିନ୍ତୁ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ଦଳରେ ଆଭ୍ୟନ୍ତରୀଣ ମତଭେଦ ମଧ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୁରା…
ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟବାସୀଙ୍କୁ ବୁଧବାର ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ। ସେ କହିଛନ୍ତି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇନାହିଁ। ତେଣୁ ବନ୍ୟା ଆଶଙ୍କା ନାହିଁ । ଯେଉଁ ସବୁ ନଦୀରେ ଜଳପତ୍ତନ…
ତେଜିବାରେ ଲାଗିଛି ମୂର୍ତ୍ତି ଉଚ୍ଚତା ବିବାଦ : କଂଗ୍ରେସର ମଉନ ପ୍ରତିବାଦ
କଟକ ଅଫିସ, ୧୫।୯: ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ବିବାଦ ତେଜିବାରେ ଲାଗିଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନ ହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଏହା…
ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଏସ୍ଡିଓ
ଜୟପୁର,୧୫।୯(ନି.ପ୍ର.): ଜୟପୁର ଜିଲା ଇଲେକ୍ଟ୍ରିକାଲ ଏସ୍ଡିଓ କେ. ଶ୍ରୀନିବାସ ପାତ୍ର ଭିଜଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା ଯାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ସୂଚନାଯୋଗ୍ୟ, ତାଙ୍କ କାର୍ଯ୍ୟାଳୟରେ ଗତ ମାସ ଗୋଟେ ଲାଡରମ୍ୟାନ ପଦବୀ ଖାଲି…
ରାତିଅଧିଆ ପାତାଳି ଶ୍ରୀକ୍ଷେତ୍ରରୁ ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ
ଅମରପାଲି,୧୫।୯(ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପ୍ରଶିଦ୍ଧ ପାତାଳି ଶ୍ରୀକ୍ଷେତ୍ରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ପଶି ମନ୍ଦିର ସମ୍ମୁଖରେ ଥିବା ହୁଣ୍ଡି ମଧ୍ୟ ଚୋରି କରି ନେଇଛି। ବୁଧବାର ସକାଳୁ ପୂଜକ…
ସବୁବେଳେ ପ୍ରେମରେ ଧୋକା ଖାଇଥାନ୍ତି ଏହି ୪ ରାଶିର ବ୍ୟକ୍ତି, ବିଳମ୍ବରେ ମିଳେ ସଚ୍ଚା ପ୍ରେମ…
ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି ପ୍ରେମ। ଏପରି କେହି ନାହାନ୍ତି ଯିଏ ଜୀବନରେ ପ୍ରେମରେ ପଡ଼ି ନାହାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଏପରି ଅଛନ୍ତି, ଯାହାସହ ଜଡ଼ିତ ଲୋକ ପ୍ରେମ ମାମଲାରେ ବେଶ ଭାଗ୍ୟଶାଳୀ। କାହିଁକି ନା ସଚ୍ଚା ପ୍ରେମ…
କଳାହାଣ୍ଡିରେ ଲଗାଣ ବର୍ଷା ପ୍ରଭାବ: ସମସ୍ୟାରେ ଜିଲାବାସୀ
ଭବାନୀପାଟଣା,୧୫।୯(ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି କଳାହାଣ୍ଡିବାସୀ। ଏଥର ନୂଆଁଖାଇ ମଧ୍ୟ ବର୍ଷା ଲାଗି ସାମାନ୍ୟ ଫିକା ପଡ଼ିଥିଲା। ଗତ ୧୨ ତାରିଖ ରାତିରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ଭବାନୀପାଟଣା…
ପରିିଚୟ ଦେଇଛି ଲାଲ୍ ଭେଣ୍ଡି ଚାଷ
ଦିନକୁ ଦିନ ଲାଲ୍ ଭେଣ୍ଡିର ଚାହିଦା ବଢ଼ି ଚାଲିଛି। ଏହି କିସମ ଭେଣ୍ଡିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ସେଥିପାଇଁ ରାଜ୍ୟ ବାହାରେ ଏହି ଭେଣ୍ଡି ବିକ୍ରି ବଢ଼ିଛି। ବିଦେଶରେ ଏହି ଭେଣ୍ଡି କେଜି ୪୦୦ ରୁ ୮୦୦…
Archives


