ଏହି ରାଜ୍ୟରେ ବଳାତ୍କାର ମାମଲା ସର୍ବାଧିକ
ଜୟପୁର,୧୫।୯: ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ବଳାତ୍କାର ମାମଲା ରୁଜୁ ହେଉଛି। ଏପରି କି ଉତ୍ତରପ୍ରଦେଶକୁ ପଛରେ ଛାଡ଼ି ଦେଇଛି କଂଗ୍ରେସ ଶାସିତ ରାଜସ୍ଥାନ। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକଡର୍ସ ବ୍ୟୁରୋ (ଏନ୍ସିଆର୍ବି)ର ୨୦୨୦ ବର୍ଷର ରିପୋର୍ଟ।…
ବାଛୁରି ଆଣିବାକୁ ଯାଇ ଭାସିଗଲେ ବାପ, ପୁଅ
ବରୀ,୧୫ା୯(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମର କୁଶ ସିଂ(୫୭) ଓ ତାଙ୍କର ପୁଅ କୈଳାସ ସିଂ(୨୭) ବୁଧବାର ବ୍ରାହ୍ମଣୀର ବନ୍ୟା ସ୍ରୋତରେ ଭାସି ଯାଇଛନ୍ତି। ବରୀ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ଖୋଜାଖୋଜି କରିଥିଲେ…
‘ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’
ପାଟନା,୧୫।୯: ବ୍ୟାଙ୍କର ଭୁଲ ଯୋଗୁ ବିହାରର ଖାଗାରିଆ ଜିଲାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୫.୫ ଲକ୍ଷ ଟଙ୍କା। ଏହି ଟଙ୍କା ଫେରାଇ ଦେବାକୁ ତାଙ୍କ ପାଖକୁ ଅନେକ ଥର ନୋଟିସ ଆସିଥିଲା। ଏହାର ଜବାବରେ ବ୍ୟକ୍ତି ଜଣଙ୍କ କହିଥିଲେ,…
ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା
ଇନ୍ଦୋର,୧୫।୯: ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍ ସିଗନାଲର ଫାଇଦା ଉଠାଇ ଜଣେ ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି ଇନ୍ଷ୍ଟାଗ୍ରାମରେ। ଏହି ଭିଡିଓ ଯୁବତୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଟ୍ରାଫିକ୍ ନିୟମ ଭାଙ୍ଗିବା…
ଖୋଲିଲା ୨୦ ଗେଟ୍: ମହାନଦୀରେ ବଢୁଛି ବନ୍ୟା ଆଶଙ୍କା
ସମ୍ବଲପୁର,୧୫।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୩୩ ଫୁଟରେ ପହଞ୍ଚିଛି। ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ବୁଧବାର ସନ୍ଧ୍ୟା ସୁଦ୍ଧା…
‘ଭିକ ମାଗୁଛି, ଜୀବନ ଶେଷ କରନାହିଁ’
ଚେନ୍ନାଇ,୧୫।୯: ତାମିଲନାଡୁରେ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଚାପର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କୁ ବୁଧବାର ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ। ଏହି ବିବାଦୀୟ ପରୀକ୍ଷା କାରଣରୁ ଗୋଟିଏ ସପ୍ତାହରେ ରାଜ୍ୟର ୩…
ଏଭଳି ହରିଣକୁ ଜିଅନ୍ତା ଗିଳିଲା ଅଜଗର; ଭିଡିଓ ଦେଖିଲେ…
ହରିଣକୁ ଜିଅନ୍ତା ଗିଳିଲା ଅଜଗର। ରାଜସ୍ଥାନର ବାରାଂ ଜିଲାରେ ଏକ ବିଶାଳକାୟ ଅଜଗର ହରିଣକୁ ଶିକାର କରିବାର ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ସକାଳର। ଭିଡିଓରେ ସାପଟି କିଭଳି ହରିଣକୁ ଗୁଡ଼ାଇ ବଡ଼ ପାଟି କରି ଗିଳୁଛି ତାହା ଦେଖିବାକୁ…
ଯୁବକ ଭଳି ଦେଖାଯିବାକୁ ସାପ ରକ୍ତ ପିଅନ୍ତି ଅନିଲ କପୁର? ଅଭିନେତା କହିଲେ…
ବମ୍ବେ: ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବଲିଉଡ୍ ଅଭିନେତା ଅନିଲ କପୁର ଏଭଳି ଜଣେ ଅଭିନେତା ଯାହାଙ୍କୁ ଦେଖିଲେ ଲାଗେ ବୟସ ବଢ଼ୁଛି ହେଲେ ଏବେ ବି ସେ ଯୁବକ। ଏହାକୁ ନେଇ ଅନେକ ଚର୍ଚ୍ଚା…
ଅଣ୍ଡା, ଛତୁଆ ବିକି ଅଙ୍ଗନଓ୍ବାଡି ଦିଦି କୋଟିପତି
ଭୁବନେଶ୍ବର,୧୫।୯: ଗିରଫ ହେଲେ କୋଟିପତି ଅଙ୍ଗନଓ୍ବାଡି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନଓ୍ବାଡି ଦିଦି କବିତା ମଥାନଙ୍କୁ ଭିଜିଲାନ୍ସ ବୁଧବାର ଗିରଫ କରିଛି। ଅଙ୍ଗନଓ୍ବାଡି ଦିଦି କବିତାଙ୍କ ଘରେ ମଙ୍ଗଳବାରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା।…
‘ଧରିପଡ଼ିବା ପରେ ବଳାତ୍କାରୀଙ୍କୁ ଏନକାଉଣ୍ଟର’
ହାଇଦ୍ରାବାଦ୍,୧୫।୯: ପଡୋଶୀଙ୍କ ୬ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ। ଏହି ବଳାତ୍କାର ଓ ହତ୍ୟା କାଣ୍ଡ ଘଟାଇଥିବା ଅପରାଧୀ ଧରାପଡ଼ିବା ପରେ ଏନକାଉଣ୍ଟର କରାଯିବ ବୋଲି ତେଲାଙ୍ଗାନାର ଜଣେ ଶ୍ରମ ମନ୍ତ୍ରୀ ମଲ୍ଲା…
ହୀରାକୁଦ ଜଳଭଣ୍ଡାରର ୧୮ଗେଟ୍ରେ ଜଳ ନିଷ୍କାସନ: ତଳ ମୁଣ୍ଡରେ ବିପଦ ଆଶଙ୍କା
ସମ୍ବଲପୁର,୧୫।୯(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୩୩ ଫୁଟରେ ପହଞ୍ଚିଛି। ଏଣୁ ଜଳ ନିଷ୍କାସନ କରାଯାଉଛି । ବାମପଟେ…
ଭଉଣୀଙ୍କ ବିବାହରେ ଜଣେ ଝିଅଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଏହି ଅଭିନେତା; ଦଶମ ପଢ଼ିବା ବେଳେ…
ବମ୍ବେ: ବଲିଉଡ୍ରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଅଭିନୟ ଚାତୁରୀରେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରନ୍ତି। ସେମାନଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଆର୍ଥିକ ଅସୁବିଧା ଦେଇ ଗତି କରିଥିବା ପଙ୍କଜ ୨୦୦୪ରେ ମୃଦୁଳା ତ୍ରିପାଠୀଙ୍କୁ ବିବାହ କରିଥିଲେ।…
Archives


