ଭଉଣୀର ସୁନା ଚେନ୍ ଚୋରି କରି ଜେଲ ଗଲା ଭାଇ
ଗଞ୍ଜାମ,୧୬ା୯(ଡି.ଏନ.ଏ.): ଭଉଣୀର ସୁନାଚେନ ଚୋରି କରିବା ଅଭିଯୋଗରେ ଭାଇକୁ ଜେଲ ଯିବାକୁ ପଡିଛି। ଗଞ୍ଜାମ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଚୋରି ଅଭିଯୋଗରେ ଭାଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ବାପ ଘରେ…
ନିଷ୍ପତ୍ତି ପୂର୍ବରୁ ରୋହିତଙ୍କ ସହ କଥା ହୋଇଥିଲେ କୋହଲି
ନୂଆଦିଲ୍ଲୀ,୧୬।୯: ୟୁଏଇ ଓ ଓମାନଠାରେ ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ କ୍ରିକେଟର ସବୁଠୁ ଛୋଟିଆ ଫର୍ମାଟର ଅଧିନାୟକ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। କିନ୍ତୁ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦଳର ନେତୃତ୍ୱ ନେବା…
ଗୁପ୍ତ ତଥ୍ୟ ଲିକ୍ର ତଦନ୍ତ କରିବ ଏନ୍ଆଇଏ
ବାଲେଶ୍ୱର ଅଫିସ,୧୬।୯: ପାକିସ୍ତାନୀ ସୁନ୍ଦରୀଙ୍କ ହନୀଟ୍ରାପରେ ପଡି ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ୫ ଠିକା କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା ବେଳେ…
ଟ୍ରୋଲ ହେଲେ ନୋରା
ମୁମ୍ବାଇ: ନିଜର ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚାକୁ ଆସନ୍ତି ନାହିଁ ସେ ତାଙ୍କ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରନ୍ତି । ସୁଦୂର କାନାଡାରୁ ଆସି ଏବେ ବଲିଉଡ୍ରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୋରା ଫତେହି ଏବେ ଖୁବ୍…
ମଣିଷ ଭଳି ଦେଖାଯାଉଛି ଏହି ମାଛ! ଭିଡିଓ ଦେଖିଲେ…
ଦୁନିଆରେ ଅନେକ ଅଜବ ଜିନିଷ ରହିଛି। ଏଣୁ କେବେ, କ’ଣ ଦେଖିବାକୁ ମିଳିବ ତାହା କହିହେବ ନାହିଁ। ବେଳେବେଳେ ଆମ ସାମ୍ନାକୁ ଏପରି ଜିନିଷ ଆସେ ଯାହାକୁ ବିଶ୍ୱସ କରିବା କଷ୍ଟକର। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ…
କ୍ୟାପଟେନ ବଦଳାଇଲା ନାହିଁ କ୍ୟାପିଟାଲ୍ସ
ଦୁବାଇ,୧୬।୯: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ। ଏ ନେଇ ଗୁରୁବାର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ପୂର୍ବତନ ଅଧିନାୟକ ଶ୍ରେୟାସ ଆୟାର ଚଳିତ…
ରାଗିଲେ ମଲ୍ଲିକା
ମୁମ୍ବାଇ: ବଲିଉଡ୍ ନାୟିକା ମଲ୍ଲିକା ସେରାୱତ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ବୋଲ୍ଡ ନେସ୍ ପାଇଁ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ବେଶ୍ କିଛି ସମୟ ହେବ ବଡ ପରଦାରୁ ଦୂରେଇ ରହିଥିଲେ କହିଲେ ଚଳେ । ଏବେ କିନ୍ତୁ…
ପୁରୁଣା ଫର୍ମକୁ ଆସିଲେ ଶହେ କ’ଣ, ୩୦୦ରନ୍ କରିଦେବେ କୋହଲି: କପିଲ ଦେବ
ନୂଆଦିଲ୍ଲୀ,୧୬।୯: ଦୀର୍ଘ ସମୟ ଧରି ଶତକ ମାରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତ ବେଳେ ସେ ଭଲ ବ୍ୟାଟିଂ କରିଥିଲେ ହେଁ ଶତକ କରିପାରିନଥିଲେ। ଦୁଇ ବର୍ଷ ପୂର୍ବେ ସେ ଶତକ ମାରିଥିଲେ। ଏବେ ଏହାକୁ ନେଇ ‘ରନ୍…
ବନ୍ଦ ହେଲା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ
ନୂଆଦିଲ୍ଲୀ,୧୬।୯: ବନ୍ଦ ହେଲା ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ। ଦିଲ୍ଲୀପ କୁମାରଙ୍କ ସମ୍ପର୍କୀୟ ଫେଜଲ ଫାରୁକି ଏ ନେଇ ସୂଚନା ଦେଇଛନ୍ତି। ଦିଲୀପଙ୍କ ସ୍ତ୍ରୀ ସାଇରା ବାନୁ ମଧ୍ୟ ଏ ନେଇ ସହମତି ଜଣାଇଛନ୍ତି। ସୂଚନା ଅନୁସାରେ, ଦିଲୀପ…
ମା’ ଝିଅଙ୍କୁ ୧୪ ବର୍ଷ ପରେ ଏକାଠି କଲା ଫେସବୁକ୍
ଫ୍ଲୋରିଡା,୧୬।୯: ଫ୍ଲୋରିଡାରୁ ୨୦୦୭ରେ ଅପହରଣ ହୋଇଥିଲେ ଜ୍ୟାକଲିନ ହର୍ନ୍ନାଡେଜ ନାମକ ଜଣେ ଯୁବତୀ। ଦୀର୍ଘ ୧୪ ବର୍ଷ ପରେ ଫେସବୁକ କାରଣରୁ ଅପହୃତା ଯୁବତୀ ତାଙ୍କ ମା’ଙ୍କ ପାଖକୁ ଫେରି ପାରିଛନ୍ତି। ଦୁହେଁ ସୋମବାର ଟେକ୍ସାସଠାରେ ଏକତ୍ରିତ ହୋଇଥିଲେ। ୧୯ ବର୍ଷୀୟା…
ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘର ଉପରେ ବୁଲଡୋଜର ଚଲାଇ ଦେଇଥିଲେ ଗଡକରି
ସୋହନା,୧୬ ।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ କିପରି ଚାଲିଛି ଏହା ଜାଣିବା ପାଇଁ ଗୁରୁବାର ସୋହନା ପହଞ୍ଚିଥିଲେ । ଏହି ଅବସରରେ ସେ ତାଙ୍କର…
ପାକିସ୍ତାନ ବୋଲର୍ଙ୍କ ବୟାନବାଜି: ଟି-୨୦ ବିଶ୍ୱକପ୍ରେ ଆମେ ଭାରତକୁ ଏଭଳି ହରାଇବାକୁ ଚାହୁଁଛୁ
ନୂଆଦିଲ୍ଲୀ,୧୬।୯: ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍ର ଖେଳାଳିମାନେ ବୟାନବାଜି କରିଥାନ୍ତି। ହେଲେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ୍ରେ ସେମାନେ ଭାରତକୁ ପରାସ୍ତ କରିପାରିନାହାନ୍ତି। ଏପରିକି ଅଭ୍ୟାସ ମ୍ୟାଚ୍ରେ ସେମାନେ ଭାରତକୁ ହରାଇପାରିନାହାନ୍ତି। ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ପେସର…
Archives


