ବିମାନରେ ଡ୍ୟାନ୍ସ କଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଭିଡିଓ
ଛୋଟ ପରଦାରୁ ଭୋଜପୁରୀ ଇଣ୍ଡଷ୍ଟ୍ର୍ରି ପର୍ଯ୍ୟନ୍ତ ବେଶ୍ ନାଁ କମାଇଥିବା ଅଭିନେତ୍ରୀ ମୋନାଲିସା ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି। ଇନ୍ଷ୍ଟାଗ୍ରାମରେ ବିକ୍ନୀ ଲୁକ୍କୁ ନେଇ ହେଉ କିମ୍ବା ଶାଢ଼ିକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୋନାଲିସା କିଛି…
ଜଲାଲାବାଦରେ ବିସ୍ଫୋରଣ: ୨ ମୃତ, ୨୦ ଆହତ
କାବୁଲ,୧୮ା୯: ପୂର୍ବ ଆଫଗାନିସ୍ତାନ ସହର ଜଲାଲାବାଦରେ ଶନିବାର ହୋଇଥିବା ତିନୋଟି ବିସ୍ଫୋରଣରେ ଅତି କମ୍ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ବୋଲି ତାଲିବାନର ଜଣେ ଅଧିକାରୀ କହିଛନ୍ତି। ତେବେ ପାଟ୍ରୋଲିଂ ଗାଡିକୁ ଟାର୍ଗେଟ କରାଯାଇଛି…
ଚିଲିକା ମଝିରେ ଲଞ୍ଚ ଅଚଳ: ଫସିରହିଲେ ଯାତ୍ରୀ
କୃଷ୍ଣପ୍ରସାଦ,୧୮।୯(ଡି.ଏନ୍.ଏ.): ଚିଲିକା ମଧ୍ୟରେ ଶନିବାର ଏକ ଲଞ୍ଚ ଅଚଳ ହୋଇଯାଇଥିଲା। ଫଳରେ ଯାତ୍ରୀ ୨ ଘଣ୍ଟା ଜଳବନ୍ଦୀ ହୋଇ ରହିଥିଲେ। ଅନ୍ତର୍ଜାତୀୟ ଜଳପଥ ପରିବହନ ବିଭାଗର ଏହି ଲଞ୍ଚଟି ପୁରୀ ଜିଲା କୃଷ୍ଣପ୍ରସାଦ ଜେଟିରୁ ଶନିବାର ସକାଳେ ବାଲୁଗାଁ ଅଭିମୁଖେ ଯାଉଥିବା…
ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଖଡଙ୍କୁ ମିଳିପାରେ ଏହି ସ୍ଥାନ
ଚଣ୍ଡିଗଡ଼,୧୮ ।୯: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପ୍ରଥମେ କ୍ରିକେଟର ତଥା ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସହ ବାଦ ବିବାଦ ପରେ…
ଏହି ବନ୍ଧୁଙ୍କ ସହ ବିକ୍ନୀ ପିନ୍ଧି ଫଟୋ ଶେୟାର କଲେ ଆଲିଆ,ଲେଖିଲେ ଏମିତି ବାର୍ତ୍ତା
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ଏଥିପାଇଁ ସମସ୍ତ ପ୍ରଶଂସକଙ୍କ ନଜର ସବୁବେଳେ ଆଲିଆଙ୍କ ଉପରେ ହିଁ ଥାଏ। କେବେ ଜିମ୍ ବାହାରେ,…
ଇସ୍ତଫା ଦେବେ କ୍ୟାପଟେନ ଅମରିନ୍ଦର ସିଂ!
ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସର ଫାଟ ଏବେ ପର୍ଯ୍ୟନ୍ତ ପୂରଣ ହେବା ଦେଖାଯାଉନାହିଁ । ଶନିବାର ବିଧାୟକ ଦଳର ବୈଠକ ବସିବା ପରେ ସେଠାକାର ରାଜନୀତି ଆହୁରି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦଳ ଛାଡିବା ନେଇ…
ଲକ୍ଡାଉନ୍ ବିରୋଧରେ ପ୍ରଦର୍ଶନ, ବିକ୍ଷୋଭକାରୀଙ୍କ ଉପରେ ଲାଲ୍ ଲଙ୍କା ସ୍ପ୍ରେ…
ମେଲବୋର୍ନ,୧୮।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଷ୍ଟ୍ରେଲିଆରେ ମେଲବୋର୍ନରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହାକୁ ବିରୋଧ କରି ଲୋକେ ଶନିବାର ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀଙ୍କୁ ରୋକିବା ସହିତ ଭିଡ଼ ହଟାଇବା ଲାଗି ପୋଲିସ ପକ୍ଷରୁ ଲାଲ୍ ଲଙ୍କା ସ୍ପ୍ରେ କରାଯାଇଛି।…
କରମା ଡାଳ ବିସର୍ଜନ ବେଳେ ଅଘଟଣ, ୭ ବାଳିକାଙ୍କର ମୃତ୍ୟୁ…
ଲାଟେହାର,୧୮।୯: କରୋନା ଡାଳ ବିସର୍ଜନ ସମୟରେ ଅଘଟଣ ଘଟିଛି। ୭ ବାଳିକାଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡର ଲାଟେହାର ଜିଲାର ବାଲୁମାଥ ଅଞ୍ଚଳର ଶେରେଗଡା ଗାଁର ମନନ୍ଦୀ ଟୋଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍ଥାନୀୟ ପୋଲିସ ଷ୍ଟେସନ ପକ୍ଷରୁ…
ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା
ପାଟଣା,୧୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କର ଶନିବାର ପାଟଣା ବ୍ଲକ ଚାକୁଣ୍ଡାପାଳସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ। ସେ…
ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …
ମୁମ୍ବାଇ,୧୮।୯: ବଲିଉଡ୍ ଅଭିନେତା ସୋନୁସୁଦ୍ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ ଲୁଚାଇବା ପାଇଁ ସୋନ୍ୁ ବିଭିନ୍ନ ନକଲି କମ୍ପାନୀରୁ ଅସୁରକ୍ଷିତ ଋଣ ଆଣିଥିବା ଆୟକର ବିଭାଗ…
କୋହଲିଙ୍କ ସହ ମତଭେଦ ପରେ କୁମ୍ବଲେ ଦେଇଥିଲେ ଇସ୍ତଫା, ଏବେ ପୁଣି ମୁଖ୍ୟ କୋଚ୍ ପଦକୁ ନେଇ…
ନୂଆଦିଲ୍ଲୀ,୧୮।୯: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ୍ର ଆୟୋଜନ ହେବାକୁ ଯାଉଛି। ଏହାପରେ ଭାରତୀୟ କ୍ରିକେଟ ଟିମ୍ର କୋଚିଂ ଷ୍ଟାଫ୍ରେ ପରିବର୍ତ୍ତନ ହେବ। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ କୋଚ୍ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।…
ଦୁନିଆର ସବୁଠୁ ଭୟଙ୍କର ପୋଲ
ଦୁନିଆରେ ଏପରି ଅନେକ କିଛି ସ୍ଥାନ ଅଛି, ଯାହାକି ଅତ୍ୟନ୍ତ ବିପଜ୍ଜନକ। ଯାହା ବିଷୟରେ ଶୁଣିବା ପରେ ଲୋମ ଟାଙ୍କୁରି ଉଠିଥାଏ। ପ୍ରାୟତଃ ଏହି ସ୍ଥାନଗୁଡ଼ିକ ଅନେକ ପର୍ଯ୍ୟଟକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେଇଥାଏ। ଏପରି ବ୍ରିଜ୍ ବା ପୋଲ ଅତିକ୍ରମ…
Archives


