୧୫ ନଂ ଜୋନ୍‌ରେ ଚାଲିଛି ଗଣତି

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଏଥିପାଇଁ ବିଡିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ ପ୍ରମୁଖ ସ୍ଥିତି ସମୀକ୍ଷା କରୁଛନ୍ତି। ବିଜୟୀ ଓ୍ବାର୍ଡ ସଭ୍ୟଙ୍କ ନାମ ପ୍ରଶାସନ ପକ୍ଷରୁ ମାଇକରେ ଘୋଷଣା କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ରମ୍ଭା ଆଇଆଇସି ଦିପ୍ତୀରଞ୍ଜନ ବେହେରା ପ୍ରମୁଖ ଘନଘନ ଗଣତି କେନ୍ଦ୍ର ପରିଦର୍ଶନ କରୁଛନ୍ତି। ବଡ଼ ବଜାର ଭାରତୀ ବିଦ୍ୟାପୀଠ ଷ୍ଟାଡିୟମ ଠାରେ ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କରାଯାଇଛି ଏବଂ ଗୋଟିଏ ପଟ ରାସ୍ତା ସିଲ୍‌ କରାଯାଇଛି। ଏହି ୧୫ ଜୋନ୍‌ ଅଧିନସ୍ଥ ୭ଟି ପଞ୍ଚାୟତ ଭୋଟ୍‌ ଗଣତି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୌବାଣିଜ୍ୟ ସହ ସାଂସ୍କୃତିକ ମିଳନ ହେଉଥିଲା

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: କେନ୍ଦ୍ରାପଡ଼ା ଜିଲାର ନୌବାଣିଜ୍ୟ ପରମ୍ପରା ପ୍ରାଚୀନ। ସାଧବ ପୁଅ କନିକା ଉପସାଗରରୁ ବାଲି, ସିଂହଳ, ଜାଭା ଆଦି ଦେଶକୁ ଯାଇ ବ୍ୟବସାୟ...

ଜିଲାପାଳ,ଏସ୍‌ପିଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗପହଣ୍ଡି,୨୫।୭(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲାପାଳ ଦିବ୍ୟ...

ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବାକୁ ଚିଠି

ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବା ପାଇଁ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମାଧ୍ୟମରେ...

ମଟ୍‌କା ଚା’ ପିଇବାକୁ ଲୋକଙ୍କ ଭିଡ଼

କେନ୍ଦୁଝର,୨୪ା୧୧: କର୍ମମୟ ଜୀବନରେ ନିଜକୁ ଟିକିଏ ସତେଜ କରିବା ପାଇଁ ସମସ୍ତଙ୍କୁ ଚା’ର ଆବଶ୍ୟକତା ରହିଛି। ଅଫିସ୍‌, କଳକାରଖାନା ତଥା ଯେ, କୌଣସି କର୍ମ କ୍ଷେତ୍ରରେ...

୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ନ ରହିବା ଉପରେ ରହିତାଦେଶ

କଟକ ଅଫିସ,୧୪ା୧: କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣିବେଳେ ୨ରୁ ଊର୍ଦ୍ଧ୍ୱ ଆଇନଜୀବୀ...

ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଧାୟକ

ବଇଣ୍ଡା, ୬ା୨(ଡି.ଏନ୍‌.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ୧୩ନଂ. ଜୋନ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବିଷ୍ଣୁପ୍ରିୟା ପ୍ରଧାନ ଶନିବାରଠାରୁ ପ୍ରଚାର ଜୋର୍‌ଦାର କରିଛନ୍ତି।...

ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧ ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ...

କରୋନାରେ ପୁଅ ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା

କବିସୂର୍ଯ୍ୟନଗର,୩ା୭(ଡି.ଏନ୍‌.ଏ.)- କରୋନାରେ ଏକମାତ୍ର ପୁଅଙ୍କ ମୃତ୍ୟୁ ଖବର ଶୁଣି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବାପା। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର...

Advertisement
Archives

Model This Week