Posted inଜାତୀୟ

ଦୁର୍ନୀତିକୁ ରୋକିବା ପାଇଁ ବ୍ୟକ୍ତିଗତ ନଂ ଜାରି କରିବେ ମାନ

ଚଣ୍ଡିଗଡ଼,୧୭।୩: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ନେତା ଭଗଓ୍ବନ୍ତ ମାନ ଗୁରୁବାର ଦୁର୍ନୀତି ନିରୋଧି ହେଲ୍ପ ଲାଇନ୍‌ ନମ୍ବର ଜାରି କରିବା ନେଇ ଘୋଷଣା କରିଛନ୍ତି। ବୁଧବାର ଶପଥ ନେଇଥିବା ମନ୍ନ ଗୋଟିଏ ବି ଦିନ ନଷ୍ଟ କରିପାରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମ ବାର୍ଷକୀ ଅବସରରେ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯିବ ବୋଲି କହିଛନ୍ତି।

“ଦୁର୍ନୀତି ନିରୋଧି ହେଲ୍ପ ଲାଇନ୍‌ ମୋ ବ୍ୟକ୍ତିଗତ ନମ୍ବର ହେବ। ଯଦି କେହି ଲାଞ୍ଚ ମାଗୁଛି, ତେବେ ତାହାର ଅଡିଓ କିମ୍ବା ଭିଡିଓ ସେହି ନମ୍ବରକୁ ପଠାଇବେ। ମୁଁ କୌଣସି ସରକାରୀ କର୍ମାଚାରୀଙ୍କୁ ଧମକାଉ ନାହିଁ। କାରଣ ୯୯ ପ୍ରତିଶତ ସରକାର କର୍ମଚାରୀ ସଚ୍ଚୋଟ। କିନ୍ତୁ ୧ ପ୍ରତିଶତ ଦୁର୍ନୀତିଖୋର କର୍ମଚାରୀଙ୍କ ପାଇଁ ସିଷ୍ଟମ ଖରାପ କରିଛି। କେବଳ ଏଏପି ଏହି ଦୁର୍ନୀତି ସିଷ୍ଟମକୁ ସଫା କରିବ” ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କୁ ମିଳିପାରେ ମନ୍ତ୍ରୀପଦ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଆଉ କିଛି ସମୟ ପରେ କରାଯିବ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀପଦ ମିଳିପାରେ...

ଖୁବ୍‌ଶୀଘ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଆପ୍‌

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟି ମଙ୍ଗଳବାର ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଏ ନେଇ ମଙ୍ଗଳବାର ମଧ୍ୟ୍ୟାହ୍ନ ୧୨ଟାରେ ପଞ୍ଜାବର ମୋହଲିଠାରେ ଏକ...

ଭାଜପାର ପ୍ରଚଣ୍ଡ ବିଜୟ ପରେ ମୋଦି କହିଲେ…

ନୂଆଦିଲ୍ଲୀ,୨୬।୬: ରାମପୁର ଏବଂ ଆଜମଗଡ ଲୋକ ସଭା ପାଇଁ ହୋଇଥିବା ଉପନିର୍ବାଚନରେ ଏକ ବଡ଼ ଓଲଟପାଲଟ ହୋଇଛି। ଭାଜପା ଏହି ଦୁଇଟି ଆସନକୁ ସମାଜବାଦୀ ପାର୍ଟିଠାରୁ...

କଶ୍ମୀରୀ ପଣ୍ଡିତଙ୍କୁ ଲଶ୍କରର ହତ୍ୟା ଧମକ

ଶ୍ରୀନଗର,୧୬।୫: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ଇସ୍‌ଲାମ୍‌ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ରହୁଥିବା କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା ଧମକ ଦେଇଛି। ଏନେଇ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ଇସ୍‌ଲାମ ପକ୍ଷରୁ ଏକ...

ଘର ବଜେଟ ବି ବିଗାଡ଼ି ଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୬।୨: ଦେଶରେ ବଢୁଥିବା ମହଙ୍ଗା ସ୍ଥିତିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏସମ୍ପର୍କରେ କଂଗ୍ରେସ ପକ୍ଷରୁ ରାହୁଲ...

ନାବାଳିକା ଗଣବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ,୩୧-୧:ଦିଲ୍ଲୀର ଏକ କୋର୍ଟ ନାବାଳିକା(୫) ଗଣବଳାତ୍କାର ମାମଲାରେ ୨ ଦୋଷୀ ମନୋଜ ଶାହା ଓ ପ୍ରଦୀପ କୁମାରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୧୩...

ସାର୍ବଜନୀନ ହେବ ଯୁଦ୍ଧ ଇତିହାସ

ନୂଆଦିଲ୍ଲୀ, ୧୩।୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଯୁଦ୍ଧ ଇତିହାସର ସଂଗ୍ରହ, ଗୁପ୍ତ ସୂଚୀରୁ ହଟାଇବା ଓ ସଂକଳନ ନୀତିକୁ ଅନୁମୋଦନ କରିଛନ୍ତି। ଫଳରେ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ, ୯।୮-କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ବି. ଶ୍ରୀରାମୁଲୁ ଟୁଇଟ...

Advertisement
Archives

Model This Week