ରବି ଶାସ୍ତ୍ରୀଙ୍କ ଦୁଃଖ
ନୂଆଦିଲ୍ଲୀ,୧୫।୧୧: ସମସ୍ତ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ନିର୍ଭୟରେ କ୍ରିକେଟ ଖେଳିବା ସତ୍ତ୍ୱେ ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମ୍ମାନଜନକ କାର୍ଯ୍ୟକାଳ ମଧ୍ୟରେ ଆଇସିସି ଇଭେଣ୍ଟରେ ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ ଭାରତ। କୋଚିଂ କାର୍ଯ୍ୟକାଳ ଶେଷ ହେବାର…
କ୍ଷୀର ଦେଲା ନାହିଁ ମଇଁଷି, ଥାନାକୁ ଗଲେ ମାଲିକ:ଆଉ ତା’ପରେ…
ଭୋପାଳ,୧୫।୧୧: ମଧ୍ୟ ପ୍ରଦେଶର ଭିଣ୍ଡ୍ ଜିଲାରେ ଏକ ରୋଚକ ଘଟଣା ଘଟିଛି। ମଇଁଷି କ୍ଷୀର ନ ଦେବାରୁ ମାଲିକ ଥାନାରେ ପହଞ୍ଚିଛନ୍ତି। ଯାଦୁକର ପ୍ରଭାବରେ ମଇଁଷି କ୍ଷୀର ଦେଉ ନ ଥିବା ଅଭିଯୋଗ କରି ନ୍ୟାୟ ଦେବାକୁ ମାଲି ପୋଲିସ ନିକଟରେ…
ପଞ୍ଚକ ବ୍ରତ ପାଳନ କରିବାର ତାତ୍ପର୍ଯ୍ୟ
ଧର୍ମମାସ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯାଇଥାଏ। ଏହି ବ୍ରତକୁ ଭୀଷ୍ମ ପଞ୍ଚକ ବ୍ରତ ମଧ୍ୟ କୁହାଯାଇଥାଏ। ମହାଭାରତରେ ଉଲ୍ଲେଖ ରହିଛି, ପିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ବେଳେ ପଞ୍ଚୁ ପାଣ୍ଡବଙ୍କୁ ନୀତିଶିକ୍ଷା ଦେଇଥିଲେ। ଏହା…
ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି
ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍ର ୭ମ ସଂସ୍କରଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ଫାଇନାଲରେ ଚାମ୍ପିୟନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିବା ଜୋଶ ହାଜେଲଉଡ୍ ଓ ମିଚେଲ ମାର୍ଶ କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର ଯୁବରାଜ…
ମନ୍ଦିରରେ ପତାକା ବଦଳିବା ବେଳେ ଗଲା ଜୀବନ
ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରେ ପତାକା ବଦଳାଉ ଥିବା ବେଳେ ଖସି ପଡି ଜଣେ ସେବାୟତଙ୍କ ମୃତ୍ୟୁ ଘଟିଛି।…
ଫାଇନାଲରେ ଦୁଇ ଥର ଭାଙ୍ଗିଲା ଗୋଟିଏ ରେକର୍ଡ
ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍ ଫାଇନାଲରେ ଗୋଟିଏ ରେକର୍ଡ ଦୁଇ ଥର ଭାଙ୍ଗିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଟି୨୦ ବିଶ୍ୱକପ୍ ଆଣି ଦେଇଥିବା ମିଚେଲ ମାର୍ଶ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ୩୧ ବଲରେ ପୂରଣ କରିଥିଲେ ଅର୍ଦ୍ଧଶତକ। ଏଥିସହ ଟି୨୦ ବିଶ୍ୱକପ୍ ଫାଇନାଲରେ ଦ୍ରୁତତମ…
ନିଷିଦ୍ଧ ସଙ୍ଗଠନରେ ଯୋଗଦେବାକୁ ଯାଉଛନ୍ତି ନିଖୋଜ ୫ ମହିଳା
ଗୁଆହାଟୀ, ୧୩ା୧୧: ଗତ ସପ୍ତାହଠାରୁ ଘରୁ ନିଖୋଜ ଥିବା ଆସାମର ତିନସୁକିଆ, ଧେମାଜି ଏବଂ ଲଖିମପୁର ଜିଲାର ୫ ମହିଳା ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ ଅଫ୍ ଆସୋମ୍-ଇଣ୍ଡିପେଣ୍ଡେଣ୍ଟ(ୟୁଏଲ୍ଏଫ୍ଏ-୧)ରେ ଯୋଗ ଦେବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ…
ଅପହୃତ ଜୁନିୟର ଇଞ୍ଜିନିୟରଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ସ୍ତ୍ରୀ
ମାଲକାନଗିରି,୧୪ା୧୧(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ଫେଲ୍ ମାରିବା ପରେ ସ୍ବାମୀଙ୍କୁ ମାଓବାଦୀଙ୍କ କବଳରୁ ମୁକୁଳାଇବା ପାଇଁ ଜଙ୍ଗଲ ଅଭିମୁଖେ ସାଙ୍ଗରେ ଛୋଟ ପୁଅକୁ…
‘ଏକାକୀ ଜିତିପାରିବ କଂଗ୍ରେସ’
ଲକ୍ଷ୍ନୌ,୧୪।୧୧: ଯଦି କଂଗ୍ରେସକୁ ଜିତିବାର ଅଛି, ତେବେ ଏହାକୁ ଏକାକୀ ଲଢ଼ିବାକୁ ପଡ଼ିବ। ଏଭଳି କହି ନିର୍ବାଚନ ଲାଗି କଂଗ୍ରେସ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବାକୁ ମନା କରି ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା।…
ତ୍ରିପୁରା ହିଂସାର ରିପୋର୍ଟ କରିବାରୁ ୨ ମହିଳା ଜର୍ନାଲିଷ୍ଟ ଅଟକ
ଗୁଆହାଟୀ,୧୪।୧୧: ତ୍ରିପୁରା ହିଂସାକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିବା ଦିଲ୍ଲୀର ଦୁଇଜଣ ମହିଳା ଖବରଦାତାଙ୍କୁ ଅଟକ ରଖାଯାଇଛି। ସେମାନେ ଧର୍ମ ଆଧାରରେ ବିଭିନ୍ନ ସଂଗଠନ ମଧ୍ୟରେ ଶତ୍ରୁତା ବଢ଼ାଇବା ସହ ଅପରାଧ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା। ବିଶ୍ୱ ହିନ୍ଦୁ…
ପରିବାରର ୪ ଜଣଙ୍କୁ ଟାଙ୍ଗି ମାରିଲେ ମାଓବାଦୀ
ପାଟଣା,୧୪।୧୧: ବିହାରର ଗୟା ଜିଲାରେ ଶନିବାର ମାଓବାଦୀମାନେ କାଙ୍ଗାରୁ କୋର୍ଟ ନିର୍ଦ୍ଦେଶରେ ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗି ଦେଇଛନ୍ତି। କେବଳ ଏତିକି ନୁହେଁ ମୃତକଙ୍କ ଘରକୁ ଡାଇନାମାଇଟ୍ ଲଗାଇ ଉଡାଇ ଦିଆଯାଇଛି। ଦୁମାରିଆର ମୋନବାର ଗ୍ରାମରେ ସର୍ଜୁ ଭୋକ୍ତାଙ୍କ ଘରେ…
ଭାରତକୁ ମିଳିଲା ରୁଷିଆର ଅତ୍ୟାଧୁନିକ ଡିଫେନ୍ସ ସିଷ୍ଟମ୍
ନୂଆଦିଲ୍ଲୀ,୧୪।୧୧: ରୁଷିଆ ଭାରତକୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଣ ଆରମ୍ଭ କରିଛି। ଯୋଜନା ଅନୁଯାୟୀ ଯୋଗାଣ ଆରମ୍ଭ ହୋଇଥିବା ରୁଷିଆର ସାମରିକ-ବୈଷୟିକ ସହଯୋଗ ସଂଘୀୟ ସେବାର ନିର୍ଦ୍ଦେଶକ ଡିମିଟ୍ରି ଶୁଗାଏଭ୍ କହିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନର…
Archives


