ବିବାହର ୩ ମାସ ପରେ ଏହି କାମ କଲେ ଭିକି-କ୍ୟାଟ୍ରିନା

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହର ତିନି ମାସ ବିତିଗଲାଣି। ଦୁହେଁ ଗତ ବର୍ଷ ଡିସେମ୍ବର ୯ରେ ରାଜସ୍ଥାନରେ ବିବାହ କରିଥିଲେ, କିନ୍ତୁ ଆଇନଗତ ଭାବରେ ଗତ ସପ୍ତାହରେ ସେମାନଙ୍କ ବିବାହ ପଞ୍ଜିକୃତ ହୋଇଥିଲା। ମାର୍ଚ୍ଚ ୧୯ରେ ଉଭୟ ନିଜ ପରିବାର ସହିତ କୋର୍ଟରେ ପହଞ୍ଚି ବିବାହ ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିଥିଲେ। ନିକଟରେ ଉଭୟ ପରିବାର ଏକ ଡିନର୍‌ରେ ଯାଇଥିଲେ। ୪ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବିକି ଏବଂ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କକୁ ଲୁଚାଇ ରଖିଥିଲେ। ଉଭୟଙ୍କ ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିବାହ ପରେ ଏକାସାଙ୍ଗରେ ଉଭୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର...

ଲକ୍‌ଡାଉନରେ ଭିତରେ ଏହି ଅଭିନେତାଙ୍କ ହେଲା ନିର୍ବନ୍ଧ: ଅନ୍‌ଲାଇନ୍‌ରେ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଥିଯୋଗୁ ବ୍ୟବସାୟ, ବିଭିନ୍ନ ପ୍ରକାରର କାର୍ଯ୍ୟପନ୍ଥା, ଫିଲ୍ମ ଶୁଟିଂ, ରିଲିଜ ଉପରେ ବହୁ...

ମାଆ ହେବେ ରାଣୀ ମୁଖାର୍ଜୀ!

ମୁମ୍ବାଇ: କିଛି ଦିନ ହେବ ଲାଇମ ଲାଇଟରୁ ଦୂରେଇ ରହିଥିବା ରାଣୀ ମୁଖାର୍ଜୀ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ । ଶେଷଥର ପାଇଁ କରନ ଜୋହରଙ୍କ...

ଶୁଟିଂ ସେଟ୍‌ରେ ଦୀପିକା ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ଶୁଟିଂ ସେଟରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହ ତାଙ୍କ ପରବର୍ତ୍ତୀ ଫିଲ୍ମର...

ନର୍ଗିସ୍‌ଙ୍କୁ ବିବାହ ପୂର୍ବରୁ ସୁନୀଲ ଦତ୍ତଙ୍କୁ ମିଳିଥିଲା ଧମକ

ବଲିଉଡ୍‌ରେ ଅନେକ ଭେଟେରାନ ଅଭିନେତ୍ରୀ ଅଛନ୍ତି। କିନ୍ତୁ ବହୁତ କମ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଅବଦାନ ବର୍ଷ ବର୍ଷ ପରେ ମଧ୍ୟ ସ୍ମରଣୀୟ ହୋଇ ରହିଛି।...

ପ୍ରେମିକାଙ୍କ ବିକିନ୍‌ ପିନ୍ଧା ଫଟୋ ଦେଖି ଟାଇଗର୍‌ କହିଲେ…

ବଲିଉଡର ଫିଟନେସର ରାଣୀ କୁହାଯାଉଥିବା ଥିବା ଦିଶା ପଟାନି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ସମୁଦ୍ର କୂଳରେ ଗୋଲାପୀ ବିକିନ୍‌ ପିନ୍ଧି...

ସୁସ୍ଥ ଅଛନ୍ତି ତନୁଜା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟ୍ରେସ୍‌ ତନୁଜା(୭୫) ଏବେ ସୁସ୍ଥ ଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇ ସ୍ଥିତ...

‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କଲେ ବରୁଣ

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ...

Advertisement
Archives

Model This Week