Posted inଜାତୀୟ

ମହିଳାଙ୍କ ସହ ଅଭଦ୍ରାମି ପାଇଁ ପିଟି ପିଟି ମାରି ଦେଲେ

ହାଇଦ୍ରାବାଦ୍‌,୮।୪: ଜଣେ ମହିଳାଙ୍କ ସହ ଖରାପ ବ୍ୟବହାର ପାଇଁ ଜଣେ ୩୯ ବର୍ଷୀୟ ଯୁବକଙ୍କୁ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ପରେ ଉକ୍ତ ଯୁବକଙ୍କ ମୃତଦେହ ତାଙ୍କ ଘରୁ ମିଳିଥିବା ଗୁରୁବାର ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତ ବୁଧବାର ତାଙ୍କ ଘର ପାଖ ମହିଳାଙ୍କ ସହ ଅଭଦ୍ରାମି କରିଥିଲେ। ମହିଳା ଜଣଙ୍କ ଏ ସମ୍ପର୍କରେ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ପରେ ମହିଳାଙ୍କ ସ୍ବାମୀ, କିଛି ସ୍ଥାନୀୟ ଲୋକେ ଏବଂ ସମ୍ପର୍କୀୟମାନେ ପୀଡ଼ିତଙ୍କୁ ବାଡ଼ିରେ ମାଡ଼ ମାରିଥିଲେ।

ଘଟଣାରେ ସେ ନିଜ ଘରକୁ ଚାଲି ଯାଇଥିଲେ। କିନ୍ତୁ ପରିବାର ଲୋକେ ସେହି ଦିନ ରାତିରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏକ ହତ୍ୟା ମାମଲା ରୁଜୁ କରାଯାଇ କିଛି ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ରେ ତାତି ୫୦ ଡିଗ୍ରୀ ଟପିବ, ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ, ୩୦।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ, ମେ’ ମାସରେ ଦେଶର ବହୁ ଅଞ୍ଚଳରେ ତାତି ୫୦ ଡିଗ୍ରୀ ସେଲସିୟସ୍‌...

ଅଭିଯୋଗ ପ୍ରମାଣିତ ହେଲେ ମୋ ସମ୍ପତ୍ତି ଲାଲୁଙ୍କୁ ଉପହାରରେ ଦେଇଦେବି ବୋଲି କହିଲେ ସୁଶୀଲ ମୋଦି…

ପାଟନା,୨୧।୮ : ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଭାଜପା, ଆରଜେଡି ଏବଂ...

ହଜାରିବାଗ୍‌ରେ ଏଲିଅନ୍‌: ସୋସିଆଲ ମିଡ଼ିଆରେ ଭାଇରାଲ…

ହଜାରିବାଗ୍‌,୩୧।୫: ଏଲିଅନ୍‌ ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବାରେ ଲାଗିଛି। ଏବେ ଝାଡ଼ଖଣ୍ଡର ହଜାରିବାଗ୍‌ରେ ଏଲିଅନ୍‌ ଦେଖାଦେଇଥିବା ନେଇ ସୋସିଆଲ୍‌ ମିଡ଼ିଆରେ ପ୍ରଚାର ଜାରି...

୩୨୫ ଜିଲାରେ ହୋଇନାହିଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ୧୨ ହଜାର ଅତିକ୍ରମ କରି ସାରିଲାଣି। ହେଲେ ଦେଶର ପ୍ରାୟ ୩୨୫...

ଜୟଲଳିତାଙ୍କ ମୃତ୍ୟୁ ରିପୋର୍ଟ: ଶଶିକଳାଙ୍କ ସମେତ ଡାକ୍ତର-ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ତଦନ୍ତ ଦାବି…

ଚେନ୍ନାଇ,୧୮।୧୦ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଗଠିତ ଅରୁମୁଗାସାମି କମିଟି ମଙ୍ଗଳବାର ବିଧାନସଭାରେ ଏହାର ରିପୋର୍ଟ ଉପସ୍ଥାପନ...

ସୁଦାନରୁ ୨୩୧ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବିମାନ, ଏବେ ପର୍ଯ୍ୟନ୍ତ ୨୧୦୦ ସୁରକ୍ଷିତ ଉଦ୍ଧାର, ୧୬୦୦ ପହଞ୍ଚିଲେ ଭାରତ

ନୂଆଦିଲ୍ଲୀ,୨୯।୪: ଭାରତ ସରକାର ‘ଅପରେଶନ କାବେରୀ’ ଜରିଆରେ ସୁଦାନରେ ଫସି ରହିଥବା ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣୁଛନ୍ତି। ଏହାରି ଭିତରେ ଭାରତୀୟ ବାୟୁସେନାର...

ଗଣ ବଳାତ୍କାର ହତ୍ୟା ମାମଲା: ସୁପ୍ର୍ରିମ୍‌କୋର୍ଟଙ୍କ ଖଲାସ ଆଦେଶକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୨୧।୧୧ : ଚାୱଲାରେ ୨୦୧୨ରେ ହୋଇଥିବା ଗଣ ବଳାତ୍କାର ଏବଂ ହତ୍ୟା ମାମଲାରେ ତିନିଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ସୁପ୍ର୍ରିମ୍‌କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା...

ଜମ୍ମୁ-କଶ୍ମୀର ବାଦଲ ଫଟା ବର୍ଷା: ବିଦ୍ୟୁତ ଓ ପାଣି ସେବା ପ୍ରଭାବିତ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ତ୍ରାଲରେ ଶନିବାର ବାଦଲ ଫଟା ବର୍ଷା ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଘର ଓ ସ୍କୁଲଗୁଡ଼ିକରେ ପାଣି ପଶିଯାଇଥିବାରୁ ବିଦ୍ୟୁତ୍‌ ସରବରାହ ଓ...

Advertisement
Archives

Model This Week